• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mother Saves kid from snake bite video goes viral
ନାଗ ଫଣାରୁ ପୁଅକୁ ଟାଣି ଆଣିଲା ମା’, ଭିଡିଓ ଭାଇରାଲ୍‌

ଜଣେ କୁନି ଶିଶୁୁକୁ ନାଗ ସାପ ଚୋଟ ମାରିବା ପୂର୍ବରୁ ହିଁ ତା ମା’ ତାକୁ ଟାଣି ଆଣି ଜୀବନ ବଞ୍ଚାଇ ଦେଉଛନ୍ତି। ଫଳରେ ଏକ ନିଶ୍ଚିତ ଅଘଟଣରୁ ନିଜ ପୁଅକୁ ବଞ୍ଚାଇ ପାରିଛନ୍ତି ମହିଳା ଜଣକ।

Congress Set To Launch Protest Over Prise Rise On August 28
ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ରାଜରାସ୍ତାରେ ଗର୍ଜିବ କଂଗ୍ରେସ

 ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ଦିଲ୍ଲୀ ଚଲୋ ଡାକରା ଦେଇଛି।

Few Singers And Politicians Behind The Murder Of Punjabi Singer Siddhu Moosewala Says His Father
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛରେ ଗାୟକ, ରାଜନେତାଙ୍କ ହାତ !

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକାର ସିଂ କହିଛନ୍ତି ଯେ, ତାଙ୍କ ପୁଅର ହତ୍ୟା ପଛରେ କିଛି ଗାୟକ ଓ ରାଜନେତାଙ୍କ ହାତ ରହିଛି। ଖୁବ୍‌ଶୀଘ୍ର ସେ ଏହାର ଖୁଲାସା କରିବେ।

special story
ରେଳ ଷ୍ଟେସନ୍‌ରେ ଚା’ ବିକ୍ରି କରୁଥିଲେ ବାପା, ଗରିବୀରେ ପାଠପଢ଼ି BPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପୁଅ

ଗରିବ ବାପାର ସୁନା ପୁଅ । କଠିନ ପରିଶ୍ରମ କରି ଆଜି ସେ ସଫଳ ହୋଇପାରିଛନ୍ତି ।

Man Slits Wife's Throat At Karnataka Court
କୋର୍ଟରେ ଏକାଠି ହେବାର ଥିଲା, ହେଲେ ସ୍ତ୍ରୀକୁ ମାରି ଆରପାରିକୁ ପଠାଇ ଦେଲା

ଉଭୟ ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କାଉନସେଲିଂ ପାଇଁ ଉଭୟ ଫ୍ୟାମିଲି କୋର୍ଟ ଆସିଥିବା ବେଳେ ସ୍ୱାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

Rakesh Jhunjhunwala
ସେୟାର ମାର୍କେଟ୍‌ର ବେତାଜ୍‌ ବାଦ୍‌ଶାହ ରାକେଶ ଝୁନଝୁନୱାଲାଙ୍କ ପରଲୋକ

ତାଙ୍କର ଦେହାନ୍ତ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ସେୟାର ମାର୍କେଟ୍‌ର ବେତାଜ୍‌ ବାଦ୍‌ଶାହ ବୋଲି ମଧ୍ୟ କୁହାଯାଏ ।

RBI Deputy Governor
ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ ଭାରତ ! ଆଶା ଦେଖାଇଲେ ରିଜର୍ଭ ବ୍ୟାଙ୍କ୍‌ର ଓଡ଼ିଆ ଡେପୁଟି ଗଭର୍ଣ୍ଣର

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର । ଭାରତ କ୍ରୟ ଶକ୍ତି ସମତା ଆଧାରରେ ଏବେ ବିଶ୍ୱର ୩ୟ ବୃହତ୍ ଅର୍ଥନୀତି ।

Triranga
ଜଳ-ସ୍ଥଳ-ଆକାଶ-ମହାକାଶ ସବୁଠି ତ୍ରିରଙ୍ଗା, ହର୍ ଘର୍ ତ୍ରିରଙ୍ଗାରେ ସାମିଲ ଦେଶବାସୀ 

ଅଗଷ୍ଟ ୧୩ରୁ ୧୫ ଯାଏ ହର୍ ଘର୍ ତ୍ରିରଙ୍ଗା । ଜାତୀୟ ପତାକା ସହ ପଦଯାତ୍ରା, ବାଇକ୍ ରାଲି । ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା । 

Cow
ମନ୍ତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରା ବେଳେ ପଶିଗଲା ଗାଈ

ତ୍ରିରଙ୍ଗା ଯାତ୍ରା ସମୟରେ ଏକ ଗାଈ ହଠାତ ପସି ଯାଇ ଗୁଜୁରାଟ୍‌ ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କୁ ଧକ୍କା ମାରିଥିଲା ।

Akshay Kumar's Raksha Bandhan
ଭଉଣୀ ପାଇଁ ଭାଇର ସଂଘର୍ଷ, ଥରୁଟିଏ ଦେଖିଲେ ଲୁହ ଆସିଯିବ !

ପ୍ରଥମ ଘଣ୍ଟା ଦେଖୁ ଦେଖୁ ହି ବିତିଯିବ। ଏହାପରେ ହଠାତ୍ ଆପଣଙ୍କୁ ଇମୋସନାଲ୍ କରିଦେବ କାହାଣୀ।

Rakhshya Bandhan
ଭାଇ ସହିଦ ହେବା ପରେ ପ୍ରତିମୂର୍ତ୍ତୀ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ

ଭାଇ ସିନା ନାହିଁ..ହେଲେ ଭଉଣୀ ମନ ମାନୁନି। ସୀମାରେ ସହିଦ ହୋଇଯାଇଥବା ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବା ପରେ ଏମିତି ଭୋ ଭୋ କାନ୍ଦିଲା ଭଉଣୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ। ୟୁଜର୍ସ କହୁଛନ୍ତି..ସବୁ ଭାଇଙ୍କୁ ମିଳୁ ଏମିତି ଭଉଣୀ..

Jio Fiber Independence Day Offer 2022
Jioର ଧମାକାଦାର ଅଫର୍‌, ଏହି ଗ୍ରାହକ ପାଇପାରିବେ ମାଗଣା ସେବା

Jio Fiber Independence Offerରେ ୟୁଜର୍ସଙ୍କୁ ୧୫ ଦିନ ପର୍ଯ୍ୟନ୍ତ ମାଗଣା ସେବା ମିଳିବ। ଅର୍ଥାତ୍‌ ଆପଣ ମାଗଣାରେ ଜିଓ ଫାଇବର ସେବା ପାଇପାରିବେ। ତେବେ ଏହି ପ୍ଲାନ୍‌ ନୂଆ ଗ୍ରାହକଙ୍କ ପାଇଁ କେବଳ ଉପଲ୍ଲବ୍ଧ।

Dam
ଭୁଶୁଡ଼ିବ ଡ୍ୟାମ ବନ୍ଧ ! ଦକ୍ଷିଣ ପାର୍ଶ୍ୱରୁ ଧସିଲାଣି ମାଟି

ପ୍ରବଳ ବର୍ଷା ପରେ ଧରମପୁରୀ ତହସିଲ ଅଞ୍ଚଳ କୋଠିଦାରେ କାରମ ନଦୀ ଉପରେ ଥିବା ଡ୍ୟାମ୍‌ରୁ ଘଳିଆ ପଡ଼ିଥିଲା ।

Special story
ଆସନ୍ତା ମାସରୁ ମାଗଣା ବିଜୁଳି : ସରକାରଙ୍କ ବଡ଼ ନିଷ୍ପତ୍ତି

ସେପ୍ଟେମ୍ବର ୧ରୁ ପଞ୍ଜାବ ଲୋକଙ୍କୁ ମିଳିବ ମାଗଣା ବିଜୁଳି ।

Special story
ପିଲାର କାନ୍ଦ ପାଇଁ ଶୋଇପାରୁ ନଥିଲା ବାପା, ରାଗରେ ପିଟି ପିଟି ଜୀବନ ନେଇଗଲା

ନିଜ ଦେଢ଼ ମାସର ପୁଅକୁ ମାରିଦେଲା ବାପା । କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଶିଶୁ କାନ୍ଦଣା ଶୁଣି ଅଭିଯୁକ୍ତର ନିଦରେ ବ୍ୟାଘାତ ସୃଷ୍ଟି ହେଉଥିଲା, ଏଥିପାଇଁ ସେ ପୁଅକୁ ହିଁ ମାରି ପକାଇଲା ।

  • Saturday, 13 August 2022
  • Murder
Inspired By Telugu Film Arundhati Youth Dies After Immolating Himself
୨୪ ଥର ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଦେହରେ ନିଆଁ ଲଗାଇ ଦେଲେ ଯୁବକ, ତା’ପରେ...

ତେଲୁଗୁ ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଜଣେ ଯୁବକ ଏତେ ମାତ୍ରାରେ ପ୍ରେରିତ ହୋଇଥିଲେ ଯେ ସେ ନିଜ ଦେହରେ ନିଆଁ ଲଗାଇବାକୁ ପଛାଇଲେ ନାହିଁ। ନିଜକୁ ଜାଳି ମୁକ୍ତି ଦେବା ପାଇଁ ଯୁବକ ଜଣକ ଶରୀରରେ ୨୦ ଲିଟର ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ପ୍ରୟାସ କରିଥିଲେ।

Case Against Railway
୨୦ ଟଙ୍କା ପାଇଁ ୨୨ ବର୍ଷ କେସ୍‌ ଲଢ଼ିଲେ, ଶେଷରେ ଜିତିଲେ..

୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍‌ର ଦାମ ଥିଲା ୩୫ ଟଙ୍କା । ହେଲେ ତାଙ୍କଠାରୁ ୭୦ ବଦଳରେ ରଖାଯାଇଥିଲା ୯୦ ଟଙ୍କା ।

Atal Pension
ଏଣିକି ଟାକ୍ସ ଦେଉଥିଲେ ପାଇବେନି ଅଟଳ ପେନ୍‌ସନ

ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ନଜରରେ ରଖି ୧ ଜୁନ୍ ୨୦୧୫ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପେନସନ୍ ଯୋଜନା ଲାଗୁ କରିଥିଲେ ।

Artist places Tricolour in his eyes
ଆଖିରେ ତ୍ରିରଙ୍ଗା ଆଙ୍କି ବୀରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଏହାଦ୍ୱାରା ଜାତୀୟ ପତାକାର ମୂଲ୍ୟବୋଧକୁ ସଭିଏଁ ବୁଝିପାରିବେ।

Gold Price Today
କିଛି ଦିନର ବ୍ରେକ୍‌ ପରେ ପୁଣି ବଢ଼ିଲା ସୁନା ଦର

ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୦୯୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୮,୫୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୫୦ ଟଙ୍କା ରହିଛି।

Migrant Labourer Shot Dead In Jammu And Kashmir
ପୁଣି ଟାର୍ଗେଟ୍‌ କିଲିଂ: ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ମଧ୍ୟରାତ୍ରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Indian Scientists Develop AI Algorithm
ଭାରତୀୟ ବୈଜ୍ଞାନିକଙ୍କ ଅନୁସନ୍ଧାନ: ହାର୍ଟବିଟ୍‌ରୁ ଜାଣିହେବ ଡାଇବେଟିସ୍‌ !

୧୨୬୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯାଇ ଡାଟା ସଂଗ୍ରହ କରାଯାଇଥିଲା।