/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707444305.jpg)
Today Panchang
କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୫ମୀ ଦିବା ୦୩.୧୬ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ ।
Advertisment
ଶୁଭ ସମୟ-
ଦିବା- ୦୯.୦୩ ରୁ ୧୦.୪୮
ଦିବା- ୦୧.୦୮ ରୁ ୦୧.୨୬
ଦିବା- ୦୪.୨୧ ରୁ ୦୫.୦୨
ସନ୍ଧ୍ୟା- ୦୫.୪୯ ରୁ ୦୬.୩୮
ରାତ୍ରି- ୦୯.୦୫ ରୁ ୧୧.୩୩
ରାତ୍ରି- ୦୨.୦୧ ରୁ ୦୩.୩୯
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୫୩ ରୁ ୦୪.୨୧
କାଳବେଳା- ଦିବା ୦୧.୨୬ ରୁ ୦୨.୫୩
ବାରବେଳା- ପ୍ରାତଃ ୦୭.୩୫ ରୁ ୦୯.୦୩
କାଳରାତ୍ରି- ସନ୍ଧ୍ୟା ୦୭.୨୧ ରୁ ୦୮.୫୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)