• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Karnataka Sounds High Alert Over Tomato Flu
‘ଟମାଟୋ ଫ୍ଲୁ’କୁ ନେଇ କର୍ଣ୍ଣାଟକରେ ହାଇ ଆଲର୍ଟ: ୮୦ ଆକ୍ରାନ୍ତ, ଜାଣନ୍ତୁ ରୋଗର ଲକ୍ଷଣ...

୫ବର୍ଷରୁ କମ୍ ଶିଶୁ ଏହି ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଏହି ରୋଗରେ କେରଳର କୋଲ୍ଲାମ ଜିଲ୍ଲାର ୮୦ ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। 

sedition law
ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ; ପୁନର୍ବିଚାର ନହେବା ଯାଏଁ ରୁଜୁ ହୋଇ ପାରିବନି ନୂଆ ସେଡିସନ୍ କେଶ୍

ଦେଶଦ୍ରୋହ ଆଇନ୍‌କୁ ନେଇ ବାଦ ବିବାଦ ଭିତରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ପଦକ୍ଷେପ । ଏହାର ବୈଧତା ନେଇ ପୁନର୍ବିଚାର ନସରିବା ପର୍ଯ୍ୟନ୍ତ ସେଡିସନ୍ ଆଇନ୍‌ର ବ୍ୟବହାର ଉପରେ ସ୍ଥଗିତାଦେଶ ଲଗେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ପୂର୍ବରୁ ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ଜେଲ୍‌ରେ ଅଛନ୍ତି, ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ ମତ ଦେଇଛନ୍ତି ।

sedition law
ଦେଶଦ୍ରୋହ ଆଇନ ବ୍ୟବହାର ଉପରେ ରୋକ୍

ସେଡିସନ୍ ଆଇନ୍‌ରେ ସୁପ୍ରିମ୍‌କୋର୍ଟଙ୍କ ରୋକ୍ । ପୁନର୍ବିଚାର ପର୍ଯ୍ୟନ୍ତ ରୁଜୁ ହୋଇପାରିବନି ନୂଆ ଦେଶଦ୍ରୋହ ମାମଲା । ଦେଶଦ୍ରୋହ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରି ବଡ଼ ଫୈସଲା ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ ।

Kashmir Files
ସିଙ୍ଗାପୁରରେ କାଶ୍ମୀର ଫାଇଳ୍ସ ବ୍ୟାନ୍‌ ! ଅଗ୍ନିହୋତ୍ରୀଙ୍କୁ ଥରୁରଙ୍କ ଜବାବ, କହିଲେ ଦିବଂଗତ ପତ୍ନୀଙ୍କୁ ଯୋଡ଼ ନାହିଁ

ଫିଲ୍ମ ସହ ଜଡ଼ିତ ଏକ ମିଡିଆ ରିପୋର୍ଟକୁ ଆଧାର କରି ଶଶି ଥରୁର କହିଥିଲେ ଯେ, ଫିଲ୍ମକୁ ସିଙ୍ଗାପୁରରେ ବ୍ୟାନ୍‌ କରାଯାଇଛି।

 Mohali blast
ମୋହାଲିରେ ବିସ୍ଫୋରଣ ମାମଲା : ଆକ୍ରମଣକାରୀଙ୍କୁ ସହଯୋଗ କରିଥିବା ଅଭିଯୁକ୍ତ ଗିରଫ

ପଞ୍ଜାବ ମୋହାଲିରେ ଥିବା ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଜାରି ରହିଛି।

PM Modi
ମୋଦି ସେୟାର କଲେ ପୁରୁଣା ପୋଖରାନ ଭିଡିଓ.. ଅଟଳ ଜୀଙ୍କୁ ମନେ ପକାଇଲେ

ସେ ଟ୍ୱିଟ୍ କରି, ଆମ ଦେଶର ଦକ୍ଷ ବୈଜ୍ଞାନିକ ଏବଂ ସେମାନଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି ।

kashmir
ବଦଳିବାକୁ ଯାଉଛି କାଶ୍ମୀରର ରାଜନୈତିକ ଦୃଶ୍ୟପଟ୍ଟ : ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃ-ନିର୍ଦ୍ଧାରଣ

ସୀମା ପୁନଃ-ନିର୍ଦ୍ଧାରଣ ବେଳେ ଭୌଗଳିକ ସ୍ଥିତି, ବର୍ତ୍ତମାନର ପ୍ରାଶାସନିକ ସୀମା, ଯୋଗାଯୋଗ ବ୍ୟବସ୍ଥା ଓ ଲୋକଙ୍କ ସୁବିଧା-ଅସୁବିଧାକୁ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

