ସେ ଗାନ୍ଧିଜୀଙ୍କ ଆଦର୍ଶରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସବୁଦିନ ପାଇଁ ଭାରତ ଫେରି ଆସିଥିଲେ। ପରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ ।
ଅଗଷ୍ଟ ୧୩ରୁ ୧୫ ଯାଏ ହର୍ ଘର୍ ତ୍ରିରଙ୍ଗା । ଜାତୀୟ ପତାକା ସହ ପଦଯାତ୍ରା, ବାଇକ୍ ରାଲି । ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ।