ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା।
ବିଗିଡୁଛି ଆସାମର ବନ୍ୟା ପରିସ୍ଥିତି । ୨୮ଟି ଜିଲ୍ଲାର ପ୍ରାୟ ୩୦ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି ।
ଆସନ୍ତୁ ନଜର ପକାଇବା ଏଭଳି କିଛି ଦେଶରେ କାର୍ଯ୍ୟ କରୁଥିବା ସେନା ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ।
ଗୃହ, ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଅନ୍ୟ ବିଭାଗରେ ସଂରକ୍ଷଣ ଘୋଷଣା
ସିବିଆଇ କହିଥିଲା ଯେ ଶ୍ରୀ ଜୈନ ଓ ତାଙ୍କ ପରିବାର ୪ଟି ଶେଲ କମ୍ପାନୀ ଖୋଲିଥିଲେ।
ହିଂସାତ୍ମକ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ କରିଛି
ଏହି ଯୋଜନାକୁ ବିରୋଧ କରି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।
ଯାତ୍ରୀମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାଧୁନିକ ବିମାନ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ
ସୁନ୍ଦର ସାଜସଜ୍ଜା, ରଙ୍ଗାରଙ୍ଗ୍ ପରିବେଶ, ଆଉ ତାସହ ନାଚଗୀତ ଭିତରେ ତାମିଲନାଡ଼ୁ କୋଏମ୍ବାଟୁରରୁ ମହାରାଷ୍ଟ୍ର ସିରିଡ଼ିକୁ ଗଡ଼ିଛି ଦେଶର ପ୍ରଥମ ଘରୋଇ ଟ୍ରେନ୍
ଡେବିଟ/କ୍ରେଡିଟ କାର୍ଡ ବ୍ୟବହାର ମାତ୍ରେ ଟୋକନ ପାଇଁ ଗ୍ରାହକଙ୍କ ଅନୁମତି ମଗାଯିବ, ଅନୁମତି ମିଳିବା ପରେ କାର୍ଡ ନେଟଓ୍ୱର୍କ ସଂସ୍ଥାକୁ ଟୋକେନାଇଜେସନର ପ୍ରସ୍ତାବ ଯିବ
ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ । ବଢ଼ୁଛି ଆନ୍ଦୋଳନ, ତେଜୁଛି ଉତ୍ତେଜନା । କିନ୍ତୁ ନିଆରା ଉପାୟରେ ବିରୋଧ କରିଛନ୍ତି ନରେଶ ବିଶ୍ୱାସ ।
ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। CAPF, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ।
ଶହେ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ।
ଦିନକୁ ଦିନ ଅଧିକରୁ ଅଧିକ ହିଂସାତ୍ମକ ହେଉଛି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ । କେଉଁଠି ଟ୍ରେନ୍ ଜଳୁଛି, ତ କେଉଁଠି ଥାନା ତ ଆଉ କେଉଁଠି ରାସ୍ତାଘାଟ । ବିଶେଷ କରି ରେଳ ଭିତ୍ତିଭୂମି ଉପରେ ଅଧିକ ଦାଉ ସାଧୁଛନ୍ତି ଆନ୍ଦୋଳନକାରୀ ।
ଓଡ଼ିଶାରେ ବି ଆନ୍ଦୋଳନକାରୀଙ୍କ ଉଗ୍ର ପ୍ରଦର୍ଶନ । ଏବର୍ଷ ଅଗ୍ନିବୀର ନିଯୁକ୍ତିର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି ।
ଆସାମରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ସ୍ଥିତି...
ସମ୍ପତ୍ତି ପାଇଁ ଡ୍ରେନ୍ ଭିତରେ ଗଡ଼ାଗଡ଼ି ।
ଏଣିକି ବେଆଇନ ଭାବେ ପାର୍କିଂ ହୋଇଥିବା କାରର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର ।
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କେଉଁଠି ଆନ୍ଦୋଳନକାରୀମାନେ ଟ୍ରେନ୍ରେ ନିଆଁ ଲଗାଇ ଦେଇଛନ୍ତି ତ ଆଉ କେଉଁଠି ପଥରମାଡ଼ ହୋଇଛି।
ବିହାର ଡେପୁଟି ସିଏମ୍ ରେଣୁ ଦେବୀଙ୍କ ବାସଭବନ ଉପରକୁ ଆନ୍ଦୋଳନକାରୀ ଢେଲା ପଥର ମାଡ଼ କରିଛନ୍ତି
ଆସନ୍ତା ୨ଦିନ ମଧ୍ୟରେ http://joinindianarmy.nic.in ରେ ବିଜ୍ଞପ୍ତି ଜାରି କରାଯିବ
ଅଗ୍ନିପଥ ପାଇଁ ସାରା ଦେଶରେ ପ୍ରତିବାଦ ଜାରି ରହିଥିବା ବେଳେ ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।
ରାହୁଲଙ୍କୁ ସୁରକ୍ଷିତ ଭାବେ ୧୦୪ ଘଣ୍ଟାର ଅପରେସନ୍ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ। ରାହୁଲ ବୋର୍ୱେଲ୍ ଗାତରେ ଫସିବା ପରେ ଘଟିଥିବା ଘଟଣାବଳୀ ଓ ଏହାର ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ।
ବିବାହ କରିବା ପରେ ଗର୍ଭବତୀ ହେଲା ସ୍ତ୍ରୀ, ପିଲା କିନ୍ତୁ ସ୍ୱାମୀର ନୁହେଁ ଜଣାପଡ଼ିବା ପରେ ମାମଲା ଥାନାରେ ପହଞ୍ଚିଲା ।
ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି