• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gurdaspur 13 year old boy ear cut off by pitbull dog attack punjab
ବଢ଼ୁଛି ‘ପିଟ୍‌ବୁଲ୍‌’ ଆତଙ୍କ: କାମୁଡ଼ି ଛିଣ୍ଡାଇଦେଲା କୁନି ପୁଅର କାନ

ନାବାଳକର କାନ ଛିଣ୍ଡାଇଦେଲା ‘ପିଟ୍‌ବୁଲ୍‌’....

madhepura bjp leader cum pacs chairman shot dead at madhepura bramk
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା !

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ....

Adhir Ranjan Chowdhury
ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର, କହିଲେ ପାଟିରୁ ଖସିଯାଇଥିଲା

ପାଟିରୁ ଏଭଳି ଶବ୍ଦ ଅଜାଣତରେ ଖସି ଯାଇଥିବାରୁ, ରାଷ୍ଟ୍ରପତି ତାଙ୍କୁ କ୍ଷମା ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ଅଧୀର ରଞ୍ଜନ ।

Abortion
ଥରେ କି ଦୁଇ ଥର ନୁହେଁ, ୫ ଥର ଆବର୍ସନ ! ମା’ର ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଲେଖିଲା ଚିଠି ଝିଅ

ଖବର ସେତେବେଳେ ଲୋକଲୋଚନକୁ ଆସିଲା, ଯେତେବେଳେ ଅନୁଙ୍କ ଦୁଇ ଝିଅ ଲତିକା ଏବଂ ତନୟା ନିଜ ଆଈଙ୍କ ପାଖରେ ରହିବାକୁ ଲାଗିଲେ ଏବଂ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ରକ୍ତରେ ଏକ ଚିଠି ଲେଖିଲେ ।

Arpita Mukherjee
ଅର୍ପିତାଙ୍କ ଫ୍ଲାଟ୍‌ରେ ଚାଲିଥିଲା ରେଡ୍, ହେଲେ ପାର୍କିଂରୁ ଗାୟବ ହୋଇଗଲା ୪ ଦାମୀ କାର

ଡାଇମଣ୍ଡ ସିଟି ଫ୍ଲାଟରୁ ଅର୍ପିତାଙ୍କୁ ଗିରଫ କରାଯିବା ପରଠାରୁ ଏହି କାର ସବୁ ଉଭାନ୍‌ ହୋଇଯାଇଛି । ଏବେ ସିସିଟିଭି ଫୁଟେଜ ଆଧାରରେ କାରଗୁଡ଼ିକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।

Sidhu Moose Wala's father gets son's face tattooed on his arm
ମୃତ୍ୟୁ ପରେ ସିଦ୍ଧୁଙ୍କ ଫଟୋକୁ ବାହୁରେ ଟାଟୁ କଲେ ବାପା

କେବଳ ବାପା ନୁହଁନ୍ତି, ସିଦ୍ଧୁଙ୍କ ମା ଚରଣ କୌର୍ ମଧ୍ୟ ପୁଅର ସ୍ମୃତି ଉଦ୍ଦେଶ୍ୟରେ ଟାଟୁ କରିଛନ୍ତି।

Special story
‘ଆମ ସମସ୍ତଙ୍କୁ ଆଗାମୀ ଜନ୍ମଦିନର ଶୁଭେଚ୍ଛା’ : ଏପରି କହି ସ୍ତ୍ରୀ ଓ ଝିଅ ସହ ଆତ୍ମହତ୍ୟା କଲେ ଜେଇ

କେକ୍‌ କାଟିବା ପରେ କାହିଁକି ଆତ୍ମହତ୍ୟା କଲା ପୂରା ପରିବାର ? ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀ କାହାକୁ କିଛି ଜଣାନାହିଁ ।

'Rashtrapatni' Row
ମୋତେ ଫାଶୀ ଦିଅ ପଛେ ବିବାଦକୁ ସୋନିଆ ମ୍ୟାଡମଙ୍କୁ ଟାଣନି: ଅଧିର ରଂଜନ

ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ତୀବ୍ର ସମାଲୋଚିତ ହେବା ପରେ ସଫେଇ ଦେଇଛନ୍ତି ଅଧିର ରଞ୍ଜନ।

Special story
ବନ୍ଦ କୋଠରୀକୁ ଏକା ଯାଉଥିଲେ ପାର୍ଥ, ଅର୍ପିତାଙ୍କୁ ବି ନଥିଲା ଅନୁମତି: ଇଡିକୁ କହିଲେ ଅଭିନେତ୍ରୀ

ଅଭିନେତ୍ରୀଙ୍କ ଘରେ ଥିଲା ଟଙ୍କା, ହେଲେ ତାଙ୍କୁ ଜଣାନଥିଲା କେମିତି ?

'Rashtrapatni' Row: Women's Panel Issues Notice To Adhir Ranjan Chowdhury
ମହାମହିମଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସାଂସଦ:ଅଧୀରଙ୍କୁ ଜାତୀୟ ମହିଳା କମିଶନଙ୍କ ନୋଟିସ୍

ମହଙ୍ଗା ପଡ଼ିଲା ଅଧିରଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ...ଜାତୀୟ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ୍‌ ଜାରି...

Special story
ବାପା ନଥିଲେ ପିଲାର ସାଙ୍ଗିଆ ସ୍ଥିର କରିପାରିବ ମା’ : ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନିଜ ପିଲାର ସାଙ୍ଗିଆ ପରିବର୍ତ୍ତନ କରିବାର ଅଧିକାର ମା’ ପାଖରେ ରହିଛି ।

IndiGo's Kolkata-bound flight skidded while taxing for take-off
ରନ୍‌ୱେରୁ ଖସିଲା ଇଣ୍ଡିଗୋ ବିମାନ: ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ

ଆସାମର ଜୋରହାଟ ବିମାନ ବନ୍ଦରରେ ରନ୍‌ୱେରୁ ଖସିଲା ଇଣ୍ଡିଗୋ ବିମାନ...

Special story
ସଂସଦରେ ମଶାରୀ ଲଗାଇ ଶୋଇଲେ ସାଂସଦ : ନିଲମ୍ବନ ବିରୋଧରେ ୫୦ ଘଣ୍ଟା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା

ସଂସଦର ଉଭୟ ଗୃହରୁ ୨ ଡଜନ୍ ସାଂସଦ ସସପେଣ୍ଡ୍ । ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Special story
ତାଲାବନ୍ଦରେ ନିଜସ୍ୱ ବିମାନ ତିଆରି କଲେ କେରଳ ଯୁବକ : ପରିବାର ସହିତ ୟୁରୋପୀୟ ଦେଶ ବୁଲୁଛନ୍ତି ଅଶୋକ

ଲକଡାଉନରେ ଘରେ ଅନେକ ସମୟ ବିତୁଥିଲା, ମହମାରୀ ସମୟରେ ହିଁ ତାଙ୍କୁ ପ୍ରେରଣା ମିଳିଲା । ଆଜି ସେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଏକ ବିମାନ ନିର୍ମାଣ କରିପାରିଛନ୍ତି ।

MIG 21 crashed
ମଝି ଆକାଶରେ ମିଗ୍ ବିମାନ ଦୁର୍ଘଟଣା: ୨ ପାଇଲଟଙ୍କ ମୃତ୍ୟୁ

ଦୁର୍ଘଟଣା ସ୍ଥଳ ଠାରୁ ଅଧ କିଲୋମିଟର ବ୍ୟାପି ବିମାନର ଭଗ୍ନାବଶେଷ ପଡ଼ିଛି।

All above 17 years of age can register for voter ID.
ଭୋଟର ତାଲିକାରେ ନାମ ପଞ୍ଜୀକରଣକୁ ନେଇ ଆସିଲା ନୂଆ ନିୟମ

ଏହାର ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ସିଇଓଙ୍କୁ ନିର୍ଦ୍ଦେଶ ।

5G Internet Service
ସେପ୍ଟେମ୍ବର ସୁଦ୍ଧା 5G ସେବା; ଏଣେ ସ୍ପେକ୍ଟ୍ରମ୍‌ ପାଇଁ ଚାଲିଛି କଡ଼ା ଟକ୍କର

ଫାଇଭ-ଜି ସ୍ପ୍ରେମ୍ ପାଇଁ କଡା ଫାଇଟ୍ ! ରେସରେ ଅମ୍ବାନୀ, ଆଦାନୀ, ମିତଲ୍ ଆଉ ଭୋଡାଫୋନ-ଆଇଡିଆ! ୩ ଦିନ ହେଲା ଜାରି ରହିଛି ନିଲାମ ପ୍ରକ୍ରିୟା! ଫାଇଭ୍-ଜି ଟେଲିକମ ସ୍ପେକ୍ଟ୍ରମ୍‌ର ନିଲାମୀ ପ୍ରକ୍ରିୟା ଦଶମ ପର୍ଯ୍ୟାୟରେ ୧ ଲକ୍ଷ ୪୯ ହଜାର ୪୫୪ କୋଟିରେ ପହଞ୍ଚିଛି ।

