• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Vice President Election
ଉପରାଷ୍ଟ୍ରପତି ନିର୍ବାଚନ ନେଇ ଘୋଷଣା ହେଲା ତାରିଖ

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ସରୁଛି।

NIA registers UAPA case in Udaipur killing
କହ୍ନେୟା ଲାଲ୍‌ ହତ୍ୟା ମାମଲା: NIAର ତଦନ୍ତ ଆରମ୍ଭ

ରାଜସ୍ଥାନ ଉଦୟପୁରରେ ଗଳାକାଟି ଯୁବକଙ୍କୁ ନିର୍ମମ ହତ୍ୟା ମାମଲାରେ ତଦନ୍ତ ପାଇଁ NIAକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ...

Special story
ସୁଟକେସରୁ ଝିଟିପିଟି, କଇଁଛ ସମେତ ୧୦୯ ପ୍ରାଣୀ ଉଦ୍ଧାର : ଥାଇଲାଣ୍ଡରେ ଦୁଇ ଭାରତୀୟ ମହିଳା ଗିରଫ

ସୁଟକେସରେ ପଶୁ ଚୋରା ଚାଲାଣ କରୁଥିଲେ , ବିମାନ ବନ୍ଦରରେ ଧରାପଡ଼ିଗଲେ ।

We are ready for floor test says MLA Eknath Shinde
‘ଫ୍ଲୋର୍‌ ଟେଷ୍ଟ୍‌କୁ ଡରୁନୁ, ଆମ ପାଖରେ ଲୋକବଳ ଅଛି’

ସରକାର ବଞ୍ଚାଇ ପାରିବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ? ସମୟ ଯେତେ ପାଖେଇ ଆସୁଛି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ସରକାର ଉପରେ କ୍ଷମତା ଯିବାର ଭୟ ସେତେ ବଢ଼ୁଛି।

Big Role For Mukesh Ambani's Daughter Isha Very Soon
Reliance Jioରୁ ଇସ୍ତଫା ପରେ ପୁଣି ବଡ଼ ଘୋଷଣା କରିବେ ମୁକେଶ ଅମ୍ବାନୀ !

ମୁକେଶ ଅମ୍ବାନୀ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ରିଲାଏନ୍ସ ଜିଓରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍‌ ପୁଅ ଆକାଶ ଅମ୍ବାନୀ ହୋଇଛନ୍ତି।

Udaipur Tailor Murder
ଆଗ ଧମକ ଦେଲେ, ପରେ ମୁଣ୍ଡ କାଟି ଦେଲେ

ମୃତ କହ୍ନେୟା ଲାଲ୍‌ଙ୍କ ପତ୍ନୀ ଯଶୋଦା ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ କହ୍ନେୟାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଥିଲା।

Special story
କହ୍ନେୟା ଲାଲଙ୍କ ଶେଷ ଦର୍ଶନ ପାଇଁ ଆସିଲେ ଶତାଧିକ ଲୋକ : ବିଶାଳ ଶୋଭାଯାତ୍ରାରେ ନିଆଗଲା ମୃତଦେହ

ଆଜି କହ୍ନେୟା ଲାଲଙ୍କ ଅନ୍ତିମ ସଂସ୍କାର କରାଯାଉଛି । ତେବେ ତାଙ୍କ ଅନ୍ତିମ ସଂସ୍କାରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।

70 year old woman jumps to take holy dip in Ganga river in Haridwar
ଲୋକଙ୍କ ଭିଡ଼ ଭିତରେ ବ୍ରିଜ୍‌ ଉପରୁ ଗଙ୍ଗା ନଦୀକୁ ଡେଇଁଲେ ବୃଦ୍ଧା, ହେଲେ କାହିଁକି ?

ହଠାତ୍‌ ଜଣେ ବୃଦ୍ଧା ବ୍ରିଜ୍‌ ଉପରୁ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ। ପ୍ରକୃତରେ ସେ ଅନ୍ୟ କୌଣସି ଉଦ୍ଦେଶ୍ୟରେ ନଦୀକୁ ଡେଇଁ ନଥିଲେ ବରଂ ନଦୀକୁ ଡେଇଁ ସେ ବୁଡ଼ ପକାଇଥିଲେ।

Uddhav Govt To Face Floor Test Tomorrow
ହାରିଲେ ଗାଦି ଯିବ: କାଲି ଉଦ୍ଧବଙ୍କ ଭାଗ୍ୟ ପରୀକ୍ଷା !

ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ। କାରଣ ମହାରାଷ୍ଟ୍ର ବିଧାନସଭାରେ ଆସନ୍ତାକାଲି ଫ୍ଲୋର୍‌ ଟେଷ୍ଟ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। 

Four Dead In Helicopter Crash In Arabian Sea
ସମୁଦ୍ର ମଝିରେ ହେଲିକପ୍ଟର କ୍ରାଶ୍‌: ଜଣେ ଓଡ଼ିଆଙ୍କ ସମେତ ୪ ମୃତ

ଆରବ ସାଗରରେ ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟରଟି କ୍ରାଶ୍‌ ହୋଇଯାଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

Section 144 imposed for a month In Rajasthan
ମାସେ ପର୍ଯ୍ୟନ୍ତ ୧୪୪ ଧାରା ଜାରି: ଦୋକାନ, ବଜାର ଓ ଇଣ୍ଟରନେଟ୍‌ ସେବା ବନ୍ଦ

ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେହିପରି ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।

