• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Kashmir Killing
କଡ଼ ଲେଉଟାଉଛି କାଶ୍ମୀର ଇତିହାସ, ହିନ୍ଦୁଙ୍କୁ ଟାର୍ଗେଟ୍‌ କରି କରାଯାଉଛି ହତ୍ୟା

ତିନି ତିନି ଜଣ ଅଫ୍ ଡ୍ୟୁଟି ପୋଲିସ କର୍ମଚାରୀ ଏବଂ ଜଣେ ମଦଦୋକାନ ମାଲିକ । କେବଳ ମେ’ ମାସରେ ସାତ ସାତଟି ଟାର୍ଗେଟ୍ କିଲିଂ ହୋଇଥିବା ବେଳେ, ଆଜି ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି ।

Bhagwant Maan
ସିଦ୍ଧୁଙ୍କ ହତ୍ୟା ପରେ ଆପ୍‌ର ଚେତା ପଶିଲା, VIPଙ୍କ ଠାରୁ ହଟାଇଥିବା ସୁରକ୍ଷା ପୁଣି ଲାଗୁ କଲା

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ୫ ଦିନ ପରେ ସରକାର ଏନେଇ ନିଷ୍ପତି ନେଇଛନ୍ତି ।

If Pan with adhaar card not link then from 1 july mone penalty
ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ନହେଲେ ଜୁଲାଇ ୧ରୁ ଡବଲ ଜରିମାନା

ଆପଣଙ୍କ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ନାହିଁ କି। ତେବେ ଜୁନ୍ ଶେଷ ପର୍ଯ୍ୟନ୍ତ ୫୦୦ ଟଙ୍କା ଜରିମାନା, ପରେ ଡବଲ। ଯଦି କରି ନାହାନ୍ତି ତେବେ ଘରେ ବସି କେମିତି କରିବେ ଜାଣନ୍ତୁ।

Bank manager shot dead
ପୁଣି ଆତଙ୍କୀ ଖେଳିଲେ ରକ୍ତର ହୋଲି : ଜମ୍ମୁ କାଶ୍ମୀରରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା

ଜମ୍ମୁ କାଶ୍ମୀରରେ ଥମୁନି ଟାର୍ଗେଟ କିଲିଂ । ଜଣକ ପରେ ଜଣଙ୍କ ଜୀବନ ନେଉଛନ୍ତି ଆତଙ୍କୀ ।

Hardik Patel
ଦିନେ ବିରୋଧ କରୁଥିଲେ, ଆଜି ଯୋଗ ଦେଲେ

ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ। ଗାନ୍ଧିନଗରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଜେପିରେ ମିଶିଲେ ହାର୍ଦ୍ଦିକ ।

Sidhu Moosewala
ସିଦ୍ଧୁଙ୍କୁ ଝୁରୁଛନ୍ତି ସେରା-ବଘିରା : ୩ ଦିନ ହେଲା ଖାଇବାପିଇବା ଛାଡ଼ି ଦେଇଛନ୍ତି ଦୁଇ ପୋଷା କକୁର

ସିଦ୍ଧୁଙ୍କ ଫେରିବା ରାସ୍ତାକୁ ଚାହିଁ ରହିଛନ୍ତି ଦୁଇ ପୋଷା କୁକୁର ।

Special story
ଚଉଠି ରାତିରେ ବିଦ୍ୟୁତ୍‌ ଚାଲିଗଲା ପରେ ଛାତରେ ଶୋଇପଡ଼ିଲା ବର : ତଳେ କାଣ୍ଡ କରିଦେଲା କନ୍ୟା

ବିବାହ ପରେ ଶାଶୁଘରୁ ଟଙ୍କା, ସୁନା, ଗହଣା ଧରି ଫେରାର ମାରିଲା କନ୍ୟା ।

Special story
ଅଙ୍ଗନୱାଡ଼ି ସହାୟିକାଙ୍କ ପୁଅର ସଫଳତା : ଗାଁ ସ୍କୁଲରେ ପାଠପଢ଼ି ୟୁପିଏସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ କୃଷ୍ଣପାଲ

ଅଙ୍ଗନୱାଡ଼ି ସହାୟିକାଙ୍କ ପୁଅ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।

  • Thursday, 02 June 2022
  • UPSC
India - Pakistan NH 1
NH-1 ଥିଲା ଭାରତ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଆଉ ପାକିସ୍ତାନ ରଖିଥିଲା କୋପ ଦୃଷ୍ଟି

ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର, ଚିକିତ୍ସା ସାମଗ୍ରୀ ଯେପରି ଲଦାଖରେ ପହଞ୍ଚି ପାରିବ ନାହିଁ ସେଥିପାଇଁ ପାକିସ୍ତାନ ପକ୍ଷରୁ କାର୍ଗିଲରେ ଥିବା ଏହି ଜାତୀୟ ରାଜପଥର ଉପରେ ବୋମା ମାଡ଼ କରିଥିଲା ପାକିସ୍ତାନ । ଏହି ଜାତୀୟ ରାଜପଥର ଲମ୍ବ ପ୍ରାୟ ୨୧୭.୪ କିଲୋମିଟର ।

Saurav Ganguly
ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା !

ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍‌ରେ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।

Warning After Huge Increase In Covid Cases In Mumbai
ହଠାତ୍‌ ବଢ଼ିଲା କରୋନା କେସ୍‌, ଜାରି ହେଲା ଚେତାବନୀ

ହଠାତ୍‌ କୋଭିଡ୍‌ କେସ୍‌ ବଢ଼ିବା ପରେ ମୁମ୍ବାଇରେ କୋଭିଡ୍‌ ଟେଷ୍ଟିଂକୁ ଆହୁରି ବଢ଼ା ଯାଇଛି। ମୁମ୍ବାଇରେ କୋଭିଡ୍‌ ଟେଷ୍ଟିଂ ସମୟରେ ପଜିଟିଭ୍‌ ରେଟ୍‌ ୬%ରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

India's GDP grew 8.7% in financial year 2021-22
୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ୮.୭% GDP ବୃଦ୍ଧି

୨୦୨୧-୨୨ ଆର୍ଥିକ ବର୍ଷରେ ୮.୭% GDP ବଢିଛି। ୨୦୨୦-୨୧ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୬.୬% ସଙ୍କୋଚିତ ହୋଇଥିଲା।

rahul and sonia
National Herald case : ସୋନିଆ ଓ ରାହୁଲଙ୍କୁ ନୋଟିସ ପଠାଇଲା ଇଡି

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ପଠାଇଛି।

tihar jail
ଗ୍ୟାଙ୍ଗଷ୍ଟରଙ୍କ ଆଡ୍ଡାସ୍ଥଳୀ ପାଲଟିଛି ତିହାର ଜେଲ ! ମୁସେୱାଲା ମଡର୍ର ଲିଙ୍କ୍‌ ଆସିବା ପରେ ଉଠିଲା ପ୍ରଶ୍ନ

ଜେଲରେ ଥାଇ ମଧ୍ୟ ବାହାର ଦୁନିଆକୁ କଣ୍ଟ୍ରୋଲ କରୁଛନ୍ତି କି ଅପରାଧୀ ?

Commercial LPG cylinder gets cheaper
ସାଧାରଣଜନତାଙ୍କ ପାଇଁ ଖୁସି ଖବର ! ପେଟ୍ରୋଲ ଓ ଡିଜେଲ ପରେ ଶସ୍ତା ହେଲା LPG ଗ୍ୟାସ୍‌

ଶସ୍ତା ହେଲା LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌। ଆଜି ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ କମ୍‌ କରିଛନ୍ତି। ୧୯ କିଲୋ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୩୫ ଟଙ୍କା ଶସ୍ତା ହୋଇଛି।

SBI Home Loan
SBI ହୋମ୍‌ ଲୋନ୍‌ ସୁଧ ହେବ ମହଙ୍ଗା, ଏଣେ ଇନ୍‌ସୁରାନ୍ସ ପ୍ରିମିୟମ୍‌ ବଢ଼ିବାରୁ ଚିନ୍ତାରେ ଗାଡ଼ି ଚାଳକ

SBI ଗୃହ ଋଣ ନେଇଛନ୍ତି କି? ଆଜିଠୁ ମହଙ୍ଗା ପଡିବ ସୁଧ । କାରଣ, ଜୁନ୍ ପହିଲାରୁ ଗୃହ ଋଣ ଉପରେ ସୁଧ ହାର ବୃଦ୍ଧି କରୁଛି । ଏସବିଆଇ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇବା ପରେ ଷ୍ଟେଟ୍ ବ୍ୟାଙ୍କ ମଧ୍ୟ ଏକ୍ସଟର୍ଣ୍ଣାଲ ବେଞ୍ଚ ମାର୍କ ଲେଣ୍ଡିଂ ରେଟ୍ ୪୦ ବେସିସ ପଏଣ୍ଟ ବଢାଇବାକୁ ନିଷ୍ପତ୍ତି ନେଇଛି ।

