ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍ ଇନ୍ କରିବାକୁ ହେବ ।
ଆସନ୍ତାକାଲି ଷ୍ଟକ୍ ମାର୍କେଟରେ ଏଲ୍ଆଇସି ଷ୍ଟକ୍ ଏଣ୍ଟ୍ରି ମାରିବ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ । ମେ ୪ରୁ ୬ ଦିନ ପାଇଁ ଖୋଲାଥିବା ଦେଶର ସର୍ବବୃହତ ଆଇପିଓ ।
ଘରର ଡିଜାଇନ୍ ଗଛର ଡାଳ ଅନୁସାରେ ପ୍ରସ୍ତୁତ ହୋଇଛି । ଗଛର କୌଣସି ଗୋଟିଏ ଡାଳକୁ କଟା ନଯାଇ ଏହି ବିଳାସପୂର୍ଣ୍ଣ ଘର ତିଆରି କରାଯାଇଛି ।
ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ କ୍ୟାପିଟାଲ ସିଟିରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି।
ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି। Multi Commodity Exchange(MCX)ରେ ସୁନା ଦର(Gold Price) ୦.୦୮% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୧୫ ଟଙ୍କାରେ କାରବାର ଚାଲିଥିଲା।
ମସଜିଦ୍ ଭିତରୁ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷଙ୍କ ଦାବି ପରେ ସଂପୃକ୍ତ ସ୍ଥାନକୁ ସିଲ୍ ପାଇଁ ବାରଣାସୀ କୋର୍ଟଙ୍କ ନିର୍ଦ୍ଦେଶ
ମାଡ଼ ମାରି ଯୁବକଙ୍କ ଗୋଡ଼ ଭାଙ୍ଗିଦେଲେ ପୋଲିସ୍ ବାବୁ ।
ବିଚ୍ ରାସ୍ତାରେ ମହିଳା ଓକିଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ। କେତେବେଳେ ଗୋଇଠା ଉପରେ ଗୋଇଠା ତ ଆଉ କେତେବେଳେ ଚାପୁଡ଼ା ମାଡ଼। ଏଭଳି ଆକ୍ରମଣ ହେଉଥିବା ଦେଖି ମଧ୍ୟ ଲୋକମାନେ ଚୁପ୍ ହୋଇ ଛିଡ଼ା ହୋଇଥିଲେ।
ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ଅଭିଯୁକ୍ତଙ୍କୁ ଜେଲ ହୋଇଥିଲା।
ସ୍ଥାନୀୟ ଲୋକେ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ବିବାହ କାର୍ଯ୍ୟକ୍ରମ ବି ବେଶ ଧୁମଧାମରେ ହୋଇଛି।
ମାୟାଦେବୀ ମନ୍ଦିରରେ ମୋଦି ପୂଜାର୍ଚ୍ଚନା କରିବେ।
ଆସାମର କୋପିଲି ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ରାଜଧାନୀ ଦିଲ୍ଲୀରେ ଦିନର ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ପାର କରିଥିବାରୁ ଅସହ୍ୟ ତାତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ରୌଦ୍ରତାପ ଏତେ ଯେ ଲୋକଙ୍କ ଘରୁ ବାହାରିବା ବି ମୁସ୍କିଲ୍ ହୋଇପଡୁଛି ।
୧୯୬୬ ପରେ ଆଜି ଗୁରଗାଁଓର ତାପମାତ୍ରା ରେକର୍ଡ ଛୁଇଁଛି।
ଯେଉଁ ପରିସ୍ଥତିରେ ତଳକୁ ଚାହିଁବା ମୁସ୍କିଲ୍, ଯେଉଁଠୁ ଜୀବନ ଫେରି ପାଇବା ପ୍ରାୟ ଅସମ୍ଭବ ତାହା ଏଠି ସମ୍ଭବ ହୋଇଛି। ୩୦୦ ଫୁଟ୍ ତଳୁ ଉଦ୍ଧାର ହେଲେ ଶ୍ରମିକ।
ବିଲେଇ ଛୁଆ ଭାବି ଘରକୁ ଚିତା ବାଘ ଆଣିଲା କୁନିଝିଅ । ମହାରାଷ୍ଟ୍ରରୁ ଏହି ନିଆରା ଘଟଣା ସାମ୍ନାକୁ ଆସିଛି ।
ମୁଦ୍ରା, ପଦକ, ଡିଏନ୍ଏ ନମୁନା, ମୌଳିକ ବିଶ୍ଳେଷଣ, ଆନ୍ଥ୍ରୋପୋଲୋଜି ଏବଂ ରେଡିଓ-କାର୍ବନ ଡେଟିଂ, ଏହି ସବୁ ଦିଗ ଏହା ହିଁ ସୂଚାଉଛି ।"
ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ମାଣିକ ଶାହା ଶପଥ ନେଇଛନ୍ତି। ନାଟକୀୟ ମୋଡରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ କୁମାର ଦେବ ଇସ୍ତଫା ଦେଇଥିଲେ।
ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁ ଆସାମରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୬ଟି ଜିଲ୍ଲାର ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ।
ମୃତ ଶିକାରୀ ହେଲେ ନୌସାଦ ମେୱାଟୀ । ଏହାସହ ପୋଲିସ ଚାରିଜଣ ଶିକାରୀଙ୍କୁ ଗିରଫ କରିଛି ।
ଶିନବାର ରାତି ପ୍ରାୟ ୯ଟା ୧୦ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଫୋନ ଆସିଥିଲା ।
ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ। ଅକାଳରେ ଚାଲିଗଲା ୩୦ରୁ ଅଧିକ ଜୀବନ। ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଧ୍ୱସଂସ୍ତୁପ ପାଲଟିଗଲା ତିନି ମହଲା କୋଠା।
ପାଉଁଶ ଗଦାରେ ପରିଣତ ହୋଇଛି କୋଟି କୋଟି ଟଙ୍କାର ସାମଗ୍ରୀ।
ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।