Devendra Fadnavis
ଭାଙ୍ଗିବ ଉଦ୍ଧବ ସରକାର ! ଫ୍ଲୋରଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଫଡ୍‌ନାବିସ୍‌ଙ୍କ ନିବେଦନ

ଆସନ୍ତା ଗୁରୁବାର ମହାରାଷ୍ଟ୍ରରେ ଉଦ୍ଧବ ସରକାରର ଭାଗ୍ୟ ନିର୍ଦ୍ଧାରଣ । ଗୁରୁବାର ବହୁମତ ସାବ୍ୟସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

Crime
ବିଭତ୍ସ କାଣ୍ଡ ! ନୁପୁର ଶର୍ମାଙ୍କ ସପକ୍ଷରେ ପୋଷ୍ଟ କରିବାରୁ ଟେଲରଙ୍କ ଗଳାକାଟି ହତ୍ୟା

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ।

Building Collapsed
ନଈ ବଢ଼ିରେ ଧୋଇଗଲା ଦୁଇ ମହଲା ବିଲ୍ଡିଂ, ଦେଖନ୍ତୁ ଭିଡିଓ

ବିଲ୍ଡିଂ ଭାସିଯିବା ଭିଡିଓ ଏବେ ସୋସିଆଳ ମିଡିଆରେ ଭାଇରାଲ ହୋଇଛି । 

Eknath Sinde
ମୁମ୍ବାଇ ଫେରୁଛନ୍ତି ସିନ୍ଦେ ଟିମ୍ ! କ’ଣ ହେବ ଉଦ୍ଧବ ସରକାରଙ୍କ ସ୍ଥିତି

ଏକାନଥ ସିନ୍ଧେଙ୍କ ଗୋଷ୍ଠୀ ମୁମ୍ବାଇ ଆସି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କୁ ଭେଟି ସେ ଉଦ୍ଧବ ସରକାରଙ୍କଠାରୁ ବିଧିବଦ୍ଧ ଭାବେ ସମର୍ଥନ ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି ।

Mukesh Ambani
ରିଲାଏନ୍ସ ଜିଓରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ

ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

PM Modi
G7 Summitରେ ସାମିଲ ରାଷ୍ଟ୍ର ମୁଖ୍ୟମାନଙ୍କୁ ଉପହାର ଦେଲେ ମୋଦି

ମିତ୍ର ରାଷ୍ଟ୍ର ମୁଖ୍ୟଙ୍କୁ କ’ଣ ଉପହାର ଦେଇଛନ୍ତି ମୋଦି ?

Students Taken Ill After Eating Chicken Curry In Telangana
ରାତିରେ ଚିକେନ୍‌ ଖାଇଲେ, ସକାଳେ ହସ୍ପିଟାଲ୍‌ରେ

ବିଦ୍ୟାଳୟରେ ଛାତ୍ରୀଙ୍କୁ ରବିବାର ଦିନ ରାତିରେ ଚିକେନ୍ ସହ ବାଇଗଣ ମିଶାଇ ତରକାରୀ ଖାଇବାକୁ ଦିଆଯାଇଥିଲା। ଏହା ଖାଇବା ପରେ କିଛି ଛାତ୍ରୀ ସୋମବାର ସକାଳୁ ଅସୁସ୍ଥ ଅନୁଭବ କରିଥିଲେ।

Special story
ରୁଟି ନେଇଗଲା ଜୀବନ, ଲାଠିରେ ପିଟି ପିଟି ଯୁବକଙ୍କୁ ହତ୍ୟା

ସାମାନ୍ୟ ରୁଟି ପାଇଁ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଲେ ।

Special story
ଶିକ୍ଷାଗତ ଯୋଗ୍ୟତା ପଚାରିଲେ ୟୁଜର, ଏମିତି ଉତ୍ତର ଦେଲେ ଆନନ୍ଦ ମହିନ୍ଦ୍ରା

ଆନନ୍ଦ ମହିନ୍ଦ୍ରାଙ୍କୁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ୟୁଜର ପଚାରିଲେ ପ୍ରଶ୍ନ, କ’ଣ ଉତ୍ତର ଦେଲେ ସେ . .

Building Collapsed In Mumbai
ଅଧରାତିରେ ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇର କୁର୍ଲା ନାଏକ ନଗରରେ ଗତକାଲି ମଧ୍ୟରାତ୍ରରେ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Maharastra Political Crisis
ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସାମୟିକ ଆଶ୍ୱସ୍ତ

କୋର୍ଟ ଏହି ପ୍ରସଙ୍ଗରେ ଉପବାଚସ୍ପତିଙ୍କ ସମେତ ସମସ୍ତ ପକ୍ଷକୁ ୫ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

‘bird apartment’
ପକ୍ଷୀଙ୍କ ପାଇଁ ରଙ୍ଗବେରଙ୍ଗୀ ଆପାର୍ମେଟଣ୍ଟ୍ : ୮୦ ଫୁଟ ଉଚ୍ଚ ମହଲରେ ମହଜୁଦ୍ ରହୁଛି ଖାଦ୍ୟଶସ୍ୟ

ମଣିଷ ନୁହେଁ ପକ୍ଷୀଙ୍କ ପାଇଁ ତିଆରି ହେଲା ଆପାର୍ମେଟଣ୍ଟ୍ । ଖାଇବେ, ପିଇବେ , ଶାନ୍ତିରେ ଆରାମ କରିବେ ।