• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gold price today
କମିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ଟଙ୍କା ରହିଛି ।

Sonali Phogat
ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ୍‌ଙ୍କ ପରଲୋକ

୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

8 Year Old Delhi Girl Raped, Killed As She Knew Of Affair With Mother
ପ୍ରେମିକାର ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲା ୮ ବର୍ଷର ଶିଶୁ...

ଅଗଷ୍ଟ ୫ରେ ଶିଶୁକୁ ଅପହରଣ କରାଯାଇଥିଲା। ଏହାର କିଛିଦିନ ପରେ ଅର୍ଥାତ୍‌ ଅଗଷ୍ଟ ୧୮ରେ ଶିଶୁଟିର ମୃତଦେହ ଯମୁନା ନଦୀ କୂଳରୁ ଉଦ୍ଧାର ହେବାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।

  • Tuesday, 23 August 2022
  • Murder
Indian Army Aviation Corps ready to confront enemies
ପ୍ରତିଆକ୍ରମଣ ପାଇଁ ସଜାଗ ଭାରତୀୟ ସେନା, ଚାଲିଛି ଜୋରଦାର ପ୍ରସ୍ତୁତି

ପ୍ରତିକୂଳ ପାଣିପାଗ ପାଇଁ ପାହାଡ଼ିଆ ଅଞ୍ଚଳରେ ବାୟୁସେନାର ଅପରେସନରେ ବାଧା ଉପୁଜିଥାଏ। ଏହି ସମୟରେ ସେନା ଅପରେସନର ନେତୃତ୍ୱ ଥାଏ ଇଣ୍ଡିଆନ୍ ଆର୍ମି ଆଭିଏସନ୍।

Zomato Delivery Lady
କାଖରେ ଦୁଇ ଛୁଆଙ୍କୁ ଧରି ଜମାଟୋ ଡେଲିଭରି କରୁଛନ୍ତି ମହିଳା; ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ଏମିତି ଏକ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମହିଳା ଜଣଙ୍କ ସାଙ୍ଗରେ ଦୁଇଟି କୋମଳମତୀ ଶିଶୁଙ୍କୁ ଧରି ଖରାତରାରେ ଫୁଡ୍‌ ଡେଲିଭରି କରୁଛନ୍ତି ।

Special story
ବିଦେଶ ଯିବାରେ ବିଳମ୍ବ ହେବାରୁ ଜୀବନ ହାରିଲେ ଯୁବକ : ମୃତ୍ୟୁର ଦିନକ ପରେ ଆସିଲା VISA

ଅଧାରେ ରହିଗଲା ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବା ସ୍ୱପ୍ନ ।

Manish Sisodia
'ବିଜେପିରେ ମିଶି ଯାଅ, ସବୁ କେସ୍‌ ଉଠିଯିବ'

ସିସୋଦିଆଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଗୁଡ଼ିକ ପ୍ରତ୍ୟାହାର କରିବା ପାଇଁ ବିଜେପି ତାଙ୍କୁ କିଛି ପ୍ରସ୍ତାବ ଦେଇଥିବା ସେ ଦାବି କରିଛନ୍ତି।

ISIS Bomber Planned Attack On Indian Leader
ISIS ଟାର୍ଗେଟରେ ଭାରତର ଜଣେ ବଡ଼ ନେତା ! ହତ୍ୟା ପାଇଁ ହୋଇଥିଲା ପ୍ଲାନ୍‌

ISIS ଆତଙ୍କବାଦୀ ଜଣକ ତୁର୍କୀର ବୋଲି ଜଣାପଡ଼ିଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଭାରତର କେଉଁ ବଡ଼ ନେତାଙ୍କୁ ISIS ଟାର୍ଗେଟ କରିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। 

Special story
‘ବାପାଙ୍କ ପେନସନ୍ କରାଇ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ସାର୍‌’ : ହାତଯୋଡ଼ି ଗୁହାରୀ କଲେ ଅନାଥ ଭାଇଭଉଣୀ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପେନସନ୍‌ ମିଳୁନାହିଁ । ଆମେ କ’ଣ କରିବୁ, ଖାଇବୁ କ’ଣ ରହିବୁ କେମିତି ?

UPI payments to be charged?
UPI ପେମେଣ୍ଟ କଲେ ଲାଗିବ କି ଅଧିକ ଚାର୍ଜ ?

ଦେଶରେ ଡିଜିଟାଲ୍‌ ପେମେଣ୍ଟକୁ ପ୍ରୋତ୍ସାହନ କରିବା ଲାଗି ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଡିଜିଟାଲ୍‌ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ସହାୟତା ଘୋଷଣା କରାଯାଇଥିଲା।

gold rate today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୧୦୦ଟଙ୍କାରେ ବିକ୍ରି ହେଉଛି ।

Special story
ଗୁଇନ୍ଦାଗିରି କରୁଥିଲା ପାକ୍‌ରୁ ଆସିଥିବା ହିନ୍ଦୁ ଶରଣାର୍ଥୀ : ଦିଲ୍ଲୀରୁ ଗିରଫ

ଦିଲ୍ଲୀର ବହୁ ସମ୍ବେଦନଶୀଳ ସ୍ଥାନ ସମ୍ପର୍କରେ ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିଲା ପାକିସ୍ତାନୀ ଗୁପ୍ତଚର ।

Murder accused cuts birthday cake while sitting inside police van
ପୋଲିସ୍‌ ଭ୍ୟାନ୍‌ରେ ବସି ବର୍ଥ ଡେ’ କେକ୍‌ କାଟିଲା ହତ୍ୟା ଅଭିଯୁକ୍ତ, ଭିଡିଓ ଭାଇରାଲ୍‌...

