• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

JioPhone Next
ଗ୍ରାହକଙ୍କ ପାଇଁ ଖୁସି ଖବର: ପୁରୁଣା 4G ଫୋନ୍‌ ବଦଳରେ ମାତ୍ର ୪,୪୯୯ ଟଙ୍କାରେ ପାଆନ୍ତୁ JioPhone Next

ଗ୍ରାହକମାନେ ଯେକୌଣସି ପୁରୁଣା ୪ଜି ଫିଚର ଫୋନ୍, ଜିଓଫୋନ୍ କିମ୍ବା ସ୍ମାର୍ଟଫୋନ୍‌କୁ ବଦଳାଇ ମାତ୍ର ୪,୪୯୯ ଟଙ୍କା ମୂଲ୍ୟରେ ଏକ ସମ୍ପୂର୍ଣ୍ଣ ନୂଆ ଜିଓଫୋନ୍ ନେକ୍ସଟ୍ ପାଇପାରିବେ।

Ratan Tata
ରତନ ଟାଟାଙ୍କ ଭିଡିଓ ହେଲା ଭାଇରାଲ ! ପୁଣି ଥରେ ଲୋକେ କହିଲେ ବାଃ ବାଃ, ଦେଖନ୍ତୁ..

ଭିଡିଓରେ ରତନ ଟାଟା ଏକ ଧଳା ରଙ୍ଗର ଟାଟା ନାନୋରେ ବସି ଆସୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ତାଙ୍କ ସହ କେବଳ ଶାନ୍ତନୁ ନାୟୁଡ ନଜର ଆସିଛନ୍ତି ।

Nithari kand
ନିଠାରୀ ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

୧୬ ମାମଲାରୁ ଏଯାବତ ପ୍ରାୟ ୧୧ଟି ମାମଲାର ବିଚାର ସରିଥିବା ସୂଚନା ରହିଛି । ଦୁଇ ଅଭିଯୁକ୍ତ ଡାସନା ଜେଲରେ ପୂର୍ବରୁ ଅନେକ ମାମଲାରେ ସଜା କାଟୁଛନ୍ତି ।

Supreme Court
ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ ! ନିର୍ବାଚନରେ ଓବିସିଙ୍କ ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା

ନିଜ ପୂର୍ବ ନିର୍ଦ୍ଦେଶରେ ସଂଶୋଧନ ଆଣି ରାୟ ଶୁଣାଇଲେ ସୁପ୍ରିମକୋର୍ଟ ।

Yasin Malik
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିଲେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲ୍ଲିକ୍

ଅନ୍ୟ ବିଚ୍ଛିନ୍ନତାବାଦୀ ସବିର ଶାହା, ମସରତ ଆଲାମ, ମହମ୍ମଦ ୟୁସୁଫ ଶାହା ଭଳି ଅନ୍ୟ ନେତାଙ୍କ ନାଁରେ ମଧ୍ୟ ଏନେଇ ଚାର୍ଜଫ୍ରେମ ହୋଇଛି । 

navjot
ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଲେ ସୁପ୍ରିମକୋର୍ଟ

ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲ୍ ଦଣ୍ଡାଦେଶ

Wedding Gift Explodes And Leaves Newly-married Man Severely Injured
ସାନ ଭଉଣୀର ରିସେପସନ୍‌ରେ ବଡ଼ ଭଉଣୀର ଏକ୍ସ-ବୟଫ୍ରେଣ୍ଡ୍‌ ଦେଲେ ଏମିତି ଗିଫ୍ଟ, ଖୋଲିଲା ବେଳକୁ ଧମାକା....

ବିବାହରେ ମିଳିଥିବା ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ଘଟି ୨ ଜଣ ଆହତ ହୋଇଛନ୍ତି। ଗିଫ୍ଟରେ ମିଳିଥିବା ଏକ ଟଏ ଗିଫ୍ଟକୁ ଚାର୍ଜ ବେଳେ ଏହି ବିସ୍ଫୋରଣ ଘଟିଛି।

sunil-jakhar-join-bjp
ପଦ୍ମ ପୋଖରୀରେ ପଞ୍ଜାବର ପୂର୍ବତନ ପିସିସି ସଭାପତି ସୁନୀଲ ଜାଖର

ବିଜେପିରେ ଯୋଗ ଦେଇଛନ୍ତି ସୁନୀଲ ଜାଖର । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁନୀଲ ଜାଖର୍ ।

Kashmiri separatist leader Yasin Malik convicted
ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀର ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

LPG Price Hiked Again
ସାଧାରଣଜନତାଙ୍କ ଉପରେ ଆଉ ଏକ ମହଙ୍ଗା ମାଡ଼, ପୁଣି ବଢ଼ିଲା LPG ସିଲିଣ୍ଡର ଦାମ୍‌

ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ଘଟି ଥିବାବେଳେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ରେ ୮ ଟଙ୍କା ବୃଦ୍ଧି ଘଟିଛି।

BUS Accident
ଭୟଙ୍କର ! ସିସିଟିଭିରେ କଏଦ ହେଲା ଦୁଇ ବସ୍‌ ମୁହାଁ-ମୁହିଁ ଦୃଶ୍ୟ, ଦେଖନ୍ତୁ..

