• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭିଭୋ ଅଫିସ୍‌ରେ ରେଡ୍ । ମୋବାଇଲ କଂପାନୀ ଭିଭୋ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ରହିଛି ଚଢଉ । ମନି ଲଣ୍ଡରିଂ କେସ୍‌ରେ ଦେଶର ୪୪ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ରେଡ୍ । ଭିଭୋ ମୋବାଇଲ୍ କମ୍ୟୁନିକେସନ୍ ଓ ଆଉ କିଛି ଚୀନର ମୋବାଇଲ୍ କମ୍ପାନୀରେ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗରେ ସିବିଆଇ ପକ୍ଷରୁ ତଦନ୍ତ ଚାଲିଛି । ଏଥିସହ ସେମାନଙ୍କର କାରବାର ଉପରେ ଆୟକର ବିଭାଗ ପକ୍ଷରୁ ନଜର ରଖାଯାଇଛି । ଗତବର୍ଷ ଭିଭୋର ନିର୍ଦ୍ଦେଶକ ଜେଙ୍ଗ୍‌ସେନ୍ ଓଉ ଓ ଜାଙ୍ଗ୍ ଜିଏ ଭାରତ ଛାଡି ପଳାୟନ କରିଥିଲେ ।