ଅଚାନକ ପରିବା କିଣିବା ପାଇଁ ବଜାରରେ ପହଞ୍ଚିଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman)।
ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ ବ୍ୟବହାର, ପଦାରେ ପଡ଼ିଲା କଂଗ୍ରେସର ଦେବାଳିଆ ଚିନ୍ତାଧାରା ?
ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।
ବାୟୁସେନା ଦିବସରେ ପରାକ୍ରମ ଦେଖାଇଲେ ବାୟୁବୀର...ଘୋ ଘୋ ଗର୍ଜନ କରି ଆକାଶରେ ଉଡିଲା ଯୁଦ୍ଧ ବିମାନ
ସେପ୍ଟେମ୍ବରରେ ହଜିଗଲା ଅଗଷ୍ଟ, ଆଉ ଅଗଷ୍ଟକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି ମାଲିକ
ଫଳ ପେଟିରୁ ୫୦୨ କୋଟି ଟଙ୍କାର ୫୦ କିଲୋଗ୍ରାମରୁ ଅଧିକ "ଉଚ୍ଚମାନର" କୋକେନ ଜବତ। ନିକଟ ଅତୀତରେ ଏକ ଫଳ ପେଟିରେ ଡ୍ରଗ୍ ଚୋରା ଚାଲାଣ ଉଦ୍ୟମ ବେଳେ ଜବତ ହୋଇଥିବା କୋକେନ୍ର ଏହା ହେଉଛି ସବୁଠାରୁ ବଡ ମାମଲା ବୋଲି କୁହାଯାଇଛି।
ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।
କୁକୁର ଖୋଜିବାକୁ ୧୫ ହଜାର ପୁରସ୍କାର ଘୋଷଣା । ସହର ସାରା ପୋଷ୍ଟର, ଖବରକାଗଜରେ ବିଜ୍ଞାପନ ।
ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି । ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି ।
ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।
ଶନିବାର ଅପରାହ୍ନରେ ମୁମ୍ବାଇର ନ୍ୟୁ ତିଲକ ନଗର ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି ।
ସଭାରେ ହିନ୍ଦୁ ବିରୋଧୀ ବୟାନ୍ ଦେଇ ବିବାଦରେ ଆପ୍ ମନ୍ତ୍ରୀ ।
କୋର୍ଟ କହିଛନ୍ତି, ପତ୍ନୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ୍ ।
ଅଡ଼ୁଆରେ ଦିଲ୍ଲୀ ଆପ୍ ସରକାର। ନୂଆ ମଦ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ଗତକାଲି ଦ୍ୱିତୀୟ ଥର ପୁଣି ବଡ଼ ଧରଣର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଏହି ସହରରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା। କାରଣ ଏହି ସବୁ କ୍ୟାବ୍ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ ଆଦାୟ କରିବା ସହ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।
ଦେଶ ଦେଖୁଛି ବାୟୁବୀରଙ୍କ ପରାକ୍ରମ। ଆକାଶକୁ ନିଜ ହାତ ମୁଠାରେ ରଖିଥିବା ଭାରତୀୟ ବାୟୁ ସେନାର ବୀରତ୍ୱକୁ ଦେଖୁଛି ସାରା ଦେଶ। ୯୦ ତମ ବାୟୁସେନା ଦିବସ ଅବସରରେ ଚଣ୍ଡିଗଡର ସୁଖ୍ନା ଲେକ୍ରେ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ।
ପୋଷା କୁକୁର ନିଖୋଜ୍ ହେବା ପର ଠାରୁ ମାଲିକାଣୀ ମେଘା ଶାନ୍ତିରେ ଶୋଇପାରୁ ନାହାନ୍ତି । ଶେଷରେ ଛୁଟି ନେଇ ଲଣ୍ଡନରୁ ଭାରତ ଆସିଲେ । ମେଘାଙ୍କ ସହିତ ତାଙ୍କ ସ୍ୱାମୀ ମଧ୍ୟ ଆସିଛନ୍ତି ।
ଆଜିଠୁ ଇନ୍ଦ୍ରପ୍ରସ୍ତ ଗ୍ୟାସ୍ ଲିମିଟେଡ୍ ଘରୋଇ PNG(Piped Natural Gas) ଗ୍ୟାସ୍ ଓ CNG ଦର ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ CNG ଦର ପ୍ରତି କିଲୋଗ୍ରାମକୁ ୩ ଟଙ୍କା ବୃଦ୍ଧି ପାଇଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୧ ହଜାର ୪୦୦ ଟଙ୍କା ରହିଛି ।
ଆଜି ଭୋର ୫ଟା ୧୫ରେ ମହାରାଷ୍ଟ୍ର ନାସିକରେ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି।
ବଳ ଦେଖାଇବ ବାୟୁସେନା... ବିସ୍ମିତ କରିବେ ବାୟୁବୀର... ଚକିତ କରିବ ଲଢ଼ୁଆ ବିମାନ। ୯୦ ତମ ବାୟୁସେନା ଦିବସ ଗାଜିଆବାଦ ହିନ୍ଦୋନ୍ ଏୟାବେସ୍ରେ ନୁହେଁ, ବରଂ ଚଣ୍ଡୀଗଡ଼ର ସୁଖ୍ନା ଲେକ୍ର ବିଶାଳ ହ୍ରଦର ସୁନୀଳ ଜଳରାଶି ଉପରେ ଆୟୋଜିତ ହେବ।
ପଶୁ କିମ୍ବା ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ପ୍ରଥମେ ଏକ ଫର୍ମ ଫିଲ୍ଅପ୍ କରିବାକୁ ହେବ ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧ ହଜାର ୯୫୦ ଟଙ୍କା ରହିଛି ।
ବଲିଉଡର ବର୍ଷୀୟାନ ଅଭିନେତା ଅରୁଣ ବାଲି ଆଉ ନାହାନ୍ତି। ଆଜି ଅରୁଣଙ୍କ ଶେଷ ଫିଲ୍ମ ‘ଗୁଡବାଏ’ ରିଲିଜ ହେଉଛି ଆଉ ଏପଟେ ସବୁଦିନ ପାଇଁ ସମସ୍ତଙ୍କୁ ଗୁଡ୍ବାଏ କରି ସେ ଅଫେରା ଦୁନିଆକୁ ଫେରି ଯାଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?