ଦୁର୍ଘଟଣାରେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ୁଛି । କିନ୍ତୁ ଗାଡ଼ିର ସାମ୍ନା ପଟ ଛିନ୍‌ ଛତ୍ର ହୋଇଥିବା ଦେଖାଯାଇଛି ।

Marriage
ଅଜବ ଘଟଣା ! ଲାଇନ୍‌ କଟିଗଲା ବୋଲି ବଦଳିଗଲେ ବର-କନ୍ୟା

ଉଜୈନର ଇଙ୍ଗୋରିଆ ପୋଲିସ୍ ଥାନା ଅନ୍ତର୍ଗତ ଅସଲାନା ଗାଁରେ ରମେଶଲାଲଙ୍କ ତିନି ଝିଅ ଏବଂ ଗୋଟିଏ ପୁଅର ବିବାହ କାର୍ଯ୍ୟ ଥିଲା ।

Siridi SaiBaba
ସାଇବାବାଙ୍କୁ ୨ କୋଟି ଟଙ୍କାର ସୁନା ପଟି ଦାନ କଲେ ଭକ୍ତ

ମହାରାଷ୍ଟ୍ରର ପ୍ରସିଦ୍ଧ ଶିରିଡି ସାଇବାବାଙ୍କୁ ଜଣେ ଭକ୍ତ ୨ କୋଟି ଟଙ୍କାର ସୁନା ପଟି ଦାନ କରିଛନ୍ତି ।

Kartarpur Corridor
ସାହାରା ହେଲା ସୋସିଆଲ ମିଡିଆ, ୭୫ ବର୍ଷ ପରେ ହଜି ଯାଇଥିବା ଭାଇକୁ ପାଇଲେ ଭଉଣୀ

ପାକିସ୍ତାନର ଜଣେ ମୁସଲମାନ ମହିଳା ୭୫ ବର୍ଷ ପରେ ଭାରତରେ ରହୁଥିବା ଜଣେ ଶିଖ ଭାଇଙ୍କୁ ଭେଟିଛନ୍ତି । ଭାରତ-ପାକିସ୍ତାନ ବିଭାଜନ ସମୟରେ, ମମତାଜ ବିବି ଛୋଟ ପିଲା ଥିଲେ ।

Woman Dresses Up As A Man
୩୬ ବର୍ଷ ହେଲା ପୁରୁଷ ବେଶରେ ମହିଳା, କାରଣ... 

ତିରୁଚେନ୍ଦୁର ମୁରଗାନ୍ ମନ୍ଦିରରକୁ ଯାଇ ନିଜର କେଶ କାଟିଥିଲେ

Indian Couple
'ମତେ ବର୍ଷେ ଭିତରେ ଛୁଆଟେ ଦିଅ, ନହେଲେ ମୋ ୫ କୋଟି ଟଙ୍କା ଫେରାଅ'

ପୁଅ ବୋହୂ ପିଲାଛୁଆ ଜନ୍ମ ନକରିବାରୁ ବାପା ମା’ କୋର୍ଟରେ କ୍ଷତିପୂରଣ ବାବଦକୁ ୫ କୋଟି ଟଙ୍କା ଫେରସ୍ତ କରିବା ପାଇଁ ଏକ ମାମଲା ଦାୟର କରିଛନ୍ତି ।

Wall Collapsed
ଲୁଣ କମ୍ପାନୀ କାନ୍ଥ ଭୁଶୁଡ଼ି ୧୨ ମୃତ, ୧୫ରୁ ଅଧିକ ଆହତ

ଅନେକଙ୍କ ଅବସ୍ଥା ଗୁରୁତର ରହିଛି ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି ।

Drunk Groom
ପୁରା ଫିଲ୍ମ ଷ୍ଟାଇଲ୍‌ ! ବରଯାତ୍ରୀଙ୍କ ସହ ବର ଏମିତି ନାଚିଲା ଯେ, ରିଜେକ୍ଟ କରିଦେଲା କନ୍ୟା

