• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Vistadome Coach
୧୮୦ଂ ପର୍ଯ୍ୟନ୍ତ ବୁଲିଯାଉଛି ଚଉକି ! ଟ୍ରେନ୍‌ ଭିତରେ ଥାଇ ଦେଖିହେବ ଆକାଶ-ଜଙ୍ଗଲ-ଟନେଲର ମନୋରମ ଦୃଶ୍ୟ

ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।

Stampede at Tirupati's Tirumala Venkateswara Temple in Andhra Pradesh, several injured
ତିରୁପତି ମନ୍ଦିରରେ ଭକ୍ତଙ୍କ ଦଳାଚକଟା; ୩ ଆହତ

ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରରେ ଦଳାଚକଟା । ଏଥିରେ ୩ ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ଅଘଟଣ ଘଟିଛି ।

Rajnath Singh
ଆତଙ୍କବାଦ ଉପରେ କଟକଣା ଲଗାଇବାକୁ ଶାହବାଜଙ୍କୁ ଚେତାଇଲେ ରାଜନାଥ

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ ଉପରେ କଟକଣା ଜାରି କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Deoghar Ropeway Accident
ଝାଡ଼ଖଣ୍ଡ ଦେଓଘର ରୋପୱେ ଅଘଟଣ; ମୃତ୍ୟୁସଂଖ୍ୟା ୩ କୁ ବୃଦ୍ଧି

ଝାଡଖଣ୍ଡର ଦେଓଘରରେ ରୋପେୱେ କେବଲ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ତେବେ କ୍ୟାବିନ୍‌ରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ୩ ଦିନ ହେଲା ଜାରି ରହିଛି ଉଦ୍ୟମ।

Water Crisis
ମାଉଣ୍ଟେନ୍‌ ମ୍ୟାନ୍‌ ମାଞ୍ଝି ପରେ ଉତ୍ତରପ୍ରଦେଶର କୃଷ୍ଣଚନ୍ଦ୍ର; ପୋଖରୀ ଖୋଳି ଗାଁ ଲୋକଙ୍କ ଦୁଃଖ ବୁଝିଲେ

ଗାଁରେ ଭୟଙ୍କର ଥିଲା ପାଣି ସମସ୍ୟା। ମାଇଲ ମାଇଲ ବାଟ ଯିବା ପରେ ବି ମିଳୁନଥିଲା ପାଣି..ଗାଁ ଲୋକଙ୍କ କଷ୍ଟ ନଦେଖି ପାରି ୩ ବର୍ଷ ଏକାକୀ ପରିଶ୍ରମ କରି ପୋଖରୀ ଖୋଳି ଦେଲେ କୃଷ୍ଣଚନ୍ଦ୍ର। ୩ ହଜାର ଟ୍ରଲିର ମାଟି ନିଜେ ବୋହି ସରକାରଙ୍କଠୁ ହେଲେ ପୁରସ୍କୃତ..

Jharkhand Ropeway Accident
ଝାଡ଼ଖଣ୍ଡ ଦେଓଘର ରୋପୱେ ଅଘଟଣ : ମଝି ଆକାଶରେ ଏବେ ବି ଝୁଲୁଛି ୧୩ରୁ ଅଧିକ ଜୀବନ

ରୋପୱେ ଅଘଟଣ : ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୩ରୁ ଅଧିକ ପର୍ଯ୍ୟଟକ ଫସିରହିଥିବା ସୂଚନା ମିଳିଛି ।

Ram Navami Violence
ରାମନବମୀ ପୂଜନରେ ବାଧା ସୃଷ୍ଟି ନା ହଷ୍ଟେଲ୍‌ରେ ଆମିଷ ଖିଆକୁ ବିରୋଧ?

ରାମନବମୀ ପୂଜନରେ ବାଧା ସୃଷ୍ଟି ନା ହଷ୍ଟେଲ୍‌ରେ ଆମିଷ ଖିଆକୁ ବିରୋଧ? କାରଣ ଯାହାବି ହୋଇଥାଉନା କାହିଁକି, ଧର୍ମୀୟ ଭାବନା ବନାମ୍ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ, ପୁଣି ଅଶାନ୍ତ ହୋଇଛି ଜେଏନୟୁ କ୍ୟାମ୍ପସ୍

