• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Kisan vikas patra yojana
ଡାକଘରର ଏହି ସ୍କିମ୍‌ ଦେଉଛି ଅଧିକ ସୁଧ, ଏତିକି ମାସରେ ଟଙ୍କା ହୋଇଯିବ ଡବଲ୍

ଏହି ଯୋଜନାର ନାଁ ହେଉଛି ‘କିଷାନ ବିକାଶ ପତ୍ର’ ଯୋଜନା । ଏଥିରେ ଆପଣଙ୍କୁ ୭.୫ ପ୍ରତିଶତ ସୁଧ ମିଳିବ ।

  • Saturday, 22 April 2023
  • Scheme
Guddu Muslim
ବିଶ୍ୱାସଘାତକ ଗୁଡ୍ଡୁ ମୁସଲିମ୍‌ : ଯାହା ସହ କାମ କରୁଥିଲା, ତା’କୁ ସଫା କରି ଦେଉଥିଲା . .

ଅପରାଧ ଦୁନିଆର ବଡ଼ ବିଶ୍ୱାସଘାତକ । ଜଣ ଜଣ କରି ସମସ୍ତଙ୍କୁ ରାସ୍ତାରୁ ହଟେଇଛି ଗୁଡ୍ଡୁ ମୁସଲିମ୍ (Guddu muslim) ।

  • Saturday, 22 April 2023
IIT Madras Student Found Dead In Room
‘ମୋ ପାଇଁ କାହା ପାଖରେ ସମୟ ନାହିଁ, ସମସ୍ତେ ବ୍ୟସ୍ତ’...ଘରୁ ମିଳିଲା ଆଇଆଇଟି ଛାତ୍ରଙ୍କ ମୃତଦେହ

ଆଇଆଇଟି ଚେନ୍ନାଇରେ ପଢ଼ୁଥିବା ୨୦ ବର୍ଷୀୟ ଛାତ୍ରଙ୍କ ମୃତଦେହ ଗତକାଲି ଘର ଭିତରୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ଏହି ଦ୍ୱିତୀୟ ବର୍ଷ ଛାତ୍ର କେମିକାଲ୍‌ ଇଞ୍ଜିନିୟରିଂ ପଢ଼ୁଥିଲେ।

twitter blue tick
ବ୍ଳୁ-ଟିକ୍‌ ହଟିବା ପରେ ସଚିନ୍‌ କହିଲେ ‘ଏଇଟା ମୋର ବ୍ଳୁ-ଟିକ୍‌’

ପ୍ରଶଂସକଙ୍କ ଏହି ସୁନ୍ଦର ପ୍ରଶ୍ନର ଉତ୍ତର ନିଜେ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ରଖିଛନ୍ତି । ସେ ତାଙ୍କ ଉତ୍ତରରେ ଏକ ସ୍ମାଇଲ୍‌ ପୋଜ୍‌ର ଫଟୋ ପୋଷ୍ଟ କରିବା ସହ ଏହା ‘ମୋ ବ୍ଲୁ-ଟିକ୍‌ର ଭେରିଫିକେସନ୍‌’ ବୋଲି କ୍ୟାପସନ୍‌ରେ ଲେଖିଛନ୍ତି ।

Gold Price Today
Gold Price Today 22nd April 2023: ଅକ୍ଷୟ ତୃତୀୟା ପୂର୍ବରୁ ଜାଣନ୍ତୁ ଆଜି କେତେ ଅଛି ସୁନା ଦର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୨୦ ଟଙ୍କା ହୋଇଛି।

blue subscription
ଆପଣଙ୍କର ଟ୍ୱିଟର ଆକାଉଣ୍ଟ ଅଛି କି ? କେମିତି ପାଇବେ ବ୍ଳୁ-ଟିକ୍‌...ଜାଣନ୍ତୁ

ଟ୍ୱିଟର ଖୋଲିବା ପରେ ପ୍ରୋଫାଇଲ୍‌ ସେକ୍ସନରେ ଥିବା ବ୍ଳୁ-ଟିକ୍‌ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ ଆପଣ ସବ୍ସକ୍ରିବସନ୍‌ ପ୍ଲାନ୍‌ରେ ଆପଣଙ୍କ ସୁବିଧା ମୁତାବକ ପ୍ଲାନ୍‌ ବାଛିପାରିବେ ।

Man Kills Live-In Partner In Delhi
ଲିଭ୍‌-ଇନ୍‌ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା, ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଦେଲେ...

ଲିଭ୍‌-ଇନ୍‌ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା ପରେ ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଲେ। ମୃତ ମହିଳାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ।

Bhojpuri actress arrested in prostitution racket in Mumbai
ସେକ୍ସ ରାକେଟ୍‌ରେ ଧରାପଡ଼ିଲେ ଅଭିନେତ୍ରୀ, ଦେହ ବ୍ୟବସାୟରେ ସାମିଲ ପାଇଁ ମଡେଲ୍‌ଙ୍କୁ ବାଧ୍ୟ କରୁଥିଲେ...

ଆରେ କଲୋନୀ ଅଞ୍ଚଳରେ ରୟାଲ ପାମ୍‌ ହୋଟେଲରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ମୁମ୍ବାଇ ପୋଲିସ୍‌କୁ ଖବର ମିଳିଥିଲା। ଏହି ରାକେଟ୍‌ର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ୍‌ ଜଣେ ନକଲି ଗ୍ରାହକଙ୍କୁ ଅଭିନେତ୍ରୀଙ୍କ ପାଖକୁ ପଠାଇଥିଲେ।

ATIK
ପୋଲିସ କହୁଛି ଫେରାର; ହେଲେ ବାହାଘର ଆଟେଣ୍ଡ କରୁଛି ଅତିକ ସ୍ତ୍ରୀ

ଉମେଶ ପାଲଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶାଇସ୍ତା ପରଭିନ୍‌ ହେଉଛନ୍ତି ଅନ୍ୟତମ । ଯିଏକି ତାଙ୍କ ପୁଅଙ୍କ ସହ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ଥିଲେ ।

  • Friday, 21 April 2023
Students discovered anti-sleep alarm device for drivers safety
ଦୁର୍ଘଟଣା ରୋକିବ ଡିଭାଇସ୍‌: ଡ୍ରାଇଭରଙ୍କ ଆଖି ଲାଗିଲେ ଭାଙ୍ଗିଦେବ ନିଦ

ମନେକର ଗାଡ଼ି ଚଲାଉଥିବେ, ସେତିକି ବେଳେ ନିଦ ଲାଗିଗଲା... କଣ କରିବେ ?

TMC Mla distributed blanket in summer
ଗରମରେ ଆଉଟୁପାଉଟୁ ଲୋକେ, ବିଧାୟକ ବାଣ୍ଟିଲେ କମ୍ବଳ

ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଟ୍‌ ୱେଭ୍‌ ତଥା ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

Saket court firing
କୋର୍ଟରେ ଯୁବତୀଙ୍କୁ ୪ ରାଉଣ୍ଡ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

ଏକ ଆର୍ଥିକ ବିବାଦ ନେଇ ଏକ ମାମଲାର ଶୁଣାଣି ପାଇଁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି ।

 know who lost Twitter ‘blue tick’
ଧୋନି, ବିରାଟ, ଅମିତାଭଙ୍କଠୁ ଆରମ୍ଭ କରି ରାହୁଲଙ୍କ ପର୍ଯ୍ୟନ୍ତ ଏହି ସେଲିବ୍ରେଟିଙ୍କୁ ବଡ଼ ଝଟ୍‌କା...

କିଛି ଖ୍ୟାତନାମା ବ୍ୟକ୍ତିଙ୍କ ଭେରିଫାଏଡ୍‌ ଟ୍ୱିଟରରୁ ବ୍ଲୁ ଟିକ୍‌ ହଟି ଯାଇଛି। କ୍ରିକେଟ ଦୁନିଆର କିଛି ମହାନାୟକଙ୍କଠୁ ଆରମ୍ଭ କରି ବଲିଉଡ୍‌ର ସୁପରଷ୍ଟାର ଓ ରାଜନେତାଙ୍କୁ ଅଧ ରାତିରେ ଏହି ବଡ଼ ଝଟ୍‌କା ଲାଗିଛି।

SBI reacts after FM Sitharaman's tweet
ପେନସନ୍‌ ପାଇଁ ବୃଦ୍ଧାଙ୍କ ସଂଘର୍ଷ; SBIକୁ ପ୍ରଶ୍ନକଲେ ସୀତାରମଣ

ନିକଟରେ ପେନସନ ଆଣିବା ପାଇଁ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ଯ୍ୟ ହରିଜନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଖାଲିପାଦରେ ଧୀରେ ଧୀରେ ଆଗକୁ ବଢୁଥିଲେ ୭୦ ବର୍ଷୀୟ ବୃଦ୍ଧା ।

terrorist attack
ଜମ୍ମୁ ଆତଙ୍କବାଦ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍‌ ପାଇଁ ସେଠାରେ ମୁତୟନ କରାଯାଇଥିଲା ।

Indian Army Attacked By terrorist In jammu kashmir
Terror Attack: ଯବାନଙ୍କ ଗାଡ଼ିକୁ ଘନ ଘନ ଗ୍ରେନେଡ୍ ମାଡ଼, ୫ ଯବାନ ସହିଦ

ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଆର୍ମି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

President of India
ବାରିପଦା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା MSCB ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

IITian Left high paid Job For Bar Dancer Girl Friend
ବାପ୍‌ରେ କି ପ୍ରେମ ! ଦୁବାଇରୁ IIT ଚାକିରି ଛାଡ଼ି ଏଠି ଗର୍ଲଫ୍ରେଣ୍ଡ ପାଇଁ ଅପରାଧୀ ହେଲେ, ଏବେ ଜେଲ୍‌ରେ...

ଦୁବାଇର ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଦିନ କାଟୁଥିବା ବ୍ୟକ୍ତି ଜଣକ ଏବେ ଜେଲ୍‌ରେ ଦିନ କାଟୁଛନ୍ତି । 

4 Army jawans dead
ଜମ୍ମୁ-କାଶ୍ମୀର ପୁଞ୍ଛରେ ଜଳିଗଲା ସେନା ଟ୍ରକ୍‌; ୪ ଯବାନ ସହିଦ

ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ ।

  • Thursday, 20 April 2023
Kirandeep Kaur
ଅମ୍ରିତପାଲ ସିଂଙ୍କ ପତ୍ନୀ କିରଣଦୀପ ବିମାନବନ୍ଦରରେ ଅଟକ

ବିମାନବନ୍ଦରରେ କିରଣଦୀପଙ୍କୁ କିଛି ସମୟର ପଚରାଉଚରା ପରେ ଛାଡ଼ି ଦିଆଯାଇଛି । କିନ୍ତୁ ତାଙ୍କୁ ଦେଶ ଛାଡ଼ି ଯିବାକୁ ମନା କରାଯାଇଛି ।

Agniveer, Indian Army Online Exam
ଏଣିକି ସେନାରେ ନିଯୁକ୍ତି ପାଇଁ ପ୍ରଥମେ ହେବ ଅନ୍‌ଲାଇନ୍‌ ପରୀକ୍ଷା

ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ ।

Guddu muslim  last location found in odisha
ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍‌ ! ଗ୍ୟାଙ୍ଗଷ୍ଟର ଅତିକ୍‌ର ପୁଅକୁ ଏନ୍‌କାଉଣ୍ଟର ପରେ ଅଣ୍ଡରଗ୍ରାଉଣ୍ଡ୍‌...

ଉମେଶ ପାଲ୍‌ ହତ୍ୟାକାଣ୍ଡରେ ଫେରାର ଥିବା ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

  • Thursday, 20 April 2023
Rahul Gandhi
ରାହୁଲଙ୍କୁ ପୁଣି ଝଟକା; ଆବେଦନକୁ ଖାରଜ କଲେ ସୁରତ କୋର୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା। ସୁରତ ସେସନ୍ସ କୋର୍ଟରୁ ଆଜି ନିରାଶ ହୋଇଛନ୍ତି ରାହୁଲ ଗାନ୍ଧି ।

Shiv Sena will leave the Maharashtra government
ଶିବସେନାର ଚେତାବନୀ: ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପିରେ ମିଶିଲେ ଆମେ ସରକାରରୁ ଓହରିଯିବୁ

ପୂର୍ବରୁ ଶିବସେନାରେ ଯେଭଳି ସ୍ଥିତି ଦେଖାଦେଇଥିଲା, ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି

Ration shop was running in govt school in mp
ସରକାରୀ ସ୍କୁଲ୍‌ରେ ରାସନ ସାମଗ୍ରୀ ବଣ୍ଟନ

ସରକାରୀ ସ୍କୁଲ୍‌ର ଶ୍ରେଣୀଗୃହକୁ କରାଯାଇଛି ଜବରଦଖଲ। ଏଠାରେ ଚାଲିଛି ରାସନ ସାମଗ୍ରୀ ବଣ୍ଟନ। ଏହା ଖୋଲାଖୋଲିଭାବେ ଚାଲୁଥିଲେ ବି କାହାରି ନଜର ପଡୁନି।