/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666332769.jpg)
NBF's national conclave underway in New Delhi
ନୂଆଦିଲ୍ଲୀରେ ନ୍ୟୁଜ୍ ବ୍ରଡ୍କାଷ୍ଟିଂ ଫେଡେରେସନ୍(NBF)ର ନ୍ୟାସନାଲ କନକ୍ଲେଭ୍ ଆରମ୍ଭ ହୋଇଛି। ନୂଆାଦିଲ୍ଲୀ ସ୍ଥିତ ତାଜ୍ ପ୍ୟାଲେସ ଦରବାର ହଲ୍ରେ ଆୟୋଜିତ ଏହି ସମ୍ମିଳନୀକୁ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଉଦ୍ଘାଟନ କରିଛନ୍ତି। ଏଥର ଜାତୀୟ ସମ୍ମିଳନୀରେ ବିତର୍କର ପ୍ରସଙ୍ଗ ରହିଛି- ‘ଫ୍ୟୁଚର୍ ଅଫ୍ ନ୍ୟୁଜ୍ ଅର୍ଥାତ୍ ଖବରର ଭବିଷ୍ୟତ’।
Advertisment
ଟିଭି ନାଇନ୍ ନେଟ୍ଓ୍ୱର୍କ, ରିପବ୍ଲିକ୍ ଟିଭି, ଆଇଟିଭି ନେଟ୍ଓ୍ୱର୍କ ଏବଂ ଓଟିଭି ନେଟ୍ଓ୍ୱର୍କ ଭଳି ଦେଶର ବହୁ ବଡ଼ ବଡ଼ ଟେଲିଭିଜନ୍ ନ୍ୟୁଜ୍ ବ୍ରଡ୍କାଷ୍ଟର ସଂସ୍ଥା NBFର ସଦସ୍ୟ ଅଛନ୍ତି। ଏହି ସମ୍ମିଳନୀରେ ଓଟିଭି ନେଟ୍ଓ୍ୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା ଏବଂ ବିଜିନେସ୍ ଡେଭଲପ୍ମେଣ୍ଟ୍ ଅଫିସର ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)