Sri Lanka
ଅଶାନ୍ତ ଶ୍ରୀଲଙ୍କାରେ ସଂଘର୍ଷ, ପୋଡାଜଳା, ଭଙ୍ଗାରୁଜା ଜାରି : ସରକାର ବିରୋଧୀ ଆନ୍ଦୋଳନ ନିଆଁରେ ଜଳୁଛି ସାରା ଦେଶ

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ସାଂଘାତିକ ଭାବେ ଅର୍ଥନୈତିକ ସଂକଟ ଦେଖାଦେଇଛି

Google Play Store
ଆଜିଠୁ ପ୍ଲେ ଷ୍ଟୋର୍‌ର ସବୁ କଲ ରେକର୍ଡିଂ ଆପ୍ ବ୍ୟାନ୍

ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍‌ ଗୁଡିକ ପ୍ରଭାବିତ ହେବ।

Supreme Court
ଦେଶଦ୍ରୋହ ମାମଲା ରୁଜୁ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

କେନ୍ଦ୍ର ସରକାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।

Chariot-like structure lands in Andhra coast
ସମୁଦ୍ରରେ ଲାଗିଲା ସୁନା ଭଳି ଚକ୍ ଚକ୍ କରୁଥିବା ମନ୍ଦିର ଚୂଡ଼ା

ସୁନା ଭଳି ଚକ୍ ଚକ୍ କରୁଥିବା ଏକ ବୌଦ୍ଧ ମନ୍ଦିରର ଚୁଡ଼ା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ଏମ୍ ସୁନାପାଲୀ ସମୁଦ୍ର କୂଳରେ ଲାଗିଛି ।

Punjab Politics
ଗୁଇନ୍ଦା ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ବିସ୍ଫୋରଣ ଘଟଣାରେ ମିଳିଲା ନୂଆ ସୁରାକ୍

ଖୁବ ଶୀଘ୍ର ଅପରାଧୀଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିବ ବୋଲି ଡିଜିପି କହିଛନ୍ତି ।

Qutub Minar
‘କୁତବ ମିନାର’ ନୁହେଁ ‘ବିଷ୍ଣୁ ସ୍ତମ୍ଭ’ ! ନାଁ ପରିବର୍ତ୍ତନ ପାଇଁ ଉଠିଲା ଦାବି

ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ପ୍ରକାରରେ ପୋଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନଥିଲା ।

Delhi Eviction
ପ୍ରବଳ ବିରୋଧ ଭିତରେ ଦିଲ୍ଲୀରେ ଉଚ୍ଛେଦ ଜାରି

ଗତକାଲି ଦିଲ୍ଲୀ ଶାହୀନବାଗ ଅଞ୍ଚଳରେ ଜବର ଦଖଲ ହଟାଇବାକୁ ଆସିଥିବାବେଳେ ପ୍ରବଳ ବିରୋଧର ସମୁଖୀନ ହେବାକୁ ପଡିଥିଲା ।

Pulitzer Awardee
ତାଲିବାନ ଗୁଳିରେ ପ୍ରାଣ ହରାଇଥିବା ଭାରତୀୟ ସାମ୍ବାଦିକଙ୍କୁ ପୁଲିଜର ପୁରସ୍କାର

ରଏଟର୍ସ ସାମ୍ବାଦିକ ଅଦନାନ୍ ଅବିଦି, ସାନ୍ନା ଇଶ୍ରଦ ମାଟ୍ଟୁ ଏବଂ ଅମିତ ଦେବଙ୍କୁ ମଧ୍ୟ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି ।

Physically Handicaped Child
ଦିବ୍ୟାଙ୍ଗ ହେବା କଣ ତା'ର ଭୁଲ୍?

ତାର ଭୁଲ କଣ ଥିଲା ? କାହିଁକି ସେ ତା ଅଧିକାରରୁ ବଞ୍ଚିତ ହେବ ? ହଁ ! ଭୁଲ କଣ ଥିଲା ? ଭୁଲ ଏହା, ଯେ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଛି ? ଆଉ ସେଥିପାଇଁ ତାକୁ ଏଭଳି ଦଣ୍ଡ ମିଳିଛି । ଦିବଂଗତଙ୍କୁ ବିମାନରେ ନେବାକୁ ମନା କରିଦେଲା ଇଣ୍ଡିଗୋ ଏୟାରଲାଇନ୍ସ ।

Physically Handicaped Child
ଦିବ୍ୟାଙ୍ଗଙ୍କୁ ବିମାନରେ ବସାଇବାକୁ ମନା କଲା ଇଣ୍ତିଗୋ; ତଦନ୍ତ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ହ୍ୱିଲ ଚେୟାରରେ ଥିବା ୧୩ ବର୍ଷ ବୟସର ଦିବ୍ୟାଙ୍ଗ ପିଲାଟି ଡରି ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ରାଞ୍ଚିରୁ ହାଇଦ୍ରାବାଦ ୟାଉଥିବା ବିମାନରେ ଯାତ୍ରା କରିବାକୁ ତାକୁ ଓ ତା ପରିବାର ଲୋକଙ୍କୁ ଅନୁମତି ଦେଇ ନଥିଲା ଇଣ୍ଡିଗୋ ।

Amravati MP Navneet Rana, her MLA husband
ଜେଲ୍‌ରୁ ବାହାରି ପୁଣି ରାଣା ଦମ୍ପତ୍ତି ଚର୍ଚ୍ଚାରେ ! ଅଦାଲତ କଥା ମାନିଲେନି ନବନୀତ

ହନୁମାନ ଚାଳିଶା ପଢିିବା ମାମଲାରେ କିଛି ସର୍ତ୍ତାବଳୀ ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିଲା । ଗଣମାଧ୍ୟମକୁ କୌଣସି କଥା କହିବାରୁ ନିବୃତ୍ତ ରହିବାର ସର୍ତ୍ତ ରଖି ଅଦାଲତ ଦୁହିଁଙ୍କୁ ଜାମିନ ଦେଇଥିଲେ ।

Bulldozers
ଦିଲ୍ଲୀ ଶାହୀନବାଗରେ ବୁଲିଲା ବୁଲଡୋଜର; ପ୍ରତିବାଦ ପରେ ଫେରିଗଲା..

ବିରୋଧ, ବିକ୍ଷୋଭ ଓ ନାରାବାଜି। ଦିଲ୍ଲୀର ଜାହାଙ୍ଗୀରପୁରି ପରେ ଶାହୀନବାଗରେ ଦେଖିବାକୁ ମିଳିଛି ସମାନ ଚିତ୍ର। ଏଠାରେ ବେଆଇନ ଜବରଦଖଲ ପାଇଁ ଆସିଥିବା ଦିଲ୍ଲୀ ପ୍ରଶାସନକୁ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି।

groom ran away
ବିବାହ ଦିନ ପ୍ରେମିକାକୁ ଧରି ଛୁ ମାରିଲା ବର : କାନ୍ଦି କାନ୍ଦି ଥାନାରେ ପହଞ୍ଚିଲା କନ୍ୟା

ହାତ ଧରିବ କହି ଅଧା ରାସ୍ତାରେ ଛାଡ଼ିଦେଲା ଭାବିସ୍ୱାମୀ । କାନ୍ଦୁଛି ମଙ୍ଗୁଳା କନ୍ୟା ।

Special Story
ମହମ୍ମଦ ରଫିଙ୍କ ଗୀତ ଗାଇ ଚର୍ଚ୍ଚାରେ ଟ୍ରକ ଡ୍ରାଇଭର୍ : ଗାଇଲେ ମୁଝେ ଇସ୍କ...

ସୋସିଆଲ ମିଡିଆରେ ବୃଦ୍ଧଙ୍କ ଗୀତ ଗାଇବାର ଭିଡିଓ ଭାଇରାଲ୍ ହେଉଛି। ବୃଦ୍ଧ ଜଣକ ଜଣେ ଟ୍ରକ ଚାଳକ ହୋଇଥିବା ବେଳେ ଅତି ନିଖୁଣ ଭାବେ ଗାଇଥିଲେ ମହମ୍ମଦ ରଫିଙ୍କ ଗୀତ ମୁଝେ ଇସ୍କ ହୈ ତୁଝି ସେ’... ଗୀତ ଗାଇଛନ୍ତି ।

Bride-groom jumps into swimming pool
ବାହାଘର ବେଳେ ସୁଇମିଂ ପୁଲ୍‌ ଭିତରେ ପଡିଗଲେ ବରକନ୍ୟା, ଆଉ ତା’ପରେ...

ବାହାଘର ବେଳେ ମଜା ହୋଇଥାଏ। ହାତଗଣ୍ଠି ଫିଟାଇବା ବେଳେ ହେଉ ଅବା କଉଡି ଖେଳ ବେଳେ। ଏବେ କିନ୍ତୁ ବିବାହ ଉତ୍ସବ ବେଳେ ହେଉଛି ଠେଲାପେଲା।

lata mangeshkar viral song
ଆଉ ଜଣେ ଲତା ଦିଦି, ହାରମୋନିୟମ ବଜାଇ ଗାଇଲେ ‘ମିଲୋନା ତୁମ ତୋ ଦିଲ୍‌ ଘବରାଏ’

ଜଣେ ବୟସ୍କ ମହିଳା ଏ ସୁନ୍ଦର ଗୀତଟିକୁ ନିଆରା ଅନ୍ଦାଜରେ ଗାଉଛନ୍ତି।