କାଲି ଦିଲ୍ଲୀରେ ଏବଂ ଆଜି ପଞ୍ଜାବର ଅମ୍ରିତସର୍ର ଗୁରୁ ନାନକ ଦେବ ହସ୍ପିଟାଲ୍ରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ତେବେ କେମିତି ହସ୍ପିଟାଲରେ ନିଆଁ ଲାଗିଲା ତାହା ମଧ୍ୟ ଜଣପଡ଼ିନାହିଁ
ଅଗ୍ନି ନିରାପତ୍ତା ତ୍ରୁଟି ଥିଲେ ୧୧୨ ଡାଏଲ କରି ସୂଚନା ଦେଇପାରିବେ ବୋଲି କହିଛନ୍ତି ଦିଲ୍ଲୀ ସରକାର ।
ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୨୨୦ ଟଙ୍କା ହ୍ରାସ ପାଇଛି।
ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟ ମାନେ, ଏ ମେଡିକାଲ୍ରୁ ସେ ମେଡିକାଲ୍ ଦୌଡ଼ୁଛନ୍ତି ।
କିଭଳି ସ୍ଥିତିରେ ରହିଛି ଜ୍ଞାନବାପି ମସଜିଦର ଚର୍ଚ୍ଚିତ ପଶ୍ଚିମ କାନ୍ଥ? ମସଜିଦର କାନ୍ଥରେ ଅଧିଷ୍ଠିତ କେଉଁ କେଉଁ ହିନ୍ଦୁ ଦେବାଦେବୀ? ଧର୍ମସ୍ଥଳୀ ପରିସରରେ ରହିଛି ଆଉ କେଉଁ କେଉଁ ରହସ୍ୟ?
ଦେଶର ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି। କେବଳ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତିରେ ଗହମ ରପ୍ତାନୀ ହୋଇପାରିବ।
ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ହଠାତ୍ ଦ୍ରୁତ ଗତିରେ ନିଆଁ ବ୍ୟାପିବା ଯୋଗୁ କିଛି ଲୋକ ଜୀବନ ବଞ୍ଚାଇବାକୁ ଯାଇ ଝରକା ଦେଇ ତଳକୁ ଡେଇଁ ପଡ଼ିଥିଲେ।
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲସ୍ତୁଲ କାଶ୍ମୀର ଘାଟି। ସୁରକ୍ଷା ଓ ନ୍ୟାୟ ପାଇଁ ଜାଗା ଜାଗାରେ ପଣ୍ଡିତ ସଂପ୍ରଦାୟର ପ୍ରୋଟେଷ୍ଟ ମାର୍ଚ୍ଚ। ପ୍ରତିବାଦ ଶୋଭଯାତ୍ରା ବେଳେ ଶ୍ରୀନଗରରେ ପ୍ରଦର୍ଶନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସେପଟେ ଏହାକୁ ନେଇ ରାଜନୀତି ବି ତେଜିଛି।
ନିଆଁ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇ ଭୟଙ୍କର ରୂପ ଧାରଣ କରିଥିଲା।
ନିଆଁ ଲାଗିବା ପରେ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପିଯାଇଥିଲା।
କାଶ୍ମୀର ପଣ୍ଡିତଙ୍କ ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ମୁସଲିମ୍ ସଂପ୍ରଦାୟ । ହିନ୍ଦୁ ଭାଇଙ୍କ ସୁରକ୍ଷା ଦାବି କରି ବହୁ ସଂଖ୍ୟାରେ ମୁମଲିମ୍ ବିରୋଧ ପ୍ରଦର୍ଶନରେ ସାମିଲ ହେବା ଲାଗି ଆହ୍ୱାନ ବି ଜଣାଇଛନ୍ତି
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା । ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ରାହୁଲଙ୍କ ହତ୍ୟାରେ ସାମିଲ ଥିଲେ ।
ଆକାଶରୁ ଭୀଷଣ ଶବ୍ବ ସହ ତଳକୁ ଖସି ଆସିଛି ନିଆଁ ପିଣ୍ଡୁଳା
ଏହି ବିଶାଳକାୟ ଆଷ୍ଟ୍ରଏଡ୍ର ଗତିବିଧି ଉପରେ ନାସା ନଜର ରଖିଛି। ନାସାର ସୂଚନା ଅନୁସାରେ, ମେ’ ୧୬ ଭୋର ୨ଟା ୪୮ ମିନିଟ୍ରେ ଆଷ୍ଟ୍ରଏଡ୍ 388945 (2008 TZ3) ପୃଥିବୀର ନିକଟତର ହେବ।
ଚିନ୍ତା ବଢାଇଲାଣି ଟମାଟୋ ଫ୍ଲୁ : ପିଲାଙ୍କ ପ୍ରତି ରହିଛି ବେଶି ବିପଦ.... ଜ୍ୱର ହେବା ସହ ଦେଖାଯାଉଛି ଏମିତି ଲକ୍ଷଣ। ଜାଣନ୍ତୁ କଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ..
ଜଣେ ଅପରିଚିତ ମହିଳା ସୋସିଆଲ ମିଡିଆରେ ଯବାନଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ସବୁ ସଂଗ୍ରହ କରିଥିବା ସୂଚନା ମିଳିଛି।
ଟ୍ରେନିଂ ବେଳେ ଛତିଶଗଡ଼ ରାୟପୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟରଟି ଅବତରଣ ବେଳେ ଏଥିରେ ନିଆଁ ଲାଗିଯିବାରୁ କ୍ରାସ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ୍ ଥିଲେ ।
ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖା ଦେଇଛି। ପୂର୍ବରୁ ତାମିଲନାଡୁ ଓ କେରଳରେ ଏହି ରୋଗ ଦେଖା ଦେଇଥିଲା। ତେବେ ଏହି ସଂକ୍ରାମକ ରୋଗ ଧୀରେ ଧୀରେ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି।
ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ସର୍ଭେ ସମ୍ପର୍କରେ କୋର୍ଟଙ୍କ ବଡ ନିଷ୍ପତ୍ତି । ମସଜିଦର ସର୍ଭେ ପାଇଁ ନିଯୁକ୍ତ ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କୁ ହଟାଇବାକୁ କୋର୍ଟ ମନା କରି ଦେଇଛନ୍ତି ।
ପୁଣି ଜମ୍ମୁକାଶ୍ମୀରର ପଣ୍ଡିତକୁ ଟାର୍ଗେଟ୍ କଲେ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ଏକ ପଣ୍ଡିତକୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି ।
ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୫ ତାରିଖରୁ ଆରମ୍ଭ ହେବ । ଏନେଇ ଆଜି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।
ତାଜମହଲ ପିଟିସନରଙ୍କୁ ଝଟକା ଦେଲେ ଆହ୍ଲାବାଦ ହାଇକୋର୍ଟ । ତାଜମହଲର ପ୍ରକୃତ ଇତିହାସ ଜାଣିବାକୁ ହାଇକୋର୍ଟରେ ହୋଇଥିବା ଆବେଦନ ବିଚାର ଯୋଗ୍ୟ ନୁହେଁ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି ହାଇକୋର୍ଟ ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୨୦୦ ଟଙ୍କା ରହିଛି।
ବୈବାହିକ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ । ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ ।
କୋଏମ୍ବାଟୁରର ଇଡ୍ଲି ଆମ୍ମା ତଥା ସମାଜସେବୀ ଏମ୍. କମଲାଥାଲଙ୍କ ପାଇଁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ନୂଆ ଘର ନିର୍ମାଣ କରିଛନ୍ତି। ଗତ ୩୭ ବର୍ଷ ହେଲା କମଲାଥାଲ ଟଙ୍କିକିଆ ଇଡଲି, ସମ୍ବର ଓ ଚଟନି ବିକ୍ରି କରି ଆସୁଛନ୍ତି।