• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gold Price Today
ବଢ଼ିଲା ସୁନା ଦାମ୍‌

ଗ୍ଲୋବାଲ୍‌ ମାର୍କେଟ୍‌ରେ ସୁନା ଦାମ୍‌ ବୃଦ୍ଧି ଯୋଗୁ ଆଜି ଭାରତୀୟ ବଜାରରେ ମଧ୍ୟ ସୁନା ଓ ରୁପା ଦର ବୃଦ୍ଧି ପାଇଛି। MCXରେ ପ୍ରତି ୧୦ ଗ୍ରାମକୁ ସୁନା ୫୦,୨୮୦ ଟଙ୍କା ରହିଛି।

Rahul Suffers With Skin Infection After He Was Rescued
‘ରାହୁଲ ଶରୀରରେ ଇନ୍‌ଫେକ୍ସନ, ହୋଇପାରେ ନିମୋନିଆ’

ଅନେକ ସମୟ ଧରି ପାଣିରେ ରହିବାରୁ ରାହୁଲର ଚର୍ମ ସଂକ୍ରମିତ ହୋଇଛି। ଶରୀରର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ପାଣି ଭିତରେ ରହିଥିବାରୁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଛି।

5G Internet Service
ଦେଶରେ ଖୁବ୍ ଶୀଘ୍ର 5G ଇଣ୍ଟରନେଟ୍ ସେବା : ନିଲାମୀକୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ

ପୂର୍ବ ଅପେକ୍ଷା ଅଧିକ ସ୍ପିଡ ହେବ ଇଣ୍ଟରନେଟ୍‌। ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ୫-ଜି ସର୍ଭିସ।

Special Story | Former MP Prasanna Acharya\'s 2nd innings as actor, know details
ରାଜନେତାରୁ ଅଭିନେତା ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଲଗାଇଲେ ନକଲି ଚୁଟି

ରାଜ୍ୟସଭା ସଦସ୍ୟ ପଦ ଯିବା ପରେ ଅଭିନେତା ହେଲେଣି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ମୁହଁରେ ପାଉଡର ଓ ନିଶ ଲଗାଇ କଲେ ଅଭିନୟ ।

Prophet remarks row
ଥମୁନି ବିବାଦ, ବିଦେଶରେ ବି ପ୍ରତିବାଦର ସ୍ୱର

ବିଜେପିରୁ ନିଲମ୍ୱିତ ନେତ୍ରୀ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ସୃଷ୍ଟି କରିଛି ଝଡ । ବିବାଦ ଥମିବାର ନାଁ ନେଉନି ।

Special story
ହସ୍ପିଟାଲରେ ରାହୁଲ ପିଇଲା ସୁପ୍‌ : ସୋଡିୟମ ସ୍ତର ହ୍ରାସ ପାଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି କହିଲେ ମୁଖ୍ୟ ଚିକିତ୍ସାଧିକାରୀ ।

Boyfriend Cheated His Girlfriend
ନିଷ୍ପତ୍ତି ନେଇଥିଲେ ପାଣିକୁ ଡେଇଁବେ...କିନ୍ତୁ, ଘଟଣା ଘଟିଲା ଏମିତି; ଥାନାକୁ ଗଲା ପ୍ରେମିକା

ଶେଷ ମୁହୂର୍ତ୍ତରେ ଧୋକା ଦେଲା ପ୍ରେମିକ। ପ୍ରେମିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପ୍ରେମିକ ଶେଷ ମୁହୂର୍ତ୍ତରେ ପ୍ରେମିକାର ହାତ ଛାଡ଼ି ଦେଇଥିଲେ।

J&K: Terrorist killed in overnight encounter in Pulwama
ସୁରକ୍ଷାକର୍ମୀଙ୍କ ଗୁଳିରେ କୁଲଗାମ ବ୍ୟାଙ୍କ ମ୍ୟାନେଜର ହତ୍ୟାକାରୀ ମୃତ

