Supreme Court On Dolo
କୋଭିଡ୍ ସମୟରେ ବହୁଳ ବିକ୍ରି ହୋଇଥିବା ପାରାସିଟାମଲ ଟାବଲେଟ୍ ଡୋଲୋ ୬୫୦କୁ ନେଇ ବିବାଦ । ଅଧିକ ଲାଭ କମାଇବା ଆଶାରେ କଂପାନି ଡାକ୍ତରମାନଙ୍କୁ ହଜାରେ କୋଟିର ଉପହାର ଦେଇଥିବା ଅଭିଯୋଗ ଆଣିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) । ଏନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାରାସିଟାମଲ ଭଳି ଏକ କମ୍ ଦାମ୍ର ଔଷଧ ବିକ୍ରିରେ ଏତେବଡ଼ ଲାଞ୍ଚ କାରବାର ହେବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ତେବେ ଏନେଇ ଫାର୍ମା କମ୍ପାନି ମାଇକ୍ରୋ ଲାବ୍ସ ଲିମିଟେଡ୍ର ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)