ତିନି ମାସର ନିମ୍ନଗାମୀ ଟ୍ରେଣ୍ଡ ପରେ ପୁଣି ଊର୍ଦ୍ଧ୍ୱମୁଖା ହୋଇଛି ଖୁଚୁରା ମୁଦ୍ରାସ୍ଫୀତି ହାର ।
ବହୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି । ଏହାକୁ ଦମନ କରିବାକୁ NIA ରେଡ କରିଛି ।
ଆବେଦନ ଗ୍ରହଣ କରି ଶୁଣାଣି ଅନୁମତି ଦେଲେ
ବିଳମ୍ବ ହେଉଥିବା ଦେଖି ଗୁଗଲ ମ୍ୟାପ୍ ଚେକ୍ କରିବା ପରେ ରାସ୍ତା ଉପରେ କାର୍ ଛାଡି ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଥିଲେ ଡାକ୍ତର ଗୋବିନ୍ଦ।
ଏହାର ଭିଡିଓ ଗିନିଜ୍ ୱାର୍ଲଡ୍ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୫୦ ରହିଛି।
ପୁଣେର ଶିରୁର ତାଲୁକାର ଶିକ୍ରାପୁର ନିକଟ ପୁଣେ-ନାଗର ରାଜପଥରେ ଭୟଙ୍କର ଦୁର୍ଘଟଣା ।
ରାମ ମନ୍ଦିର ନିର୍ମାଣକୁ ନେଇ ରବିବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ସିଏଏକୁ ଚ୍ୟାଲେଞ୍ଜ କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ୨୦୧୯ ଡିସେମ୍ବର ୧୮ରେ ଶୁଣାଣି କରିଥିଲେ।
ଉତ୍ତରାଖଣ୍ଡର ପିଥୁରାଗଡ଼ ଜିଲ୍ଲାର ଧାରଚୁଲାରେ ସ୍ଥିତି ସଙ୍ଗୀନ। ବାଦଲ ଫଟା ବର୍ଷା ହେବାରୁ ଅଧ ରାତିରେ ଭାସିଲେ ଲୋକେ, ଭାଙ୍ଗିଲା ଘର। ପାର୍କିଂରେ ଥିବା କାର କୁଆଡେ ଗଲା ମିଳୁନି ଖବର।
ଜାଗରଣରୁ ଫେରୁଥିବା ବେଳେ ଝୁଣି ପକାଇଲା କୁକୁର, କୁକୁର କାମୁଡ଼ାରେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି ।
ମୋବାଇଲ୍ ଗେମିଂ ଫ୍ରଡର ତଦନ୍ତ ବେଳେ ମିଳିଲା ଟଙ୍କା
ଆଇନସିଦ୍ଧ ଡିଜିଟାଲ୍ ଋଣ ଆପ୍କୁ ନେଇ ରିଜର୍ଭ ବ୍ୟାଙ୍କ୍ ଏକ ତାଲିକା ପ୍ରସ୍ତୁତ କରିବ । କେବଳ ସେହି ଆପ୍ ଗୁଡିକ ଯେଭଳି ପ୍ଲେଷ୍ଟୋରରେ ଉପଲବ୍ଧ ରହିବ, ତାହା ନିଶ୍ଚିତ କରିବା ଲାଗି ଇଲେ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ କାମ କରିବ ।
ରାଣୀ ଏଲିଜେବେଥ ଦ୍ୱିତୀୟଙ୍କ ସମ୍ମାନାର୍ଥେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ।
କଂଗ୍ରେସ ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧି ? କହିଲେ, ୨୦୨୪ରେ ସବୁ ସ୍ପଷ୍ଟ ହେବ । ଆଗତ ଭବିଷ୍ୟତ ସ୍ଥିର କରିସାରିଛନ୍ତି କି ରାହୁଲ ?
ଜଣେ ଯୁବକଙ୍କ ଶରୀରରେ ନିଆଁ ଲଗାଇ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଅଗଷ୍ଟ ୩୧ରେ ଗଣେଶ ପୂଜା ପଡ଼ିଥିବା ବେଳେ ୧୦ ଦିନ ଧରି ହରିୟାଣାର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ପାଳନ ହୋଇଥିଲା। ତେବେ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।
ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଟ୍ରାଫିକ୍ ପୋଲିସ ଇ-ସ୍କୁଟରର ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବାରୁ ୨୫୦ ଟଙ୍କା ଫାଇନ୍ କାଟିଛନ୍ତି ।
କଂଗ୍ରେସର ‘ଭାରତ ଯୋଡା ଯାତ୍ରା’କୁ ନେଇ ବିଜେପିର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍। ଟି-ସାର୍ଟର ମୂଲ୍ୟକୁ ନେଇ ରାହୁଲଙ୍କୁ ଆକ୍ରମଣ କରିଛି ବିଜେପି। କଂଗ୍ରେସ ପ୍ରତିଆକ୍ରମଣରେ ମୋଦିଙ୍କ ସୁଟ୍ ଓ ଚଷମା କଥା ଉଠେଇଛି।
ଟ୍ୱିଟରର ଏହି ନୂଆ ଏଡିଟ୍ ଫିଚର ସମସ୍ତଙ୍କ ପାଇଁ ଉପଲ୍ଲବ୍ଧ ନୁହେଁ। କେବଳ ଟ୍ୱିଟର ବ୍ଳ୍ୟୁ ସବ୍ସ୍କ୍ରିପସନ୍ ଥିବା ୟୁଜର୍ସ ଏହି ନୂଆ ଏଡିଟ୍ ଫିଚରର ସୁବିଧା ଉଠାଇ ପାରିବେ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୨୮୦ ରହିଛି।
ଆଜାଦ୍ ମାର୍କେଟ ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ଆଜି ସକାଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପିଏମ୍ ମୋଦିଙ୍କ ଶୋକ । ବିଶ୍ୱ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଲା କହିଲେ ରାଷ୍ଟ୍ରପତି ।
ଇଣ୍ଡିଆ ଗେଟ୍ରେ ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ନେତାଜୀ ସୁଭାଷଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତିର ହୋଇଛି ଅନାବରଣ।
ନୂଆ ଭାରତର ନୂଆ ପରିଚୟ । ହଟିଲା ବ୍ରିଟିସ୍ ରାଜ୍ର ଆଉ ଏକ ଛାପ । ନୂଆଦିଲ୍ଲୀ ରାଜପଥର ନାଁ ହେଲା କର୍ତ୍ତବ୍ୟ ପଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭ ଉଦ୍ଘାଟନ କରିଛନ୍ତି ।