ଜମ୍ମୁ କଶ୍ମୀରରେ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ବ୍ୟାଙ୍କ ମ୍ୟାନେଜରକୁ ହତ୍ୟା କରିଥିବା ଆତଙ୍କବାଦୀକୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ ।

Rahul rescue operation: NDRF Inspector Mahabir Mohanty shares experience
‘ରାହୁଲକୁ ଦେଖିବା ପରେ ଖୁସିରେ କାନ୍ଦି ପକାଇଲୁ’

କେମିତି ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା ? କେମିତି ଥିଲା ରେସ୍କ୍ୟୁ ଅପରେସନ୍‌ ? ବୋରୱେଲ୍‌ ଭିତରୁ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କାର୍ଯ୍ୟରେ ରେସ୍କ୍ୟୁ ଟିମ୍‌ରେ NDRF ଇନ୍ସପେକ୍ଟର ମହାବୀର ମହାନ୍ତି ସାମିଲ ହୋଇଥିଲେ।

Special story
ସ୍ପେସାଲ ରାଲି , କ୍ୟାମ୍ପସ୍‌ ଇଣ୍ଟରଭିୟୁ . . କେମିତି ନିଯୁକ୍ତି ପାଇବେ ଅଗ୍ନିବୀର ?

ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରାଲି ଏବଂ କ୍ୟାମ୍ପସ ଇଣ୍ଟରଭିୟୁ  ଅନୁଷ୍ଠିତ ହେବ ।

Rashtrapati Bhavan
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ଆଜିଠୁ ନାମାଙ୍କନ ଆରମ୍ଭ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଆରମ୍ଭ ହୋଇଯାଇଛି

Special story
ସେନାର ଅଗ୍ନିପଥ ସ୍କିମକୁ ବିରୋଧ : ଟ୍ରେନ ଉପରକୁ ପଥରମାଡ଼ ଓ ରାସ୍ତା ଅବରୋଧ କରି ହଙ୍ଗାମା

ମାତ୍ର ୪ ବର୍ଷ ପାଇଁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ମିଳୁଥିବାରୁ ଏହାକୁ ବିରୋଧ କରାଯାଇଛି ।

corona Update
ପୁଣି ଡରାଇଲାଣି କରୋନା, ଚତୁର୍ଥ ଲହର ସଙ୍କେତ ନୁହେଁ ତ ?

ଦୈନିକ ସଂକ୍ରମଣ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଚତୁର୍ଥ ଲହରର ପଦଧ୍ୱନୀ ନୁହେଁ ତ ?

Chhattisgarh boy trapped in 80-foot-deep borewell rescued after 104 hours
୧୦୪ ଘଣ୍ଟା ସାପ ଓ ବେଙ୍ଗ ସହ ଥିଲେ...ତଥାପି ବିଚଳିତ ହୋଇନଥିଲେ ରାହୁଲ

ରାହୁଲକୁ ଉଦ୍ଧାର ସମୟର ଟିକ୍‌ନିଖି ତଥ୍ୟ ଜିଲ୍ଲାପାଳଙ୍କ ଠାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଉଦ୍ଧାର ବେଳେ ବୋର୍‌ୱେଲ୍‌ ଭିତରେ ଏକ ସାପ ଏବଂ ଏକ ବେଙ୍ଗ ମଧ୍ୟ ରାହୁଲ ସହ ଥିଲା ବୋଲି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

Child born in live-in relationship has right to paternal property
‘ଲିଭ୍ ଇନ୍’ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଲିଭ୍ ଇନ୍ ସମ୍ପର୍କ(Live In Relationship)କୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଲିଭ୍ ଇନ୍‌ରୁ ଜାତ ସନ୍ତାନକୁ ମିଳିବ ପୈତୃକ ସମ୍ପତ୍ତି। 