ଜଣେ ହତ୍ୟା ଅଭିଯୁକ୍ତ ପୋଲିସ୍‌ ଭ୍ୟାନ୍‌ ଭିତରେ ବସି ଜନ୍ମଦିନ ପାଳୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ସମର୍ଥକମାନେ ସାଙ୍ଗରେ କେକ୍‌ ଆଣିବା ସହ ଭ୍ୟାନ୍‌ ଭିତରେ ବସିଥିବା ଅଭିଯୁକ୍ତ ରୋଶନ ଝା’ଙ୍କୁ ଏହାକୁ କାଟିବା ପାଇଁ କହିଥିଲେ।

Special story
ତାମିଲନାଡ଼ୁ ଯୁବକଙ୍କ ଭାଗ୍ୟ ବଦଳିଲା ! ଜୁଗାଡ଼ରେ ତିଆରି ଇଲେକ୍ଟ୍ରିକ୍‌ ଜିପ୍‌ର ଦିୱାନା ହେଲେ ଆନନ୍ଦ ମହିନ୍ଦ୍ରା

ଇଲେକ୍ଟ୍ରିକ୍ ଜିପ୍ ତିଆରି କରିଛନ୍ତି ତାମିଲନାଡୁର ବାସିନ୍ଦା A. Gautham । ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ ତାଙ୍କ ଗାଡ଼ି ଭାରି ପସନ୍ଦ ଆସିଛି ।

Rahul Gandhi
ଅଣଗାନ୍ଧି ପରିବାର ହାତକୁ ଯିବ କଂଗ୍ରେସ ! ରାହୁଲ-ସୋନିଆ ଅରାଜି, ପ୍ରିୟଙ୍କା ଫ୍ଲପ୍

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।

manish-sisodia
ED ରେଡ୍‌କୁ ଅସନ୍ତୋଷ ଜାହିର କଲେ ସିସୋଦିଆ, କହିଲେ ମୋଦି ଜି ଏସବୁ କି ଡ୍ରାମା ଚାଲିଛି..?

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।

Special story
ଲୋନ୍ ଆପ୍‌ ମାଧ୍ୟମରେ ୫୦୦ କୋଟି ଠକେଇ : ଚୀନ୍‌କୁ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ପଠାଉଥିଲେ ଅଭିଯୁକ୍ତ

ପୋଲିସ୍‌ ହାତରେ ଧରାପଡ଼ିଲା ୟୁପିର ଠକ୍‌ ଗ୍ୟାଙ୍ଗ୍‌ । ଆପ୍‌ ଜରିଆରେ ଠକୁଥିଲେ, ଏବେ ଧରାପଡ଼ିଲେ ।

Special story
ଗର୍ତ୍ତ ପାଇଁ ସଡ଼କ ଦୁର୍ଘଟଣା ହେଲେ ଦାୟୀ ରହିବେ ଜିଲ୍ଲାପାଳ : କେରଳ ହାଇକୋର୍ଟ

ସଡ଼କ ଦୁର୍ଘଟଣାରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ଏଥିପାଇଁ ଦାୟୀ କିଏ ରହିବ ?

Manish Sisodia
ସିସୋଦିଆଙ୍କୁ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌, ଆଉ ଘୁଞ୍ଚିପାରିବେନି..

ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ପ୍ରତିବନ୍ଧକ। ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି।

Nfhs survey exposed women have more sex partners than men
ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି : NFHS

NFHSର ରିପୋର୍ଟରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି। ଦେଶର ୭୦୭ଟି ଜିଲ୍ଲାର ୧.୧ ଲକ୍ଷ ମହିଳା ଏବଂ ୧ ଲକ୍ଷ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଗ୍ରାମୀଣ ମହିଳା ଅଧିକ ଅଛନ୍ତି

Police Seeking Help
ଆସାମୀ ଧରିବାକୁ ବାବାଙ୍କ ସାହାରା ନେଲେ ପୋଲିସ ବାବୁ, ଚାକିରି ପଳେଇଲା

ପୋଲିସ ବାବୁ ଆସାମୀକୁ ଧରିବା ପାଇଁ ଆତ୍ମଘୋଷିତ ବାବାଙ୍କ ସାହାଯ୍ୟ ମାଗୁଥିବାର ଭିଡିଓ ଭାଇରାଲ ହେବା ପରେ ସସ୍‌ପେଣ୍ତ ହେଲେ ASI ।

OLA
OLAକୁ ଝଟ୍‌କା ! ଅଧିକ ଟଙ୍କା ଚାର୍ଜ କରୁଥିଲା, ଏବେ ଫସିଲା..

ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ ।

Mumbai Police receives threat of '26/11 style' attacks
ପାକିସ୍ତାନ ନମ୍ବରରୁ ଆସିଲା ମେସେଜ୍‌: ପୁଣି ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ ଧମକ

ମୁମ୍ବାଇ ପୋଲିସ୍‌ ଟ୍ରାଫିକ୍‌ କଣ୍ଟ୍ରୋଲକୁ ଏକ ପାକିସ୍ତାନୀ ନମ୍ବରରୁ ହ୍ୱାଟ୍ସଆପ୍‌ରେ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ସହରରେ ୨୬/୧୧ ଭଳି ଆକ୍ରମଣ କରି ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।

gold rate today
କମିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୩୦୦ଟଙ୍କାରେ ବିକ୍ରି ହେଉଛି ।