• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Weather News, Land Slide
ପାହାଡ଼ି ରାଜ୍ୟରେ ପ୍ରକୃତି ପ୍ରହାର

ପ୍ରଳୟ ରଚୁଛି ବାଦଲଫଟା ବର୍ଷା । ପାହାଡ଼ରୁ ମାଡ଼ି ଆସୁଛି ପ୍ରବଳ ବେଗରେ ପାଣିର ସୁଅ । ସାମ୍ନାରେ ଯାହା ଆସିଲା ଭସାଇନେଉଛି । ମାଡ଼ି ଅତଡ଼ା ତଳେ ଅନେକ ଜୀବନ ଆଶଙ୍କା । ହିମାଚଳରେ ବାଦଲ ଫଟା ବର୍ଷାରେ ସବୁ ଛାରଖାର

Har Ghar Triranga
ସବୁଠି ଉଡ଼ିବ ତ୍ରିରଙ୍ଗା

ହାତରେ ସ୍ୱାଧୀନ ଭାରତର ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା । ମୁହଁରେ ଭାରତ ମାତାର ଜୟ ଜୟକାର । ସମସ୍ତଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା । ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗାରେ ରଙ୍ଗିନ ଗାଁଠୁ ସହର । ଉପାନ୍ତରୁ ଉପକୂଳ ସବୁଠି ରଙ୍ଗୀନ କାର୍ଯ୍ୟକ୍ରମ..

Draupadi Murmu
ରାଷ୍ଟ୍ରପତିଙ୍କ ଦେଶବାସୀଙ୍କୁ ବାର୍ତ୍ତା; ‘ଭାରତୀୟ’ ଆମର ଅସଲ ପରିଚୟ..

ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Weather News, Land Slide
ପାହାଡ଼ି ରାଜ୍ୟରେ ପ୍ରକୃତି କୋପ ! ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ 

ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ହେଲାଣି ପ୍ରାଣହାନୀ । ଉତ୍ତରାଖଣ୍ଡରେ ବି ସଙ୍ଗୀନ ସ୍ଥିତି ।

Digital
ଡାଟା ପ୍ରୋଟେକ୍ସନ ବିଲ୍‌କୁ ନେଇ ଦ୍ୱନ୍ଦ୍ୱ ! ଅଶ୍ୱିନୀ କହିଲେ ସ୍ୱାଧୀନତାରେ ଆସିବନି ଆଞ୍ଚ୍ 

ଅସ୍ପଷ୍ଟ ଓ ସନ୍ଦେହଜନକ ଦର୍ଶାଇ ହେବନି ତ ଡାଟା ସେନସର ? ତଥ୍ୟ ଅପବ୍ୟବହାର କଲେ କଂପାନୀ ଦେବେ ମୋଟା ଅଙ୍କର ଫାଇନ୍ ।

  • Monday, 14 August 2023
Har Ghar Triranga
ଦିଲ୍ଲୀରୁ ପଲ୍ଲୀ ସବୁଠି ‘ହର୍ ଘର୍ ତ୍ରିରଙ୍ଗା’, ନେତା-ଜନତା-ଅଭିନେତା ସମସ୍ତେ ସାମିଲ 

ତ୍ରିରଙ୍ଗା ଧରି ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ।

Supreme Court
ସାଂଘାତିକ ! ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କୁ ବି ଛାଡ଼ିଲେନି...

ସଲିସିଟର ଜେନେରାଲ ତୁସାର ମେହେତା ମଧ୍ୟ ସେହିଭଳି ସବୁ ମେସେଜ୍‌କୁ ମିଥ୍ୟା ବୋଲି କହିଛନ୍ତି ।

murder
ସ୍ୱାମୀ ନା ସଉତୁଣୀ ! ଇନଷ୍ଟାରେ ସ୍ତ୍ରୀର ଫଲୋଅର୍ସ ପାଇଁ ଇର୍ଷା, ଛୁଆଙ୍କ ସାମ୍ନାରେ ତଣ୍ଟି ଚିପି ମାରିଦେଲା

ଏ କିପରି ସ୍ୱାମୀ..ଯିଏ ଇର୍ଷାପରାୟଣ ହୋଇ ସ୍ତ୍ରୀକୁ ମାରିଦେଲା...ତା’ ପୁଣି ଦୁଇ ଛୁଆଙ୍କ ଆଖି ସାମ୍ନାରେ

Know India new high tech drone Heron Mark 2 warriors
ଚୀନ,ପାକିସ୍ତାନ ଉପରେ ନଜର ରଖିବ ‘ହେରୋନ ମାର୍କ-୨’,ଶତ୍ରୁପକ୍ଷଙ୍କୁ ଚକମା ଦେଇ ସବୁ ଯୋଜନା ପଣ୍ଡ କରିବ...

ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ‘ହେରୋନ ମାର୍କ-୨’ ଡ୍ରୋନ୍‌। ପ୍ରଥମ ଥର ଲାଗି ଭାରତ ସୀମାରେ ଏଭଳି ଡ୍ରୋନ୍‌ ନିୟୋଜିତ ହେବ।

  • Monday, 14 August 2023
tragic story
ପରୀକ୍ଷାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଛାତ୍ର, ପୁଅକୁ ହରାଇବା ଦୁଃଖରେ ବାପା ବି ଜୀବନ ହାରିଲେ

ଏପରି ଦୁଃଖ କାହାକୁ ନଦିଅନ୍ତୁ ଭଗବାନ୍ । ଗୋଟିଏ ଘରୁ ଦୁଇ ଦିନ ଭିତରେ ଦୁଇଟି କୋକେଇ ଉଠିଲା । NEET ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କଲେ ଛାତ୍ର, ପୁଅ ମୃତ୍ୟୁରେ ଅଧୀର ହୋଇ ବାପା ବି ଜୀବନ ହାରିଲେ ।

Pak outfits plan terror strikes on August 15
ସ୍ୱାଧୀନତା ଦିବସରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ! ହାଇ ଆଲର୍ଟରେ ସୁରକ୍ଷାକର୍ମୀ...

ସ୍ୱାଧୀନତା ଦିବସରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଏ-ମହମ୍ମଦ ଭାରତରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି।

Vande Bharat Express,
ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଖୁବଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ।

Dehradun Defence College
ପ୍ରକୃତିର କରାଳ ରୂପ; ଭୁଶୁଡ଼ିଲା ଡିଫେନ୍ସ କଲେଜ ବିଲ୍ଡିଂ, ଦେଖନ୍ତୁ ଛାତିଥରା ଭିଡିଓ

ଉତ୍ତରାଖଣ୍ଡ ଡେରାଡୁନରେ ନଦୀ କୂଳରେ ଥିବା ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡିବା ସହ ଭାସି ଯାଇଛି ।

Bhubaneswar-New Delhi Rajdhani Express
ନୂଆ ରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ; ଯାତ୍ରୀ ପାଇବେ ଅନେକ ସୁବିଧା

ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ।

12 Laws Every Indian Citizen Should Be Aware
Independence Day 2023: ପ୍ରତ୍ୟେକ ଭାରତୀୟ ଏହି ୧୨ ଅଧିକାର ଜାଣିବା ଦରକାର...

ଜଣେ ଭାରତୀୟ ନାଗରିକ ଭାବେ ଆଇନଗତ ଅଧିକାର ସମ୍ପର୍କରେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଯାହାକି ଆପଣଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରିବାରେ ସହାୟକ ହୋଇଥାଏ।

India’s first Solar mission
ଚନ୍ଦ୍ର ପରେ ଏବେ ମିଶନ ସୂର୍ଯ୍ୟ; ଇସ୍ରୋ ଲଞ୍ଚ କରିବ ଆଦିତ୍ୟ-L1

ଆଦିତ୍ୟ-L1 ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ଜାଣିହେବ । ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ଏହାର ନିର୍ମାଣ କରାଯାଇଥିବା ବେଳେ ଶ୍ରୀହରିକୋଟାକୁ ଅଣାଯାଇଛି ।

7 Killed In Cloudburst At Himachal Pradesh
ହିମାଚଳରେ ବାଦଲଫଟା ବର୍ଷା: ଅକାଳରେ ଚାଲିଗଲା ୭ ଜୀବନ, ଧୋଇଗଲା ଘର

ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ବାଦଲଫଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କନ୍ଦାଘାଟ ସବ୍‌ଡିଭିଜନ ଜାଡୋନ ଗାଁର ବୋଲି ସୂଚନା ମିଳିଛି।

Data will be more secure after the implementation of Digital Data Protection Act: Ashiwini Vaishnaw
ଅନ୍‌ଲାଇନ୍ ପ୍ଲାଟଫର୍ମରେ ୟୁଜର୍ସଙ୍କ ଡାଟାର ଦୁରୂପଯୋଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଡିଜିଟାଲ୍ ଡାଟା ପ୍ରୋଟେକ୍ସନ ଆଇନ୍ ଦ୍ୱାରା ଲୋକଙ୍କ ତଥ୍ୟ ଅଧିକ ସୁରକ୍ଷିତ ରହିବା ନୂଆ ଡାଟା ପ୍ରୋଟେକ୍ସନ ଆଇନ୍ ସୋସିଆଲ ମିଡିଆ କମ୍ପାନୀଙ୍କ ମନମାନୀ ଉପରେ ଲଗାମ ଲଗାଇବ।

