ଆଜିଠୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ରୋଜଗାର ମେଳା ଆରମ୍ଭ କରିବେ। ଏହି ରୋଜଗାର ମେଳାରେ ଦେଶରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୫ ହଜାରଙ୍କୁ ଅଫର୍ ଲେଟର ଦିଆଯିବ।
ବସ୍ରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ସମସ୍ତେ ଦୀପାବଳି ଛୁଟି ପାଳିବା ପାଇଁ ଉତ୍ତରପ୍ରଦେଶ ସ୍ଥିତ ନିଜ ଘରକୁ ଯାଉଥିଲେ।
କନକ୍ଲେଭର ଗୋଟିଏ ସେସନ୍ରେ ବାର୍କ ଓ ବିୟଣ୍ଡ ଶୀର୍ଷକ ଆଲୋଚନାରେ ସ୍ଥାନ ପାଇଥିଲା ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ରେଟିଂ ବ୍ୟବସ୍ଥା।
କେଦାରନାଥ ଓ ବଦ୍ରିନାଥରେ ୩ ହଜାର ୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଥମେ ସେ କେଦାରନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ବଦ୍ରିନାଥ ଧାମ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ଶିବରାଜ ପାଟିଲଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେପି ତୀବ୍ର ସମାଲୋଚନା ।
ମାତୃଭାଷା ଯଦି ଗଣମାଧ୍ୟମର ଦୃଷ୍ଟି ଶକ୍ତି ହୁଏ, ଇଂରାଜୀ ଭାଷା ଚଷମା ସଦୃଶ। ଯଦି ଦୃଷ୍ଟିଶକ୍ତି ଥିବ ତା’ ହେଲେ ଚଷମା କାମ କରିବ ବୋଲି ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି।
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସାମାନ୍ୟ କମ୍ ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ଟଙ୍କା ରହିଛି ।
ଅରୁଣାଚଳ ପ୍ରଦେଶରେ ଆଜି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ମୋଦିଙ୍କ ରୋଜଗାର ମେଳା ଯୁବକଙ୍କ ପାଇଁ ଆଣିବ ସୁବର୍ଣ୍ଣ ସୁଯୋଗ । ବେକାର ଯୁବକଯୁବତୀଙ୍କୁ ମିଳିବ ଚାକିରି ।
ନୂଆଦିଲ୍ଲୀରେ ନ୍ୟୁଜ୍ ବ୍ରଡ୍କାଷ୍ଟିଂ ଫେଡେରେସନ୍(NBF)ର ନ୍ୟାସନାଲ କନକ୍ଲେଭ୍ ଆରମ୍ଭ ହୋଇଛି।ଏହି ସମ୍ମିଳନୀରେ ଓଟିଭି ନେଟ୍ଓ୍ୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା ଏବଂ ବିଜିନେସ୍ ଡେଭଲପ୍ମେଣ୍ଟ୍ ଅଫିସର ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଛନ୍ତି।
ପ୍ଲେଟଲେଟ୍ ବଦଳରେ ଡେଙ୍ଗୁ ରୋଗୀଙ୍କୁ ଦେଲେ ଫଳ ଜୁସ୍। ଏଥିପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି।
ଦର୍ଶନ ପରେ ମୋଦି କେଦାରନାଥ ରୋପୱେ ପ୍ରକଳ୍ପର ମୂଳଦୁଆ ପକାଇବେ ।
