ଆସନ୍ତା ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି(Salary Hike) ଲାଗି ସରକାର ଯୋଜନା କରୁଥିବା ସୂଚନା ମିଳିଛି। ଡିଏ ବୃଦ୍ଧି(DA Hike)ଠୁ ଆରମ୍ଭ କରି ବକେୟା ଡିଏ (Due DA) ସରକାର ପ୍ରଦାନ କରିପାରନ୍ତି। ଏହାସହ PF ଉପରେ ମିଳିବାକୁ ଥିବା ସୁଧ ଟଙ୍କା ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ପଠା ଯାଇପାରେ।
ଖୁବ୍ଶୀଘ୍ର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ବଢ଼ାଇ(DA Hike)ପାରନ୍ତି।