ବାଲିରେ ହୋଇଥିବା ଦୁଇ ଦିନିଆ ସମ୍ମିଳନୀ ଶେଷ ହେବା ପରେ ଜି-୨୦ ଘୋଷଣାନାମାରେ କୁହାଯାଇଛି, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ୟୁକ୍ରେନ ଯୁଦ୍ଧ ଶେଷ କରିବା ସପକ୍ଷରେ ମତ ଦେଇଛନ୍ତି ସମସ୍ତ ସଦସ୍ୟ ଦେଶ ।