ନିଜ ବରଯାତ୍ରୀରେ ମାତାଲ ହେଲା ବର । ସମୟ ଗଡ଼ିଯିବାରୁ ରାଗିଯାଇ କନ୍ୟାକୁ ଅନ୍ୟ ପୁଅ ସହ ବାହା କରିଦେଲେ କନ୍ୟାପକ୍ଷ ।

Indrani Mukerjea
ସୀନା ବୋରା ହତ୍ୟା ମାମଲା; ସାଢ଼େ ୬ ବର୍ଷ ପରେ ଜେଲ୍‌ରୁ ମୁକ୍ତ ହେବେ ଇନ୍ଦ୍ରାଣୀ ମୁଖାର୍ଜୀ

୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିଲେ ଇନ୍ଦ୍ରାଣୀ । ୨୦୧୫ ମସିହାରୁ ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ବନ୍ଦ ରହିଥିଲେ । ସାଢ଼େ ୬ ବର୍ଷ କାଳ ଜେଲ୍‌ରେ ରହିବା ପରେ ଜାମିନ ପାଇଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ।

 BREAKING| Supreme Court Orders Release Of AG Perarivalan, Convict In Rajiv Gandhi Assassination Cas
୩୧ ବର୍ଷ ସଜା କାଟିବା ପରେ ମୁକ୍ତି ପାଇବେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ

ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

7 Dead In Floods, Landslides In Assam; Over 33,000 In Relief Camps
ଆସାମରେ ବନ୍ୟା ବିଭୀଷିକା; ଚାଲିଗଲା ୭ ଜୀବନ

ଆସାମରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Kannada actress dies during fat removal surgery
ପ୍ଲାଷ୍ଟିକ ସର୍ଜରୀ ପାଇଁ ପ୍ରାଣ ହରାଇଲେ ଅଭିନେତ୍ରୀ...

ଲୋକପ୍ରିୟ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ପ୍ଲାଷ୍ଟିକ ସର୍ଜରୀ। ଅପରେସନ୍‌ ପାଇଁ ଚାଲିଗଲା ଜୀବନ। ସର୍ଜରୀ ସମୟରେ ଫୁସଫୁସ୍‌ରେ ଜମିଥିଲା ପାଣି...ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ଡାକ୍ତରଙ୍କ ଭୁଲ ପାଇଁ ଚାଲିଗଲା ଝିଅର ଜୀବନ

Kannad actress
ସୁନ୍ଦରୀ ହେବାକୁ ଇଚ୍ଛା କଲେ, ଚାଲିଗଲା ହିରୋଇନ୍‌ଙ୍କ ଜୀବନ

ଏ ଘଟଣା ପରେ ଚେତନାଙ୍କ ପରିବାର ଲୋକେ ହସ୍ପିଟାଲ ବିରୋଧରେ ଏତଲା ଦେଇଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛି ସୁନ୍ଦରତା ବୃଦ୍ଧି ପାଇଁ କସ୍ମେଟିକ୍ ସର୍ଜରୀ ପ୍ରସଙ୍ଗ ।

Kannad actress
ସୁନ୍ଦର ହେବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କଲେ, ଶେଷରେ ପ୍ରାଣ ହାରିଲେ

ପ୍ରାଣ ନେଇଗଲା ପ୍ଲାଷ୍ଟିକ୍ ସର୍ଜରୀ! ଭାରି ପଡ଼ିଲା ଓଜନ କମାଇବାକୁ ଅସ୍ତ୍ରୋପଚାର । ଯନ୍ତ୍ର ଚର୍ବି ଶୋଷୁ ଶୋଷୁ, ଶୋଷିନେଲା ଜୀବନ ମେଦ । ହ୍ରାସ ପାଇଁ ଉଦ୍ଦିଷ୍ଟ ଲିପୋସକ୍ସନ ସର୍ଜରୀ ଯୋଗୁଁ ପ୍ରାଣ ହରାଇଛନ୍ତି କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ ।

6G service
ଭାରତରେ ଖୁବଶୀଘ୍ର ଲଞ୍ଚ ହେବ 6G ମୋବାଇଲ୍‌ ସେବା: ନରେନ୍ଦ୍ର ମୋଦି

ଭାରତରେ ସଂଯୋଗୀକରଣ ଏକବିଂଶ ଶତାବ୍ଦୀରେ ପ୍ରଗତିର ନୂତନ ଗତି ନିର୍ଣ୍ଣୟ କରିବ । ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି 6G ମୋବାଇଲ୍‌ ସେବା । ଏନେଇ ଖୋଦ୍‌ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।