ସୋସିଆଲ ମିଡିଆରେ ସେହି ସମୟର ଲୋମହର୍ଷଣକାରୀ ଭିଡିଓ ଭାଇରାଲ୍ ହେଉଛି ।
ଏଥର ଦୀପାବଳି ହେବ ସ୍ୱତନ୍ତ୍ର । ବେରୋଜଗାର ଯୁବପିଢ଼ିଙ୍କୁ ମିଳିବ ନିଯୁକ୍ତି ପତ୍ର ।
ସନ୍ତାନକୁ କାନ୍ଧରେ ବସେଇ ଜହ୍ନ ଦେଖାଏ ବାପା। ତୋଫା ଜହ୍ନର କିରଣରେ ସନ୍ତାନର ମୁହଁକୁ ଦେଖି ଆତ୍ମହରା ହୋଇପଡେ ତାର ପିତୃତ୍ୱ। ଏ ବି ଜଣେ ବାପା। ସେ ଚାଲୁଛନ୍ତି । କାନ୍ଧରେ ତାଙ୍କ ଶୋଇଯାଇଛି ୪ ବର୍ଷର ଝିଅ। ହେଲେ ସେ ଝିଅ ଆଉ ଜହ୍ନ ଦେଖିବାକୁ ଉଠିବନି। ସେ ଆଉ ଗପ ଶୁଣିବାକୁ ଅଝଟ ହେବନି। ସେ ସବୁଦିନ ପାଇଁ ଶୋଇ ଯାଇଛି।
ଆଜିକାଲି କାହା ହାତରେ ସ୍ମାର୍ଟଫୋନ ନାହଁ ? ପାଖରେ ଖାଇବାକୁ ନ ଥାଉ, କିନ୍ତୁ ସ୍ମାର୍ଟଫୋନଟିଏ ଥିବା ନିହାତି ଜରୁରୀ। ବିଶେଷକରି ଯୁବପୀଢି ତ ସ୍ମାର୍ଟଫୋନ ପାଇଁ ଏକ ପ୍ରକାର ପାଗଳ। ହେଲେ ଏଇ ସ୍ମାର୍ଟଫୋନ ନିଶା କେତେ ସାଂଘାତିକ ହୋଇ ପାରେ ଏହି ଘଟଣାକୁ ପଢି ଆପଣ ବୁଝିପାରିବେ।
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସାମାନ୍ୟ କମ୍ ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୧୦୦ ଟଙ୍କା ରହିଛି ।
ଗୁଟ୍ଖା ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ। ଏକଥା ସମସ୍ତେ ଜାଣନ୍ତି। ତଥାପି କାହିଁକି କେଜାଣି ଗୁଟ୍ଖାର ମୋହରେ ସମସ୍ତେ ଏମିତି ବାନ୍ଧି ହୋଇଥାନ୍ତି। କିଏ ଅଭ୍ୟାସ ବୋଲି କହି ଛାଡ଼ିପାରେନି, କିଏ ଏନର୍ଜି ବୁଷ୍ଟର କହି ଛାଡ଼ି ପାରେନି ।
ବିଶ୍ୱ ବଜାରରେ ମାନ୍ଦାବସ୍ଥା ଆରମ୍ଭ ହେବା ପରଠାରୁ ଇକ୍ୱିଟି ବଜାରରେ ହ୍ରାସ ଦେଖାଯାଇଛି।
ଯଦି ଯାଞ୍ଚ ପରେ ଏହି ଘଟଣା ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି ତ୍ରାହି। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା।
ଶଶି ଥରୁରଙ୍କ ତୁଳନାରେ ଖଡଗେଙ୍କୁ ଆଠ ପ୍ରତିଶତ ଅଧିକ ଭୋଟ୍ ମିଳିଛି । ଏହାପୂର୍ବରୁ ସୀତାରାମ କେଶରୀ ଅଣଗାନ୍ଧି କଂଗ୍ରେସ ସଭାପତି ଥିଲେ ।
ଯଦି ଜଣେ ମଦ୍ୟପକୁ ପଚାରାଯାଏ ସବୁ ସମସ୍ୟାର ସମାଧାନ କେଉଁଠି ଏବଂ କ‘ଣ ? ତାର ଉତ୍ତର ରହିବ ‘ବାର’ ଓ ‘ମଦ’। ହେଲେ ଜଣେ ଡାକ୍ତର ଯଦି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବାରକୁ ପଠାଇବେ ?
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୩୫୦ ଟଙ୍କା ରହିଛି ।
ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ୍ ମିଳିଥିବା ସୂଚନା