ରିସର୍ଚ୍ଚ କହୁଛି, ବ୍ୟସ୍ତ ବହୁଳ ଜୀବନରେ ଖିଆଲି ମନର ମଣିଷ ଯେତେବେଳ ମୋବାଇଲ୍ କି ଲାପଟପରୁ ରିଲ୍ସ, ସର୍ଟସ ଦେଖନ୍ତି, ଅନଲାଇନ୍ ଗେମ୍ ଖେଳନ୍ତି ସେମାନେ ବିଭିନ୍ନ ପ୍ରକାର ଡେଟିଂ ଆପ୍ ର ବିଜ୍ଞାପନର ଝଲକ ଦେଖନ୍ତି । ଯେଉଁଠି ସୁନ୍ଦରୀ ଯୁବତୀଟିଏ ଅଡିଓ ଓ ଭିଡିଓ କଲର ଆନନ୍ଦ ନେବାକୁ ସଂପୃକ୍ତ ଆପ୍ ଡାଉନଲୋଡ କରିବାକୁ କୁହନ୍ତି ।
ଅଫିସ୍ ଛୁଟି ଥିବା ସମୟରେ ବିଶେଷ କରି ୱିକେଣ୍ଡ୍ରେ ଅଧିକ ବୋର୍ ଲାଗିଥାଏ। ତେବେ ବେଙ୍ଗାଲୁରୁରେ ଯେଉଁମାନେ ରହୁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ଉଦାସ କିମ୍ବା ଦୁଃଖରେ ଅଛନ୍ତି ଓ ମନ ହାଲ୍କା କରିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଭଡ଼ାରେ ବୟଫ୍ରେଣ୍ଡ୍ କରି ପାରିବେ।