• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସିଙ୍ଗିଂ କୁଇନ୍‌ ଲତା ମଙ୍ଗେସ୍କରଙ୍କୁ ଯୋଗୀଙ୍କ ବଡ଼ ଉପହାର । ତାଙ୍କ ନାଁରେ ତିଆରି ହେଉଛି ଏକ ବିରାଟ କାୟ ବୀଣା । ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଙ୍କ ସ୍ମୃତିରେ ଅଯୋଧ୍ୟାରେ ତିଆରି ହୋଇଛି ବିଶାଳକାୟ ବୀଣା । ୧୪ଟନ୍ ଓଜନର ଏହି ବୀଣାର ଲମ୍ବ ହେଉଛି ୧୦ମିଟର ୮୦ ସେମି । ଏଥିପାଇଁ ୭ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ସହରର ପ୍ରବେଶ ପଥରେ ଥିବା ନୟାଘାଟରେ ଏହି ବିଶାଳକାୟ ବୀଣା ସ୍ଥାନ ପାଇବ । ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିବେ ।