ପ୍ରେମ ଦିବସରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ । ହସି ହସି ବେଦମ୍ ହେଲେ ୟୁଜର୍ସ ।
୧୪ ଫେବୃୟାରୀ ୨୦୧୯, ସମୟ ୩ଟା ୧୫ ମିନିଟ୍। ଶ୍ରୀନଗର- ଜମ୍ମୁ ରାଜପଥରେ ଚାଲୁଥାଏ CRPF ଯବାନଙ୍କ ବିରାଟ କାଫିଲା। ୭୮ଟି ବସରେ ଅଢେଇ ହଜାର ଯବାନ ଟ୍ରାନଜିଟ କ୍ୟାମ୍ପରୁ ଫେରୁଥିଲେ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହି ଉପହାର କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲେଖିଲେ, ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍
ଥରେ ୯୯,୦୦୦ ଟଙ୍କା ପେମେଣ୍ଟ କରନ୍ତୁ ସାରା ଜୀବନ ମାଗଣାରେ ଗୁପଚୁପ୍ ଖାଆନ୍ତୁ । ଚର୍ଚ୍ଚାରେ ଗୁପଚୁପ୍ ବିକାଳୀଙ୍କ ଏହି ଅନଲିମିଟେଡ୍ ଅଫର୍ ।
ହାଲ୍ଲା ପଡିଗଲା ବାହାଘର ମଣ୍ଡପକୁ ବାଘ ଆସିଲା। ଯିଏ ଯୁଆଡେ ପାଇଲେ ଧାଇଁଲେ। ବେଦୀ ଛାଡି କନ୍ୟା ଦୌଡିବାକୁ ଲାଗିଥିଲେ ଆଉ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଳାଇଥିଲେ ।
ସେଦିନ ଭୟଙ୍କର ବିସ୍ଫୋରଣରେ ଥରି ଯାଇଥିଲା ପୁଲଓ୍ବାମା। ପ୍ରେମ ଦିବସରେ ପାକସ୍ତାନୀ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି। ସେ କଥା ମନେ ପଡିଲେ ଥରି ଯାଉଛି ଛାତି। ରାଗରେ ଦେହର ରକ୍ତ ହୋଇଯାଉଛି ଗରମ ।
ନୂତନ ଆୟକର ବିଲ୍ରେ ସାଧାରଣ ଲୋକଙ୍କ ପାଇଁ ଇନ୍କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନ ପ୍ରଚଳିତ ଆୟକର ଟିକସ ୧୯୬୧ର ସ୍ଥାନ ନେବ ।
ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ।
ଅଯୋଧ୍ୟା ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ବତନ୍ତ୍ର ରୀତିନୀତିରେ ସରଜୁ ନଦୀରେ ତାଙ୍କୁ ଜଳ ସମାଧି ଦିଆଯାଇଛି ।
ବାପା-ମାଆଙ୍କୁ ଅଶ୍ଳୀଳ କମେଣ୍ଟ କରିବା ପଡ଼ିଲା ମହଙ୍ଗା। ରଣବୀରଙ୍କୁ ମିଳିଲା ସୋସିଆଲ ମିଡିଆ ଦଣ୍ଡ। କ୍ୟାରିୟର ଉପରେ ଛାଇ ଯାଇଛି ସଙ୍କଟର କଳା ବାଦଲ ।
ଟେକ୍ନୋଲୋଜି, ଉତ୍ପାଦନ ଏବଂ ନବସୃଜନ କ୍ଷେତ୍ରରେ ଜାପାନ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ଦେଶ । ଛୋଟ ଆକାର ସତ୍ତ୍ୱେ ଶ୍ରେଷ୍ଠ ୧୦ରେ ସ୍ଥାନ ସୁରକ୍ଷିତ କରେ । ଶକ୍ତିଶାଳୀ ଅର୍ଥନୀତି ପାଇଁ ଜଣାଶୁଣା ଜାପାନ ବିଶ୍ୱ ବାଣିଜ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ବୈଷୟିକ ପ୍ରଗତିରେ ଆଗେଇଥାଏ ।
ରଜତ ଓ ମନୁ ପରସ୍ପରକୁ ପ୍ରେମ କରୁଥିଲେ । ମାତ୍ର ଜାତି ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକ ବିରୋଧ କରିଥିଲେ। ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ।
ଭାରତୀୟ ନୌସେନାକୁ ଅପଗ୍ରେଡ କରିବା ସହ ଏହାକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା କରୁଛନ୍ତି ଭାରତ ସରକାର। ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଏମକୁ ସାମିଲ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ରହିଥିବା ବେଳେ ଏହି ବିମାନ କିଣା ପ୍ରକ୍ରିୟା ତ୍ବରିତ ହେବ ବୋଲି ଜଣାପଡିଛି।
ବୁଧବାର ଲକ୍ଷ୍ମୌର ପାରା ଥାନା ଅଞ୍ଚଳରେ ଥିବା ଏମଏମ ଲେନରେ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀ , ଗେଷ୍ଟମାନେ ଭୋଜି ଖାଉଥିଲେ। ବିବାହ ମଣ୍ଡପରେ ବରକନ୍ୟାଙ୍କ ବିବାହ ଚାଲିଥିଲା। ଏହି ସମୟରେ ବିବାହ ଉତ୍ସବକୁ ପଶିଆସିଲା କଲାପତରିଆ ବାଘ। ।
ଛାତ୍ରୀ ଜଣକ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ରୁମ୍ରେ ବନ୍ଦ ହୋଇ ରହିଥିଲେ। ଯେତେବେଳେ ସେ ହଷ୍ଟେଲ ରୁମର କବାଟ ଖୋଲି ନଥିଲେ, ତାଙ୍କ ସାଙ୍ଗମାନେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ଶେଷରେ, ପୋଲିସ ଆସି କବାଟ ଖୋଲିଥିଲା। ହେଲେ ସେତେବେଳକୁ ସେ ନିଜକୁ ଶେଷ କରିସାରିଥିଲେ।
ଅଶ୍ଳୀଳ କମେଣ୍ଟ ବିବାଦକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ କମେଡିଆନ ସମୟ ରୈନା । ନିଜର ବିବାଦୀୟ ସୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସବୁ ଭିଡିଓ ଡିଲିଟ୍ କଲେ ।
ହାଇଦ୍ରାବାଦର ଟାପ୍ପାଚବୁତରା ଅଞ୍ଚଳରେ ରହିଥିବା ଜୀରା ହନୁମାନ ମନ୍ଦିର ପରିସରରେ ଏଭଳି ଘଟଣା ଦେଖବାକୁ ମିଳିଥିଲା। ବୁଧବାର ମନ୍ଦିର ମଧ୍ୟକୁ ଆସିବା ବେଳକୁ ପୂଜକ ପ୍ରଥମେ ଏଭଳି ଘଟଣା ଦେଖିଥିଲେ। ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ।
କେରଳj ଏକ ସରକାରୀ ନର୍ସିଂ କଲେଜରେ ସୀମା ଟପିଲା ରାଗିଂ । ଜୁନିୟରଙ୍କୁ ଉଲଗ୍ନ କରି ଗୁପ୍ତାଙ୍ଗରେ ଝୁଲାଇଲେ ଡମ୍ବଲ୍ ।
ପୋତାଧନ ପାଇବାକୁ ନରବଳି । ଭଣ୍ଡ ଜ୍ୟୋତିଷ କଥାରେ ପଡି ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହାଣି ବଳି ପକାଇଲା ରୋଷେୟା ।
ଔରଙ୍ଗଜେବଙ୍କ ପିତା ସାହାଜାହାନ ୧୬୫୬ରେ ଖୁବ ରୋଗଗ୍ରସ୍ତ ହୋଇପଡ଼ିଥିଲେ । ଆଉ ସେହି ସମୟରେ ମୋଗଲ ସାମ୍ରାଜ୍ୟ ପାଇଁ ଔରଙ୍ଗଜେବ ତାଙ୍କ ଭାଇ ମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସେମାନଙ୍କ ମଧ୍ୟରୁ ଔରଙ୍ଗଜେବ ସବୁଠାରୁ ଶକ୍ତିଶାଳୀ ଥିଲେ । ତା’ପରେ ସେ ନିଜ ପିତାଙ୍କୁ ବନ୍ଦୀ କରିନେଲେ । ବଡ଼ ଭାଇକୁ ହତ୍ୟା କରି ତାଙ୍କର କଟା ମୁଣ୍ଡକୁ ସାରା ଦିଲ୍ଲୀରେ ପ୍ରଦର୍ଶନ କରିଥିଲେ । ଏହା ପଛର କାରଣ ଥିଲା ଲୋକ ମାନଙ୍କ ମଧ୍ୟରେ ଭୟ ଜାଗ୍ରତ କରିବା ।
ଭ୍ରାମ୍ୟମାଣ ବାଥରୁମ୍ ସୁବିଧାର ପରିକଳ୍ପନା ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଧା କରିଥିଲେ ଏବଂ ଜିଲ୍ଲା ଯୋଜନା କମିଟି ଏବଂ ନଗର ନିଗମ ଦ୍ୱାରା ଏହା କାର୍ଯ୍ୟକାରୀ କରାଯାଇଥିଲା। ଏହି ଭ୍ରାମ୍ୟମାଣ ବାଥରୁମ ସୁବିଧାଟି ତିନି ଭଉଣୀଙ୍କ ଦ୍ୱାରା ପରିଚାଳିତ ହେଉଛି, ଯେଉଁମାନେ 'ବି ଦି ଚେଞ୍ଜ' ନାମକ ଏକ ସଂଗଠନ ଚଳାଉଛନ୍ତି।
ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପରଲୋକ । ଲକ୍ଷ୍ନୌ ଏସଜିପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ମାଘ ପୂର୍ଣ୍ଣିମା ଅବସରରେ ବୁଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ମହାକୁମ୍ଭ ମେଳା ଅଂଚଳ ସହ ସାରା ପ୍ରୟାଗରାଜରେ ଲାଗୁ ହୋଇଛି ନୋ ଭେୟିକିଲ୍ ଜୋନ୍
ଆସନ୍ତୁ ଜାଣିବା ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ବିବେଚନା କରାଯାଉଛି। ଏମାନଙ୍କ ମଧ୍ୟରେ ଥୋକଚୋମ ସତ୍ୟବ୍ରତ ସିଂ, ବସନ୍ତ କୁମାର ସିଂ, ୟୁମନାମ ଖେମଚାନ୍ଦ ସିଂ, ଥୋଙ୍ଗାମ ବିଶ୍ୱଜିତ ସିଂ ଏବଂ ରାଧେଶ୍ୟାମ ସିଂ ଅନ୍ତର୍ଭୁକ୍ତ।