Independence Day 2023
ନର୍ସ, ଚାଷୀ, ମତ୍ସ୍ୟଜୀବୀ..ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ମୋଦିଙ୍କ ସ୍ୱତନ୍ତ୍ର ଅତିଥି

ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଏହି ସବୁ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହିବେ ।

Bollywood Actor Prem Parija
ବଲିଉଡରେ ହିରୋ ଓଡ଼ିଆ ପୁଅ; ୱେବସିରିଜ୍ ‘କମାଣ୍ଡୋ’ ଲିଡ୍‌ ରୋଲରେ ଭୁବନେଶ୍ୱରର ପ୍ରେମ ପରିଜା

୧୧ ହଜାରରୁ ଅଧିକ ଅଶାୟୀଙ୍କ ମଧ୍ୟରୁ ତାଙ୍କୁ ବାଛିଛନ୍ତି ବିପୁଲ ଶାହା ଗତ ୧୦ ବର୍ଷ ଧରି ମୁମ୍ବାଇରେ ନିଜ ଭାଗ୍ୟ ପରଖିବା ପରେ ପ୍ରେମକୁ ମିଳିଛି ଏତେ ବଡ଼ ସୁଯୋଗ । ଏହାପୂର୍ବରୁ କିଛି ହିନ୍ଦୀ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ ବି କରିଛନ୍ତି ପ୍ରେମ ।

Odia jawan martyred
ମଣିପୁରରେ କାର୍ଯ୍ୟରତ ଆସାମ ରାଇଫଲ୍ସର ଓଡ଼ିଆ ଯବାନ ସହିଦ

ନୀଳାଚଳ ୨୦୦୪ ମସିହାରେ ଆସାମ ରାଇଫଲ୍ସରେ ଯୋଗଦାନ କରିଥିଲେ। ଏହି ଖବର ମିଳିବା ପରେ ଗାଁରେ ଶୋକାକୂଳ ପରିବେଶ ଲାଗି ରହିଛି।

PM Modi on TMC
ମୋଦିଙ୍କ ଟାର୍ଗେଟରେ ଦିଦି; କହିଲେ, ଭୋଟରଙ୍କୁ ଧମକ ଦିଆଯାଉଛି..

ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଆଜି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ପଞ୍ଚାୟତ ନିର୍ବାଚନ ବେଳେ ରକ୍ତର ଖେଳ ଖେଳିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି।

Minor Girl Death
ମଦୁଆ ଭାଇକୁ ବାଟକୁ ଆଣିବାକୁ ଜୀବନ ଦେଇଦେଲା ଭଉଣୀ : ଚିଠିରେ ଲେଖିଦେଇ ଗଲା ଛାତିଥରା କାହାଣୀ

କହି କହି ଭାଇ ଭଲ ବାଟକୁ ଫେରିଲାନି ଭାଇ । ସବୁବେଳେ ନିଶାରେ ଚୁର ରହି ଠିକ୍‌ଭୁଲ୍‌ ଜାଣି ପାରିଲାନି । ଭାଇକୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ନିଜ ଜୀବନ ହାରିଦେଲା ଭଉଣୀ ।

mobile app
ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍‌ ? ରଖନ୍ତୁ ଏହି ୪ ଆପ୍‌, ମିଳିବ ଅନେକ ଫାଇଦା

ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍‌ ରହିଛି ଯାହା ଆପଣ ଆପଣଙ୍କ ଫୋନ୍‌ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍‌ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ ।

manipur violence
ବିରୋଧୀଙ୍କୁ ପୁଣି ମୋଦିଙ୍କ ଟାର୍ଗେଟ୍‌; କହିଲେ, ମଣିପୁରକୁ ନେଇ ରାଜନୀତି କରାଯାଉଛି

ପୂର୍ବରୁ ମଣିପୁର ପ୍ରସଙ୍ଗକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ଗୃହ ମଧ୍ୟ ସରଗରମ ହୋଇଥିଲା । ପରେ ପରେ ବିରୋଧୀ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଲୋଡ଼ିଥିଲା । ବିରୋଧୀଙ୍କୁ ଜବାବ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହରେ ନିଜର ପ୍ରତିକ୍ରିୟା ରଖିଥିଲେ ।