• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Qutub Minar
‘କୁତବ ମିନାର’ ନୁହେଁ ‘ବିଷ୍ଣୁ ସ୍ତମ୍ଭ’ ! ନାଁ ପରିବର୍ତ୍ତନ ପାଇଁ ଉଠିଲା ଦାବି

ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ପ୍ରକାରରେ ପୋଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନଥିଲା ।

Delhi Eviction
ପ୍ରବଳ ବିରୋଧ ଭିତରେ ଦିଲ୍ଲୀରେ ଉଚ୍ଛେଦ ଜାରି

ଗତକାଲି ଦିଲ୍ଲୀ ଶାହୀନବାଗ ଅଞ୍ଚଳରେ ଜବର ଦଖଲ ହଟାଇବାକୁ ଆସିଥିବାବେଳେ ପ୍ରବଳ ବିରୋଧର ସମୁଖୀନ ହେବାକୁ ପଡିଥିଲା ।

Pulitzer Awardee
ତାଲିବାନ ଗୁଳିରେ ପ୍ରାଣ ହରାଇଥିବା ଭାରତୀୟ ସାମ୍ବାଦିକଙ୍କୁ ପୁଲିଜର ପୁରସ୍କାର

ରଏଟର୍ସ ସାମ୍ବାଦିକ ଅଦନାନ୍ ଅବିଦି, ସାନ୍ନା ଇଶ୍ରଦ ମାଟ୍ଟୁ ଏବଂ ଅମିତ ଦେବଙ୍କୁ ମଧ୍ୟ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି ।

Physically Handicaped Child
ଦିବ୍ୟାଙ୍ଗ ହେବା କଣ ତା'ର ଭୁଲ୍?

ତାର ଭୁଲ କଣ ଥିଲା ? କାହିଁକି ସେ ତା ଅଧିକାରରୁ ବଞ୍ଚିତ ହେବ ? ହଁ ! ଭୁଲ କଣ ଥିଲା ? ଭୁଲ ଏହା, ଯେ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଛି ? ଆଉ ସେଥିପାଇଁ ତାକୁ ଏଭଳି ଦଣ୍ଡ ମିଳିଛି । ଦିବଂଗତଙ୍କୁ ବିମାନରେ ନେବାକୁ ମନା କରିଦେଲା ଇଣ୍ଡିଗୋ ଏୟାରଲାଇନ୍ସ ।

Physically Handicaped Child
ଦିବ୍ୟାଙ୍ଗଙ୍କୁ ବିମାନରେ ବସାଇବାକୁ ମନା କଲା ଇଣ୍ତିଗୋ; ତଦନ୍ତ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ହ୍ୱିଲ ଚେୟାରରେ ଥିବା ୧୩ ବର୍ଷ ବୟସର ଦିବ୍ୟାଙ୍ଗ ପିଲାଟି ଡରି ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ରାଞ୍ଚିରୁ ହାଇଦ୍ରାବାଦ ୟାଉଥିବା ବିମାନରେ ଯାତ୍ରା କରିବାକୁ ତାକୁ ଓ ତା ପରିବାର ଲୋକଙ୍କୁ ଅନୁମତି ଦେଇ ନଥିଲା ଇଣ୍ଡିଗୋ ।

Amravati MP Navneet Rana, her MLA husband
ଜେଲ୍‌ରୁ ବାହାରି ପୁଣି ରାଣା ଦମ୍ପତ୍ତି ଚର୍ଚ୍ଚାରେ ! ଅଦାଲତ କଥା ମାନିଲେନି ନବନୀତ

ହନୁମାନ ଚାଳିଶା ପଢିିବା ମାମଲାରେ କିଛି ସର୍ତ୍ତାବଳୀ ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିଲା । ଗଣମାଧ୍ୟମକୁ କୌଣସି କଥା କହିବାରୁ ନିବୃତ୍ତ ରହିବାର ସର୍ତ୍ତ ରଖି ଅଦାଲତ ଦୁହିଁଙ୍କୁ ଜାମିନ ଦେଇଥିଲେ ।

Bulldozers
ଦିଲ୍ଲୀ ଶାହୀନବାଗରେ ବୁଲିଲା ବୁଲଡୋଜର; ପ୍ରତିବାଦ ପରେ ଫେରିଗଲା..

