୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍ର ଦାମ ଥିଲା ୩୫ ଟଙ୍କା । ହେଲେ ତାଙ୍କଠାରୁ ୭୦ ବଦଳରେ ରଖାଯାଇଥିଲା ୯୦ ଟଙ୍କା ।