ପପୁଲାର୍ ଇ-କମର୍ସ ସାଇଟ୍ ଆମାଜନ୍(Amazon) ଏହାର ଏକ ସେବା ବନ୍ଦ କରିବାକୁ ଯାଉଛି। ଯଦ୍ୱାରା ଅନେକ ୟୁଜର୍ସ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି।
ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି।
ରାସ୍ତାକଡ଼ରେ ବସି ଦଶାହ ଭୋଜି ଖାଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର୍। କାର୍ଟି ଏତେ ଜୋରରେ ଆସିଥିଲା ଯେ, ଗାଡ଼ି ଧକ୍କାରେ ଏକ ଦୋକାନ ମଧ୍ୟ ଭାଙ୍ଗିଯାଇଛି।
ଯେଉଁ ଯବାନଙ୍କ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟି ପରେ ଫାୟାରିଂ ହୋଇଥିଲା ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ଯବାନ ସେମାନଙ୍କର ସାଥୀଙ୍କ ଉପରକୁ AK 47ରୁ ଫାୟାରିଂ କରିଥିଲେ।
ଇସ୍ରୋର ଐତିହାସିକ ମିଶନ। ମହାକାଶକୁ ଗଲା PSLV-C54 ରକେଟ୍।
ରାମାୟଣ ପରେ ଜଗନ୍ନାଥ। ଭାରତ ଜାଣିବ ମହାପ୍ରଭୁ ଜଗନ୍ନାଥଙ୍କ ଗାଥା। ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ। ଆଜି ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି ଏହି ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା। ରେଳମନ୍ତ୍ରୀ କହିଛନ୍ତି- ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଚାଲିବ ଜଗନ୍ନାଥ ଏକ୍ସପ୍ରେସ। ଭାରତୀୟ ସଂସ୍କୃତିର ପ୍ରଚାର ଲକ୍ଷ୍ୟରେ ଭାରତ ଗୌରବ ପ୍ରକଳ୍ପର ଏହା ହେବ ଅନ୍ୟତମ ପ୍ରମୁଖ ଅଂଶ। ପୂର୍ବରୁ ଏହି ପ୍ରକଳ୍ପ ଅଧିନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଚାଲୁଛି
ଟ୍ରେନ୍ମ୍ୟାନ୍ ଆପ୍ ଏହାର ନୂଆ ଫିଚର୍ 'Trip Assurance' ଲଞ୍ଚ୍ କରିଛି। ଏହି ନୂଆ ଫିଚ୍ର ଅନୁଯାୟୀ, ଯେଉଁ ଯାତ୍ରୀଙ୍କ ଟିକେଟ୍ ୱେଟ୍ଲିଷ୍ଟ୍ରେ ଅଛି, ଏଭଳି ସ୍ଥଳେ ଯାତ୍ରୀଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ କମ୍ପାନୀ ପକ୍ଷରୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଥାଏ।
୯ଟି ସାଟେଲାଇଟ୍କୁ ନେଇ PSLV-C54 ଉତ୍କ୍ଷେପଣ କରାଯାଇଛି। ଓସେନ୍ସାଟ୍ ସାଟେଲାଇଟ୍ ସହ ୮ଟି ନାନୋ ସାଟେଲାଇଟ୍ ଇସ୍ରୋ ପଠାଇଛି।
ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହ ୩ ଜଣ ବ୍ୟକ୍ତି ଖଟି କରୁଥିବା ଭିଡିଓ ଭାଇରାଲ୍ ।
ଦେଶର ପ୍ରତି ନାଗରିକ ସମ୍ବିଧାନ ସଂପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।
୨୬/୧୧(26/11 Mumbai Attack) କଳାଦିନକୁ ପୂରିଲା ୧୪ ବର୍ଷ । ଆଜି ବି କାନରେ ପଡ଼ୁଛି ସେହି ଗୁଳି ଶବ୍ଦ, ସେହି କାନ୍ଦବୋବାଳିର କରୁଣ ସ୍ୱର
ଫରିଦାବାଦରୁ ଅଞ୍ଚଳରୁ ଏକ ସନ୍ଦେହଜନକ ସୁଟ୍କେସ୍ ମିଳିଛି। ଏହା ଭିତରେ ମୃତଦେହର କିଛି ଅଂଶ ଥିବା ଜଣାପଡ଼ିଛି। ତେଣୁ ଏହି ଘଟଣା ଦିଲ୍ଲୀର ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା ସହ ଲିଙ୍କ୍ ଥାଇପାରେ ବୋଲି ପୋଲିସ୍ ସନ୍ଦେହ କରୁଛି।
ସାବାସ୍ !! ପୋଲିସ୍ ହେବ ତ ଏମିତି...ଚଳନ୍ତା ଗାଡି ସାମ୍ନାକୁ ଆସିଲେ, ଚୋରକୁ ଧରିଲେ...ଭାଇରାଲ ହେଲା କନେଷ୍ଟବଳଙ୍କ ସାହସିକତାର ଭିଡିଓ
ଏ ସମ୍ପର୍କିତ ନିୟମାବଳୀ ସବୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି।
ଅମିତାଭଙ୍କ ନାଁ, ଚେହେରା, କଣ୍ଠସ୍ବର... ସବୁର ରହିଛି ନିଜସ୍ବ ପରିଚୟ, ଅମାପ ଲୋକପ୍ରିୟତା।
ତିଳେ ମାତ୍ର ଭୟ ନକରି କିମ୍ବା ଗାଡ଼ିକୁ ଲୋଭ ନକରି ଚଳନ୍ତା ଗାଡ଼ିରୁ ସିଧା ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କ ଗାଡ଼ି ତଳେ ପଡ଼ିଥିଲେ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୭୩୦ ଟଙ୍କା ରହିଛି
ଘଟଣାକୁ ଚପାଇବା ପାଇଁ ଗର୍ଲଫ୍ରେଣ୍ଡ୍ ନିଜ ସ୍ୱାମୀ ଓ ଭାଇଙ୍କ ସହ ମିଶି ମୃତଦେହକୁ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରି ବାହାରେ ଫିଙ୍ଗି ଦେଇଥିଲେ। ହେଲେ ପୋଲିସ୍କୁ ଏହି ବ୍ୟାଗ୍ ମିଳିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା।
ଗତ ଦୁଇ ଦିନ ଧରି ପଲିଗ୍ରାଫ ଟେଷ୍ଟରେ ଶ୍ରଦ୍ଧା ମର୍ଡରର ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୃଶ୍ୟମ ଫିଲ୍ମ ଦେଖି ଆଫତାବ ଭିଆଇଥିଲା ଏହି କାଣ୍ତ ।
କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ।
ଜହ୍ଲାଦ ପ୍ରେମିକ ତଥା ଅଭିଯୁକ୍ତ ଅଫତାବ୍ ପୁନାୱାଲା ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି। ଶ୍ରଦ୍ଧାଙ୍କୁ କେମିତି ହତ୍ୟା କରିଥିଲା, ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କେଉଁଠି ଫିଙ୍ଗିଥିଲା...ସବୁକିଛି ଗୋଟି ଗୋଟି କରି ଅଫତାବ୍ ପୋଲିସ୍ ଆଗରେ କହିଛି।
ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି।
ମହାରାଷ୍ଟ୍ର, ଗୁଜରାଟ, ବିହାର, ଝାଡ଼ଖଣ୍ଡ, ହରିୟାଣା ଓ କେରଳ ଆଦି ୬ଟି ରାଜ୍ୟରେ ମାତିଛି ମିଳିମିଳା । ତେବେ ମୁଣ୍ଡବିନ୍ଧାର କାରଣ ସାଜିଛି ମୁମ୍ବାଇ । ଛୋଟ ଛୁଆଙ୍କ ଜୀବନ ନେଉଛି ମିଳିମିଳା ।
ମୁମ୍ବାଇର ୭ଟି ସ୍ଥାନକୁ ମିଳିମିଳା ହଟ୍ସ୍ପଟ୍ କୁହାଯାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ୨୩୩କୁ ବଢ଼ିଛି । ଆଖପାଖ ମାଲେଗା, ଥାନେ, ନାସିକ ଆଦି ଅଞ୍ଚଳରେ ମଧ୍ୟ ବ୍ୟାପୁଛି ସଂକ୍ରମଣ ।
ଦିଲ୍ଲୀର ଉପରାଜ୍ୟପାଳ ଇମାମ ସହି ଅହମ୍ମଦ ବୁଖାରୀଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ହଟାଇବାକୁ ଅନୁରୋଧ କରିଥିଲେ ।