Narendra Modi
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସରିଲା ୩ୟ ବର୍ଷ

୮ ବର୍ଷରେ ମୋଦି ସରକାର । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ୧.୦ । ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବାପରେ ଆରମ୍ଭ ହେଲା ମୋଦୀ ସରକାରଙ୍କ  ୨.୦ । ଏବେ ପୁରିଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ।

Narendra Modi
'ମୁଁ ନିଜକୁ ପ୍ରଧାନମନ୍ତ୍ରୀ ଭାବିନି ବରଂ ପ୍ରଧାନ ସେବକ ଭାବେ କାମ କରୁଛି'

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏବେ ସରିଲା ତୃତୀୟ ବର୍ଷ । ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ୮ ବର୍ଷ ଧରି ଶାସନ କରି ଆସୁଛନ୍ତି । ୮ ବର୍ଷ ପୂର୍ତ୍ତି ଅବସରରେ ଆଜି ହିମାଚଳପ୍ରଦେଶର ଶିମଳାରେ ଗରିବ କଲ୍ୟାଣ ସମ୍ମିଳନୀରେ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

2 Odia SOG jawans
ଦୁଇ ବୀର ଓଡ଼ିଆଙ୍କୁ ମରଣୋତ୍ତର ଭାବେ ମିଳିଲା ଶୌର୍ଯ୍ୟଚକ୍ର

ଓଡ଼ିଶାର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ। ଦୁହିଁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ ହୋଇଛି। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।

UPSC Ayushi
ଦୃଢ଼ ଇଚ୍ଛାଶକ୍ତିର ଉଦାହରଣ, ଦୃଷ୍ଟିବାଧିତ ଆୟୁସୀ UPSCରେ ଉତ୍ତୀର୍ଣ୍ଣ

ଠିକ୍‌ ଏମିତି କିଛି ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀର ରାଣିଖେଡା ଗ୍ରାମରେ ରହୁଥିବା ଆୟୁଷୀ । ସେ ଦୃଷ୍ଟିହୀନ ଥିବା ସତ୍ତ୍ୱେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୪୮ତମ ରାଙ୍କ ହାସଲ କରିଛନ୍ତି ।

Rosagola
ରସଗୋଲା ପାଇଁ ବାତିଲ ୧୦ ଟ୍ରେନ୍, ବଦଳିଲା ୧୦୦ରୁ ଅଧିକ ରୁଟ୍

ରେଳବାଇରୁ ଆଶ୍ୱାସନା ମିଳିବା ପରେ ଟ୍ରେନ୍ ସେବା ପୁଣି ଥରେ ସ୍ୱାଭାବିକ ହୋଇଛି ।

Sidhu Moose Wala death
ଅପରାଧର କଳା ବାଦଲରେ ପଞ୍ଜାବ: ୪ ଜଣଙ୍କୁ ନେଇ ଗଢି ଉଠିଛି ଅପରାଧର ସାମ୍ରାଜ୍ୟ

ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର୍‌ କୌଣସି ନୂଆ କଥା ନୁହେଁ। ଏଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି। ବିଗତ ୧୦ ବର୍ଷରେ ପଞ୍ଜାବରେ ଅପରାଧ ସାମ୍ରାଜ୍ୟ ବଢ଼ିଛି।

Terrorists shot dead a teacher in Kulgam today
ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ; ଦିନ ଦ୍ୱିପ୍ରହରରେ ସ୍କୁଲରେ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି ମାଡ଼

ଦିନ ଦ୍ୱିପ୍ରହରରେ ସ୍କୁଲ ଭିତରକୁ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ।

mother
ମରିଗଲା ମମତା : ଜଣ ଜଣ କରି ଛଅ ପିଲାଙ୍କୁ କୂଅକୁ ଫିଙ୍ଗି ମାରିଦେଲା ମା’

ଜଣେ ମା’ କ’ଣ ସତରେ ଏତେ ହୃଦୟହୀନ ହୋଇପାରେ । ଝଗଡ଼ା ପରେ ପିଲାଙ୍କୁ ମାରିଦେବା ପାଇଁ ସତରେ କେଉଁ ମା’ର ହାତ ଯିବ . .

PM Modi releases 11th instalment of financial benefits under PM-KISAN scheme
ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ସିମ୍‌ଲାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।