Rope Way
୫ ଶହ ଫୁଟ ଉପରେ ଝୁଲୁଛି ଜୀବନ

ତାରରେ ଲଟକିଛି ୧୨-୧୨ଟି କ୍ୟାବିନ୍ । ଆଉ ତାଭିତରେ ୪୮ ଜଣ ପର୍ଯ୍ୟଟକ । ରବିବାର ଅପରାହ୍ନରୁ ଫଶି ରହିଛନ୍ତି ଯାତ୍ରୀ । କ୍ୟାବିନ୍ ଭିତରେ ୨୪ ଘଂଟା ବିତିଗଲାଣି । ପ୍ରତି ମୁହୂର୍ତ୍ତରେ ଭୟ ଆଉ ଆଶଙ୍କା ବଢିଚାଲିଛି । ଏହାରି ଭିତରେ ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି ସବୁ ବଳ ଲଗାଇ ଦେଇଛି ବାୟୁସେନା । ଦୁଇ ଦୁଇଟି ଏମ୍‌ଆଇ-୧୭ ହେଲିକପ୍ଟରରେ ଜାରି ରହିିଛି ଉଦ୍ଧାର କାର୍ଯ୍ୟ ।

  • Monday, 11 April 2022
Train Accident
କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୫ ମୃତ

ଗୌହାଟି ଯାଉଥିବା ଏକ ଟ୍ରେନ୍ ବାଟରେ ଅଟକିଥିଲା। 

Modi - Biden
ମୋଦି-ବାଇଡେନ୍‌ଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଋଷ-ୟୁକ୍ରେନ୍‌ ଯୁଦ୍ଧ ନେଇ ବଡ଼ ଆଲୋଚନା

ଉଭୟ ରାଷ୍ଟ୍ର ମୁଖ୍ୟ ସିଧାସଳଖ କଥାବାର୍ତ୍ତା ହେବାକୁ ମୋଦିଙ୍କ ପରାମର୍ଶ । ସିଧାସଳଖ କଥାବାର୍ତ୍ତା ହେଲେ ଶାନ୍ତିର ରାସ୍ତା ଫିଟିବ ବୋଲି ପରାମର୍ଶ ଦେଇଛନ୍ତି ମୋଦି । 

Rope Way
ପାହାଡ଼ରୁ ଖସୁଥିଲେ ଅଧାରେ ଅଟକିଗଲେ ! ଏବେ ୫ ଶହ ଫୁଟ ଉପରେ ଝୁଲୁଛି ଜୀବନ

ରୋପ୍‌ ୱେ’ରେ ଝୁଲି ରହିଥିବା ତାର ଯୋଗୁଁ ସମସ୍ୟା ହେଉଥିଲେ ବି ରେସକ୍ୟୁ ଅପରେସନରେ ଲାଗି ପଡ଼ିଛନ୍ତି ବାୟୁସେନାର ଯବାନ । ଆଇଟିବିପି ଏବଂ ଏନଡିଆରଏଫ୍‌ର ଟିମ୍ ମଧ୍ୟ ସାମିଲ ହୋଇଛନ୍ତି ଉଦ୍ଧାର କାର୍ଯ୍ୟରେ ।

Caller Tune
ଏଣିକି ଫୋନ୍‌ କଲେ ଆଉ ଶୁଭିବନି କରୋନା କଲର୍‌ ଟ୍ୟୁନ୍‌

ମୋବାଇଲକୁ ଫୋନ୍‌ କଲେ ଏଣିକି ଆଉ ଶୁଭିବନି କରୋନା କଲର ଟ୍ୟୁନ୍‌। ମହାମାରୀ କମିବା ପରେ କଲରଟ୍ୟୁନ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନେଲା କେନ୍ଦ୍ର।

bmw
ଚ୍ୟାଲେଞ୍ଜ କରି ଫସିଲେ ବିଏମଡବ୍ଲ୍ୟୁ ମାଲିକ : ଏକାଧିକ ଚାଲାଣ କାଟିଲା ଟ୍ରାଫିକ୍‌ ପୋଲିସ୍‌

ବିଏମଡବ୍ଲ୍ୟୁ କିଣି ଖୁସିରେ ବୁଲୁଥିଲେ, ଏବେ ଯୁବ ବ୍ୟବସାୟୀଙ୍କ ବିଳାସପୂର୍ଣ୍ଣ ଗାଡ଼ିକୁ ଜବତ କରିଛି ଟ୍ରାଫିକ୍‌ ପୋଲିସ୍ ।

