ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ୧୨ରୁ ଅଧିକ ନିୟମରେ ପରିବର୍ତ୍ତନ ପାଇଁ ଯୋଜନା କରାଯାଉଛି। ୪୮ତମ ଜିଏସ୍ଟି ପରିଷଦ ବୈଠକରେ ପାନ-ମସାଲା, ଗୁଟ୍ଖା ଭଳି ଜିନିଷ ଉପରେ ଅତିରିକ୍ତ ଟିକସ ଲାଗୁ ପାଇଁ ବିଚାର କରାଯାଇପାରେ।