Operation Zindagi- Rescuers successfully rescue Rahul from bore well
ନୂଆ ଜୀବନ ପାଇଲା ରାହୁଲ: ପଥର ଚଟାଣ କାଟି ୧୦୪ ଘଣ୍ଟା ପରେ ବୋର୍‌ୱେଲ୍‌ ଭିତରୁ ହେଲା ଉଦ୍ଧାର

ସଫଳ ହେଲା ଅପରେସନ୍ ‘ଜିନ୍ଦେଗୀ’। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍‌ ଗର୍ତ୍ତ ଭିତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କରାଯାଇଛି। 

Chhattisgarh Borewell Incident
 ଜୀବନ ଯୁଦ୍ଧରେ ରାହୁଲର 'ମହାବିଜୟ'

୧୦୦ ଘଣ୍ଟାର ଯୁଦ୍ଧକାଳୀନ ଅପରେସନ ସଫଳ।

Chhattisgarh Borewell Incident
ରାହୁଲକୁ ଉଦ୍ଧାର ପାଇଁ ସାମିଲ ହେଲା ସ୍ଥଳ ସେନା

ସବୁ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ସେନା ପ୍ରସ୍ତୁତ

Rahul evacuation
ହାତ ପାଆନ୍ତାରେ ରାହୁଲ; ଆଉ ମାତ୍ର ୮ ଇଞ୍ଚ୍‌

ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ଜାନ୍ ଲଗାଇ ଦେଇଛି NDRF । ଅଣଓସାରିଆ ସୁଡ଼ଙ୍ଗରେ ରାହୁଲ ପାଖରେ ପହଞ୍ଚିବାକୁ କେବଳ ୮ ଇଞ୍ଚ୍‌ର ଦୂରତା ରହିଛି ।

Agnipath
ସେନାରେ ଭର୍ତ୍ତି ପାଇଁ ଆରମ୍ଭ ହେଲା ନୂଆ ଯୋଜନା ‘ଅଗ୍ନିପଥ’

ଅଗ୍ନିପଥ ଯୋଜନାରେ ନିଯୁକ୍ତ ହେବେ ଅଗ୍ନିବୀର । ନିଯୁକ୍ତ ସୈନ୍ୟ ଅଗ୍ନିବୀର ନାମରେ ତିନି ବାହିନୀରେ ଭର୍ତ୍ତି ହେବେ

RAHUL GANDHI
ଲଗାତାର ଦ୍ୱିତୀୟ ଦିନରେ ED କାର୍ଯ୍ୟାଳୟରେ ରାହୁଲ ଗାନ୍ଧି

ଆଜି ହାଜର ପାଇଁ ED ପକ୍ଷରୁ ଗତକାଲି ସମନ୍ ହୋଇଥିଲା

Special story
ଆଉ ଅଳ୍ପ ସମୟ : ଉଦ୍ଧାର ହେବ ରାହୁଲ !

ରାହୁଲ ଜୀବନ ବଞ୍ଚାଇବାକୁ ବୋରେୱଲରେ ସଂଘର୍ଷ ଜାରି ରଖିଛି

Special story
ରାତିରୁ କିଛି ଖାଇନି ରାହୁଲ, ଶେଷ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ

ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ କହିଲେ ସ୍ଥାନୀୟ ଜିଲ୍ଲାପାଳ

Rahul Gandhi
କାଲି ବି ଜାରି ରହିବ ରାହୁଲଙ୍କୁ ଇଡ଼ିର ମାରାଥନ୍‌ ଜେରା

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଇଡିର ଦୁଇ ଦଫା ମାରାଥନ୍ ଜେରା । ପ୍ରଥମ ଦଫାରେ ଦିନ ପ୍ରାୟ ସାଢ଼େ ୧୧ଟାରୁ ସାଢ଼େ ୨ଟା ପର୍ଯ୍ୟନ୍ତ ୩ ଘଣ୍ଟା ଜେରା ପରେ ପୁଣି ଅପରାହ୍ନରୁ ମଧ୍ୟ ଦୀର୍ଘ ସମୟ ଧରି ରାହୁଲଙ୍କୁ ଜେରା ହୋଇଛି ।