SSC JOB Scam
ଅର୍ପିତାଙ୍କ ଫ୍ଲାଟ୍ ସାଜିଥିଲା ପାର୍ଥ ଚାଟାର୍ଜୀଙ୍କ ମିନିବ୍ୟାଙ୍କ୍  

ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର। 

ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ପାଇଁ ସଂସଦରେ ହଙ୍ଗାମା
ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବି କିନ୍ତୁ ବିଜେପିକୁ ନୁହେଁ: ଅଧିର ରଞ୍ଜନ

ଦେଶର ସର୍ବପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନସୂଚନକ ଟିପ୍ପଣୀ ପ୍ରତିବାଦରେ ସଂସଦର ଉଭୟ ଗୃହରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ।

Partha Chatterjee
ମନ୍ତ୍ରିମଣ୍ତଳରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ମମତା

ରାଜ୍ୟ କ୍ୟାବିନେଟ୍ ବୈଠକରେ ପାର୍ଥଙ୍କୁ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଛି ।

 Big Announcement May Be For Central Government Employees In August
7th Pay Commission: ଦରମା ବୃଦ୍ଧି ସହ ୩ ଉପହାର ଦେଇପାରନ୍ତି କେନ୍ଦ୍ର ସରକାର !

ଆସନ୍ତା ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି(Salary Hike) ଲାଗି ସରକାର ଯୋଜନା କରୁଥିବା ସୂଚନା ମିଳିଛି। ଡିଏ ବୃଦ୍ଧି(DA Hike)ଠୁ ଆରମ୍ଭ କରି ବକେୟା ଡିଏ (Due DA) ସରକାର ପ୍ରଦାନ କରିପାରନ୍ତି। ଏହାସହ PF ଉପରେ ମିଳିବାକୁ ଥିବା ସୁଧ ଟଙ୍କା ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ପଠା ଯାଇପାରେ। 

ED now recovers Rs 29 crore from Arpita Mukherjee's other flat
‘ଏସବୁ ଟଙ୍କା ଓ ସୁନା ମୋର ନୁହେଁ, ପାର୍ଥଙ୍କର..ମୁଁ କିଛି ଜାଣିନଥିଲି’

ଅର୍ପିତାଙ୍କ ଘରୁ ୩ଟି କେଜିକିଆ ସୁନା ଇଟା, ଅଧ କିଲୋ ଓଜନ ଲେଖାଏ ୩ଟି ବଳା ଓ ଗୋଟିଏ ସୁନା କଲମ ସମେତ ୫ କିଲୋ ସୁନା ଓ ୨୮ କୋଟି ୯୦ ଲକ୍ଷ ନଗଦ ଟଙ୍କା ଅର୍ପିତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରୁ ଜବତ ହୋଇଛି।

30 Students Vaccinated With 1 Syringe In Madhya Pradesh
ଗୋଟିଏ ସିରିଞ୍ଜରେ ୩୦ ଜଣ ଛାତ୍ରଙ୍କୁ କରୋନା ଟିକା ଦେଲେ ଏ ବାବୁ, ପଚାରିବାରୁ କହିଲେ- “ମୋର ଭୁଲ୍‌ କ’ଣ”

ଟିକାକରଣ ବେଳେ ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ କରୋନା ଭ୍ୟାକ୍ସିନ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ କିଛି ଅଭିଭାବକ ଅଭିଯୋଗ ଆଣିଛନ୍ତି।

ଏଣିକି ଗାଡ଼ିରୁ ତେଲ ସରିଲେ କଟିବ ଚାଲାଣ !

ଗାଡ଼ିରେ ତେଲ ନଥିବାରୁ ଚାଲାଣ କାଟିଲା ଟ୍ରାଫିକ୍‌ ପୋଲିସ୍...

21-day isolation, keeping lesions fully covered - Centre's new guidelines
ମଙ୍କିପକ୍ସ ରୋଗୀଙ୍କ ପାଇଁ ଗାଇଡ୍‌ଲାଇନ୍‌: ତିନି ଥାକିଆ ମାସ୍କ ପିନ୍ଧିବେ ଆକ୍ରାନ୍ତ

ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରୋଗୀ ସଙ୍ଗରୋଧରେ ରହିବେ...