ଗାଡ଼ି ପାଇଁ ବ୍ରେକ ଯେତିକି ଜରୁରୀ, ଏକ ଉତ୍କୃଷ୍ଟ ସୁଶାସନ ତଥା ସରକାର ଚଳାଇବା ପାଇଁ ସଶକ୍ତ ବିରୋଧୀଦଳର ସେତିକି ଆବଶ୍ୟକତା ରହିଛି l ମୁଖ୍ୟ ବିରୋଧୀ ଦଳରେ ଥିବା ବିଜେଡି ଯେତେବେଳେ ଯେଉଁ ସମୟରେ ଯେକୌଣସି ପ୍ରସଙ୍ଗକୁ ଆଧାରକରି ବିଜେପି ସରକାର ଆଡ଼କୁ ଗୋଟିଏ ଆଙ୍ଗୁଠି ଦେଖାଇଛି, ୪ଟି ଆଙ୍ଗୁଠି ଓଲଟି ନିଜଆଡକୁ ଉଠିଛି । ଓଡିଶାରେ ବିଜେପି ଶାସନର ଗଲା ୮ ମାସ ମଧ୍ୟରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି ।
ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ ।
ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।
ମୋଦି କହିଛନ୍ତି ଯେ ନିଜ ନିଜ ସ୍ୱାର୍ଥ ପାଇଁ ବିରୋଧୀ ଏକଜୁଟ୍ ହୋଇଛନ୍ତି, ଯାହାକୁ ଦେଶବାସୀ ଦେଖୁଛନ୍ତି ଆଉ ବୁଝି ମଧ୍ୟ ସାରିଛନ୍ତି ।
ପାଟନାରେ ବିରୋଧି ଦଳଙ୍କ ମହା ବୈଠକରେ ସାମିଲ ହୋଇଥିବା ନେତାଙ୍କ ସହମତି, ଏକଜୁଟ ଲଢିବେ ନିର୍ବାଚନ। ଆସନ୍ତା ଜୁଲାଇ ୧୨ରେ ହେବ ଶିମଲାରେ ଚୂଡାନ୍ତ ବୈଠକ।