2 Dead In Jharkhand Cable Car Mishap
ଝାଡଖଣ୍ଡରେ ବଡ ଧରଣର ଅଘଟଣ, ରୋପ୍‌ୱେ ଟ୍ରଲି ଖସି ୨ ଜଣଙ୍କ ମୃତ୍ୟୁ

ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ ଘଟିଛି। ରୋପ୍‌ୱେ ଟ୍ରଲି ଖସି ୨ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

mallikarjun kharge
ଇଡି କବ୍‌ଜାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ଇଡି କବ୍‌ଜାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।

jharkhand-trikut-pahar-ropeway-accident
ରୋପୱେ ଦୁର୍ଘଟଣା ଯୋଗୁଁ ୨୦୦୦ ଫୁଟ୍ ଉପରେ ଫସି ରହିଛନ୍ତି ୪୦ରୁ ଅଧିକ ପର୍ଯ୍ୟଟକ : ବାୟୁସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି।

gold price today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ

ପୁଣି ବଢିଲା ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦାମ୍‌ ୪୭,୪୮୯ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୫୧,୮୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୭୧,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Chief Minister YS Jagan Mohan Reddy
ଜଗନ ମୋହନ ରେଡ୍ଡୀଙ୍କ ନୂତନ କ୍ୟାବିନେଟର ଆଜି ଶପଥ ଗ୍ରହଣ ଉତ୍ସବ

ଆଜି ନୂଆ କ୍ୟାବିନେଟ ଗଠନ କରିବେ ଜଗନ ମୋହନ ରେଡ୍ଡି ।

 blast at Chemical factory
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ଜୀବନ୍ତ ଜଳିଗଲେ ୬ କର୍ମଚାରୀ

ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତରାତିରେ ବ୍ଲାଷ୍ଟ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

Two Student Groups Clash In JNU
ଅଶାନ୍ତ JNU କ୍ୟାମ୍ପସ: ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି।

Accidental Firing of Missile
କଠିନ ଦଣ୍ଡରେ ଦଣ୍ଡିତ ହେବେ ଏକାଧିକ ବାୟୁସେନା ଅଧିକାରୀ !

 ଘଟଣାକୁ ମାସେ ପୂରିବା ଆଗରୁ ତଦନ୍ତ ଶେଷ ହୋଇଛି।

  • Sunday, 10 April 2022
Modi Biden Talk
କାଲି ମୋଦି-ବାଇଡେନ୍ କଥାବାର୍ତ୍ତା: ୩ ପ୍ରସଙ୍ଗ ଉପରେ ହେବ ଆଲୋଚନା

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ଏହି ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ

Heat Wave Conditions In Delhi
୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ୨୦୨୨ ମାର୍ଚ୍ଚର ଖରା, IMD ଜାରି କଲା ଅରେଞ୍ଜ ୱାର୍ଣ୍ଣିଂ

ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।

Covid 19 Cases Rise In These States
ଆସିବ କି କରୋନାର ଚତୁର୍ଥ ଲହର ? ଏହି ୩ ରାଜ୍ୟରେ ବଢ଼ୁଛି ସଂକ୍ରମଣ, ସତର୍କ ରହିବାକୁ ପରାମର୍ଶ

ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହକ ମଧ୍ୟରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ସଂକ୍ରମଣ ବୃଦ୍ଧି ପାଇଛି।

Woman Fell From Sky 13000ft Height On Ground
୧୩ ହଜାର ଫୁଟ୍‌ ଉଚ୍ଚରୁ ତଳକୁ ଖସି ପଡ଼ିଲେ ମହିଳା, ହେଲା ଏମିତି ଚମତ୍କାର...

ସାଢ଼େ ୧୩ ହଜାର ଫୁଟ୍‌ ଉଚ୍ଚରୁ ଜଣେ ମହିଳା ତଳକୁ ଖସି ପଡ଼ିବା ପରେ ମଧ୍ୟ ସେ ମୃତ୍ୟୁକୁ ମାତ୍ ଦେଇଛନ୍ତି। ଏତେ ଉଚ୍ଚରୁ ତଳକୁ ଖସି ପଡ଼ିବା ପରେ ଚମତ୍କାର ଭାବେ ୩୫ ବର୍ଷୀୟ ଏହି ମହିଳା ଜଣକ ବଞ୍ଚି ଯାଇଛନ୍ତି।