• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Eknath Shinde
ଜଳି ଯାଉଥିଲା ଗାଡ଼ି; କାରକେଡ୍‌ ଅଟକାଇ ଜୀବନର ମୂଲ୍ୟ ବୁଝାଇଲେ ମୁଖ୍ୟମନ୍ତ୍ରୀ

ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦାମୀ କାର୍‌ଠୁ ଜୀବନ ଅଧିକ ମୂଲ୍ୟବାନ ବୋଲି ଜଣେ ବ୍ୟକ୍ତିଙ୍କୁ ପରାମର୍ଶ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Bihar Minister Calls Himself
ମନ୍ତ୍ରୀ କହିଲେ- ‘ଆମ ଡିପାର୍ଟମେଣ୍ଟରେ ଅନେକ ଚୋର ଅଛନ୍ତି, ମୁଁ ସେମାନଙ୍କ ସର୍ଦ୍ଦାର’

କୃଷିମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଯେ, ‘ମୋ ଉପରେ ମଧ୍ୟ ଆହୁରି ଅନେକ ସର୍ଦ୍ଦାର ଅଛନ୍ତି। ଯଦିଓ ସରକାର ବଦଳିଛନ୍ତି, ହେଲେ କାର୍ଯ୍ୟ କରିବା ଶୈଳୀ ସମାନ ରହିଛି।’

gold price today
Today Gold Price - 13th Sept : ଜାଣନ୍ତୁ ଆଜିର ସୁନା ମୂଲ୍ୟ କେତେ ରହିଛି

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୦୦ ରହିଛି।

Delhi CM Arvind-kejriwal
ଅଟୋ ଡ୍ରାଇଭରଙ୍କ ଘରେ ରାତ୍ରି ଭୋଜନ କଲେ ମୁଖ୍ୟମନ୍ତ୍ରୀ

ପ୍ରଜାଙ୍କ ଘରେ ରାଜା କରିଲେ ଭୋଜନ। ସାଧାରଣ ଲୋକଟିଏ ପାଇଁ ଏହାଠାରୁ ବଡ ଖବର ଆଉ କ’ଣ ହୋଇପାରେ ! ଖୁସିରେ ଉଛୁଳୁ ଥିଲା ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନିଙ୍କ ଘର। ସକାଳୁ ସକାଳୁ ରୋଷେଇରେ ଲାଗି ପଡିଥିଲେ ପୂରା ପରିବାର। ତାଙ୍କ ଘରେ ଭୋଜନ କରିବେ ନିଜେ ମୁଖ୍ୟମନ୍ତ୍ରୀ।

 Fire Breaks Out In Electric Scooter Showroom In Hyderabad
ଜଳିଗଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଶୋ’ ରୁମ୍‌: ୮ ମୃତ, ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂରୁ ତଳକୁ ଡେଇଁଲେ ଲୋକେ

ନିଆଁ ଲାଗିବା ଫଳରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

BDO gives Free Coaching for Civil Service Exam
ବିଡିଓ ହେବ ତ ଏମିତି: IAS-OAS ପରୀକ୍ଷା ପାଇଁ ପିଲାଙ୍କୁ ଦେଉଛନ୍ତି ମାଗାଣା କୋଚିଂ

ବିଡିଓଙ୍କ ମହାନତା । ପିଲାଙ୍କ ଭବିଷ୍ୟତ ପାଇଁ ଯୋଗାଇ ଦେଲେ ମାଗଣା କୋଚିଂ ସେଣ୍ଟର ।

Inflation
ବଢ଼ିଲା ମୁଦ୍ରାସ୍ଫୀତି, ଜୁଲାଇରେ ଥିଲା ୬.୭୧% ଏବେ ୭%

ତିନି ମାସର ନିମ୍ନଗାମୀ ଟ୍ରେଣ୍ଡ ପରେ ପୁଣି ଊର୍ଦ୍ଧ୍ୱମୁଖା ହୋଇଛି ଖୁଚୁରା ମୁଦ୍ରାସ୍ଫୀତି ହାର ।