ବିରୋଧ, ବିକ୍ଷୋଭ ଓ ନାରାବାଜି। ଦିଲ୍ଲୀର ଜାହାଙ୍ଗୀରପୁରି ପରେ ଶାହୀନବାଗରେ ଦେଖିବାକୁ ମିଳିଛି ସମାନ ଚିତ୍ର। ଏଠାରେ ବେଆଇନ ଜବରଦଖଲ ପାଇଁ ଆସିଥିବା ଦିଲ୍ଲୀ ପ୍ରଶାସନକୁ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି।

groom ran away
ବିବାହ ଦିନ ପ୍ରେମିକାକୁ ଧରି ଛୁ ମାରିଲା ବର : କାନ୍ଦି କାନ୍ଦି ଥାନାରେ ପହଞ୍ଚିଲା କନ୍ୟା

ହାତ ଧରିବ କହି ଅଧା ରାସ୍ତାରେ ଛାଡ଼ିଦେଲା ଭାବିସ୍ୱାମୀ । କାନ୍ଦୁଛି ମଙ୍ଗୁଳା କନ୍ୟା ।

Special Story
ମହମ୍ମଦ ରଫିଙ୍କ ଗୀତ ଗାଇ ଚର୍ଚ୍ଚାରେ ଟ୍ରକ ଡ୍ରାଇଭର୍ : ଗାଇଲେ ମୁଝେ ଇସ୍କ...

ସୋସିଆଲ ମିଡିଆରେ ବୃଦ୍ଧଙ୍କ ଗୀତ ଗାଇବାର ଭିଡିଓ ଭାଇରାଲ୍ ହେଉଛି। ବୃଦ୍ଧ ଜଣକ ଜଣେ ଟ୍ରକ ଚାଳକ ହୋଇଥିବା ବେଳେ ଅତି ନିଖୁଣ ଭାବେ ଗାଇଥିଲେ ମହମ୍ମଦ ରଫିଙ୍କ ଗୀତ ମୁଝେ ଇସ୍କ ହୈ ତୁଝି ସେ’... ଗୀତ ଗାଇଛନ୍ତି ।

Bride-groom jumps into swimming pool
ବାହାଘର ବେଳେ ସୁଇମିଂ ପୁଲ୍‌ ଭିତରେ ପଡିଗଲେ ବରକନ୍ୟା, ଆଉ ତା’ପରେ...

ବାହାଘର ବେଳେ ମଜା ହୋଇଥାଏ। ହାତଗଣ୍ଠି ଫିଟାଇବା ବେଳେ ହେଉ ଅବା କଉଡି ଖେଳ ବେଳେ। ଏବେ କିନ୍ତୁ ବିବାହ ଉତ୍ସବ ବେଳେ ହେଉଛି ଠେଲାପେଲା।

lata mangeshkar viral song
ଆଉ ଜଣେ ଲତା ଦିଦି, ହାରମୋନିୟମ ବଜାଇ ଗାଇଲେ ‘ମିଲୋନା ତୁମ ତୋ ଦିଲ୍‌ ଘବରାଏ’

ଜଣେ ବୟସ୍କ ମହିଳା ଏ ସୁନ୍ଦର ଗୀତଟିକୁ ନିଆରା ଅନ୍ଦାଜରେ ଗାଉଛନ୍ତି।

IndiGo Bars Specially-Abled Boy From Boarding
ଇଣ୍ଡିଗୋ ଏୟାରଲାଇନ୍ସର ଅମାନବିକତା, ଦିବ୍ୟାଙ୍ଗ ନାବାଳକକୁ ବିମାନରେ ଯାତ୍ରା ପାଇଁ ମିଳିଲାନି ଅନୁମତି

ଦିବ୍ୟାଙ୍ଗ ବୋଲି ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଲାନି ଇଣ୍ଡିଗୋ ଏୟାରଲାଇନ୍ସ।

Badrinath Dham
ଶ୍ରଦ୍ଧାଳୁଙ୍କ ପାଇଁ ଫିଟିଲା ବଦ୍ରିନାଥଙ୍କ ଦ୍ୱାର

ବଦ୍ରିନାଥ ଦର୍ଶନ ଲାଗି ମନ୍ଦିରର ଦ୍ୱାର ଖୋଲିଛି । ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥରେ ପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି ।

Himachal Pradesh
ହିମାଚଳ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ କିଏ ଲଗାଇଲା ଖାଲିସ୍ତାନୀ ପତାକା ?

ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ଆଜି ଖଲିସ୍ତାନୀ ପତାକା ବନ୍ଧା ଯାଇଥିବା ଦେଖିବାକୁ ମିଳିଛି ।

Railway Minister Ashwini Vaishnaw
ସାଂସଦ, ବିଧାୟକଙ୍କୁ ରେଳମନ୍ତ୍ରୀଙ୍କ ଆହ୍ୱାନ- ପାଦେ ବଢ଼ାଅ, ୧୦ ପାଦ ଆଗକୁ ବଢ଼ାଇବୁ