NIA
ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ ଲିଙ୍କ ମାମଲରେ ୫ ରାଜ୍ୟର ୬୦ଟି ସ୍ଥାନରେ NIA ର ଚଢ଼ାଉ

ବହୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି । ଏହାକୁ ଦମନ କରିବାକୁ NIA ରେଡ କରିଛି ।

Bengaluru Doctor Leaves Car
ଗୁରୁତର ରୋଗୀକୁ ବଞ୍ଚାଇବା ପାଇଁ ୩ କିମି ଦୌଡ଼ିଲେ ଡ଼ାକ୍ତର

ବିଳମ୍ବ ହେଉଥିବା ଦେଖି ଗୁଗଲ ମ୍ୟାପ୍‌ ଚେକ୍‌ କରିବା ପରେ ରାସ୍ତା ଉପରେ କାର୍‌ ଛାଡି ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଥିଲେ ଡାକ୍ତର ଗୋବିନ୍ଦ।

Guinness World Record
କାର୍‌ରେ ୨୭ ଜଣ ବସି ଗିନିଜ୍‌ ୱାର୍ଲଡ୍‌ ରେକର୍ଡ

ଏହାର ଭିଡିଓ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।

gold price today
Today Gold Price - 12th Sept :୫୨ ହଜାର ଟପିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୫୦ ରହିଛି।

accident
କାରକୁ ୨କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ିନେଲା କଣ୍ଟେନର୍‌, ଭିତରେ ଥିଲେ ୪ ଜଣ

ପୁଣେର ଶିରୁର ତାଲୁକାର ଶିକ୍ରାପୁର ନିକଟ ପୁଣେ-ନାଗର ରାଜପଥରେ ଭୟଙ୍କର ଦୁର୍ଘଟଣା ।

ram mandir
୨୦୨୪ ଜାନୁଆରୀରେ ଅଯୋଧ୍ୟାକୁ ବିଜେ କରିବେ ଶ୍ରୀରାମ

ରାମ ମନ୍ଦିର ନିର୍ମାଣକୁ ନେଇ ରବିବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Supreme Court
୨୨୦ଟି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ସିଏଏକୁ ଚ୍ୟାଲେଞ୍ଜ କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ୨୦୧୯ ଡିସେମ୍ବର ୧୮ରେ ଶୁଣାଣି କରିଥିଲେ।

Uttarakhand
ଉତ୍ତରାଖଣ୍ଡର ସ୍ଥିତି ସଙ୍ଗୀନ: ଭାଙ୍ଗିଲା ଘର, ଭାସିଲା କାର

ଉତ୍ତରାଖଣ୍ଡର ପିଥୁରାଗଡ଼ ଜିଲ୍ଲାର ଧାରଚୁଲାରେ ସ୍ଥିତି ସଙ୍ଗୀନ। ବାଦଲ ଫଟା ବର୍ଷା ହେବାରୁ ଅଧ ରାତିରେ ଭାସିଲେ ଲୋକେ, ଭାଙ୍ଗିଲା ଘର। ପାର୍କିଂରେ ଥିବା କାର କୁଆଡେ ଗଲା ମିଳୁନି ଖବର।

Special story
ଗୁପ୍ତାଙ୍ଗକୁ କାମୁଡ଼ି ପକାଇଲା କୁକୁର : ଯୁବକଙ୍କ ପରିଶ୍ରାନଳୀ ସମ୍ପୂର୍ଣ୍ଣ ନଷ୍ଟ

ଜାଗରଣରୁ ଫେରୁଥିବା ବେଳେ ଝୁଣି ପକାଇଲା କୁକୁର, କୁକୁର କାମୁଡ଼ାରେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି ।

Special story
ବ୍ୟବସାୟୀଙ୍କ ଘରୁ ମିଳିଲା ୧୭କୋଟି : ଘର ଭିତରେ ଟଙ୍କାର ପାହାଡ଼

ମୋବାଇଲ୍ ଗେମିଂ ଫ୍ରଡର ତଦନ୍ତ ବେଳେ ମିଳିଲା ଟଙ୍କା

Illegal loan Apps
ଡିଜିଟାଲ ଠକେଇ ଉପରେ ଲାଗିବ ଅଙ୍କୁଶ! ପ୍ଲେ ଷ୍ଟୋର୍‌ରୁ ହଟିବ ବେଆଇନ୍‌ ଲୋନ୍‌ ଆପ୍‌

ଆଇନସିଦ୍ଧ ଡିଜିଟାଲ୍ ଋଣ ଆପ୍‌କୁ ନେଇ ରିଜର୍ଭ ବ୍ୟାଙ୍କ୍ ଏକ ତାଲିକା ପ୍ରସ୍ତୁତ କରିବ । କେବଳ ସେହି ଆପ୍ ଗୁଡିକ ଯେଭଳି ପ୍ଲେଷ୍ଟୋରରେ ଉପଲବ୍ଧ ରହିବ, ତାହା ନିଶ୍ଚିତ କରିବା ଲାଗି ଇଲେ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ କାମ କରିବ ।

Queen Elizabeth II
ବ୍ରିଟେନ ରାଣୀଙ୍କ ବିୟୋଗରେ ଆଜି ଭାରତରେ ରାଷ୍ଟ୍ରୀୟ ଶୋକ

ରାଣୀ ଏଲିଜେବେଥ ଦ୍ୱିତୀୟଙ୍କ ସମ୍ମାନାର୍ଥେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ।

Rahul Gandhi
ସଭାପତି ହେବେ କି ନାହିଁ ? ପ୍ରଶ୍ନର ଉତ୍ତର ଦେଲେ ରାହୁଲ, କହିଲେ..

କଂଗ୍ରେସ ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧି ? କହିଲେ, ୨୦୨୪ରେ ସବୁ ସ୍ପଷ୍ଟ ହେବ । ଆଗତ ଭବିଷ୍ୟତ ସ୍ଥିର କରିସାରିଛନ୍ତି କି ରାହୁଲ ?

Youth Set On Fire In Jharkhand
ଯୁବକଙ୍କୁ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ...

ଜଣେ ଯୁବକଙ୍କ ଶରୀରରେ ନିଆଁ ଲଗାଇ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

7 Drown In Haryana During Ganesh Idols' Immersion
ଗଣେଶ ଭସାଣି ବେଳେ ଅଭାବନୀୟ ଘଟଣା: ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ଭାସିଗଲେ ୭ ଜଣ

ଅଗଷ୍ଟ ୩୧ରେ ଗଣେଶ ପୂଜା ପଡ଼ିଥିବା ବେଳେ ୧୦ ଦିନ ଧରି ହରିୟାଣାର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ପାଳନ ହୋଇଥିଲା। ତେବେ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।

E-Scooter
ଟ୍ରାଫିକ୍‌ ପୋଲିସଙ୍କ ଚାଲାଣ କାଟିବା ନିଶା; ଇ-ସ୍କୁଟରର କାଟିଲେ ପଲ୍ୟୁସନ୍‌ ଚାଲାଣ

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଟ୍ରାଫିକ୍‌ ପୋଲିସ ଇ-ସ୍କୁଟରର ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନଥିବାରୁ ୨୫୦ ଟଙ୍କା ଫାଇନ୍‌ କାଟିଛନ୍ତି ।

Rahul Gandhi t-shirt price controversy
ରାହୁଲଙ୍କ ଟି-ସାର୍ଟକୁ ନେଇ କଂଗ୍ରେସ-ବିଜେପି ଯୁଦ୍ଧ

କଂଗ୍ରେସର ‘ଭାରତ ଯୋଡା ଯାତ୍ରା’କୁ ନେଇ ବିଜେପିର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍। ଟି-ସାର୍ଟର ମୂଲ୍ୟକୁ ନେଇ ରାହୁଲଙ୍କୁ ଆକ୍ରମଣ କରିଛି ବିଜେପି। କଂଗ୍ରେସ ପ୍ରତିଆକ୍ରମଣରେ ମୋଦିଙ୍କ ସୁଟ୍ ଓ ଚଷମା କଥା ଉଠେଇଛି।