ସାଂସଦ ଓ ବିଧାୟକ ଗୋଟିଏ ପାଦ ବଢ଼ାଇଲେ ରେଳ ମନ୍ତ୍ରଣାଳୟ ଆଉ ୧୦ ପାଦ ଆଗକୁ ବଢ଼ାଇବ।

Shooting In Busy Delhi Locality
ଚାରିଆଡ଼େ ଭିଡ଼,ରାସ୍ତାରେ ମଝିରେ ଅଟକିଛି କାର୍..ଆଖି ପିଛୁଳାକେ ଗାଡ଼ି ଭିତରେ ଥିବା ୨ ଭାଇଙ୍କ ଉପରକୁ ଗୁଳିବର୍ଷଣ

ହଠାତ୍‌ ୩ ଜଣ ଦୁର୍ବୃତ୍ତ ଆସି କାର୍‌ ଉପରକୁ ଆଖି ପିଛୁଳାକେ ଗୁଳିବର୍ଷଣ କରିଥିଲେ। ସେଠାରେ ଉପସ୍ଥିତ ଲୋକ ଏସବୁ ଦେଖୁଥିଲେ ମଧ୍ୟ ଏହାକୁ ଅଟାଇବା ପାଇଁ କେହି ସାହସ କରିପାରୁନଥିଲେ।

gold rate today
ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ

ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ରହିଛି ୪୭ ହଜାର ୩୫୦ ଟଙ୍କା। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୫୧,୬୯୦ ଟଙ୍କା ରହିଛି।

secret meeting between Dharmendra and Nitish
ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର କସରତ ଆରମ୍ଭ ,ଧର୍ମେନ୍ଦ୍ର-ନୀତିଶଙ୍କ ମଧ୍ୟରେ ଗୁପ୍ତ ବୈଠକ !

ଜୁଲାଇ ମାସରେ ହେବାକୁ ଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି କସରତ ଆରମ୍ଭ କରିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଛି ! ଏହି ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ଓ ନୀତିଶ କୁମାରଙ୍କ ମଧ୍ୟରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

Tajinder Pal Singh Baga
ତଜିନ୍ଦର ପାଲ୍ ସିଂହ ବଗାଙ୍କୁ ମିଳିଲା ଆଶ୍ୱସ୍ତି, ମଧ୍ୟରାତ୍ରିରେ ହାଇକୋର୍ଟଙ୍କ ଶୁଣାଣି

ଦିଲ୍ଲୀ ବିଜେପି ନେତା ତଜିନ୍ଦର ପାଲ୍ ସିଂହ ବଗାଙ୍କୁ ପଞ୍ଜାବ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଗାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟରାତ୍ରିରେ ଶୁଣାଣି କରି ପଞ୍ଜାବ ସରକାରଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

5 Of Family Drown In Maharashtra
ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ, ଜଣକ ପରେ ଜଣେ ପାଣିକୁ ଡେଇଁଲେ...

ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ। ପୋଖରୀରେ ବୁଡ଼ି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି।

Kunal Kamra
କମେଡିରୁ କଣ୍ଟ୍ରୋଭର୍ସି : ବ୍ୟଙ୍ଗ ନାଁରେ ବଦମାସି କଲେ ଷ୍ଟାଣ୍ଡଅପ୍ କେମଡିଆନ୍ କୁନାଲ କାମରା ?

ମୋଦି ସରକାରକୁ ବିଭିନ୍ନ ସମୟରେ କଟାକ୍ଷ କରି ବିବାଦରେ ଫସିଥିବା ଷ୍ଟାଣ୍ଡ୍ ଅପ୍ କମେଡିଆନ୍ କୁନାଲ କାମା ପୁଣି ଏହି ନୂଆ ହରକତ ପାଇଁ ହରଡ଼ ଘଣାରେ ପଡ଼ିଛନ୍ତି

railway passengers
RRB NTPC CBT 2 Exam : ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରେଲୱେ ଚଳାଇବ ୬୫ଟି ସ୍ୱତନ୍ତ୍ର ଟ୍ରେନ୍

RRB-NTPC ପରୀକ୍ଷାର୍ଥୀଙ୍କ ପାଇଁ ୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।

Minister Bathing Scene
ହାତରେ ଢାଳ, ଭଙ୍ଗା ଦଦରା ଚଟାଣ ଉପରେ ବସି ଗାଧୋଇଲେ ମନ୍ତ୍ରୀ

ସାଧାରଣ ଜନତାଙ୍କ ମଧ୍ୟରେ କିଛି ଅନ୍ତର ନାହିଁ ଆଉ ଏଠି ଭିଆଇପି କଲଚର ନାହିଁ। 

Tajinder Bagga
କେଜ୍ରିୱାଲଙ୍କ ଘର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ : ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଠାଇନେଲା ପୋଲିସ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସାମ୍ନାରେ ତଜିନ୍ଦର ପାଲ ସିଂ ବଗା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।