ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ମଣିଷରୂପି ରାକ୍ଷସ ।
ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରିଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା
ବାଦଲଫଟା ବର୍ଷା ଯୋଗୁଁ ମାଟି ଧସୁଛି । ଗଛ ଉପୁଡ଼ୁଛି । ଘର ଭାଙ୍ଗି ଯାଉଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।
ବର୍ତ୍ତମାନ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରା ନିଜେ ସମାପ୍ତ କରିବ ଲ୍ୟାଣ୍ଡର୍
ଆଜି ନିର୍ବାଚନ ହେଲେ NDA ପୁଣି କେନ୍ଦ୍ରରେ ସରକାର କରିବ । ଟାଇମସ ନାଓ ETG ପକ୍ଷରୁ ଓପିନିୟନ ପୋଲ ସର୍ଭେ । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବେ ମୋଦି ସରକାର ।
ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍ କଟର ମେସିନରେ କାଟିଲେ ବେକ, ତା’ପରେ...
ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବରେ ସ୍ଥିତି ସାଂଘାତିକ। ଭାଙ୍ଗିଛି ବହୁ ଘରଦ୍ୱାର, ଉଦ୍ଧାର କରୁଛି NDRF ।
ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା । ଆଜି ଇସ୍ରୋ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା ।
ପରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ,ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
୨ ଦିନିଆ ଗସ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମହିଳା କର୍ମଚାରୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ଆସୁଛି ଗୋଟିକ ପରେ ଗୋଟିଏ ଛାତିଥରା ଚିତ୍ର । ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୦ ପାର ।
ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।
ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ 'ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।
ଅଭିଯୁକ୍ତ ପ୍ରେମିକା ବିବାହିତ ଯୁବକ ଜିତେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ରିଲେସନସିପ୍ରେ ମଧ୍ୟ ରହିଥିଲେ । ରିଲେସନସିପ୍ରେ କିଛି ଦିନ ରହିବା ପରେ ତାଙ୍କୁ ବିବାହ କରିବାକୁ କହିଥିଲେ ।
୧୬ କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଛି । ତା’ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି ।
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।
ହିମାଚଳ ପ୍ରଦେଶରେ ଥମୁନି ଭୂସ୍ଖଳନ ବିପର୍ଯ୍ୟୟ। ଗତକାଲି ଅପରାହ୍ନରେ ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି।
୨୦୨୪ରେ ପୁଣି ଲାଲକିଲ୍ଲା ଫେରିବାର ଦମ୍ଭୋକ୍ତି, ନାଁ ନେଇ ବିରୋଧୀଙ୍କୁ ପଲିଟିକାଲ ସର୍ଜିକାଲ ଷ୍ଟ୍ରାଇକ୍…
ଦେଶଠୁ ବିଦେଶ..ସବୁଠି ଫରଫର ଉଡିଲା ତ୍ରିରଙ୍ଗା । ଖାଲି ପବନରେ ନୁହେଁ ବରଂ ପାଣି ଭିତରେ ବି ଉଡିଲା ପତାକା
ଖାଲି ପବନରେ ନୁହେଁ, ଆଜି ପାଣିରେ ବି ଫରଫର ଉଡ଼ିଛି ତ୍ରିରଙ୍ଗା। ଖାଲି ଦେଶ ଭିତରେ ନୁହେଁ, ବିଦେଶରେ ବି ଶୁଭିଛି ଜୟ ହେ ଧ୍ୱନୀ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ।
ନାଁ ନ ନେଇ ବିରୋଧୀଙ୍କୁ ମୋଦିଙ୍କ ପଲିଟିକାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ । କୌଳିକ ବୃତ୍ତିଧାରୀଙ୍କ ପାଇଁ ଘୋଷଣା କଲେ ବିଶ୍ବକର୍ମା ଯୋଜନା ।
ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ଫରଫର ହୋଇ ଉଡୁଛି ଜାତୀୟ ପତାକା । ଆଉ ଏହାରି ଭିତରେ ପାଣି ଭିତରେ ବି ପତାକା ଉତ୍ତୋଳନ କରାଯାଇଛି । ତାମିଲନାଡୁର ରାମେଶ୍ୱରମ୍ ପାଖରେ ସମୁଦ୍ର ଭିତରେ କରାଗଲା ପତାକା ଉତ୍ତୋଳନ
ପ୍ରଧାନମନ୍ତ୍ରୀଙ୍କ ଲାଲକିଲା ଭାଷଣକୁ ପୂର୍ବତନ ବାଚସ୍ପତି ମୀରା କୁମାରଙ୍କ ନାପସନ୍ଦ...କହିଲେ,ଲାଲକିଲ୍ଲା ସେହି ଜାଗା ନୁହେଁ ଯେଉଁଠି ବ୍ୟକ୍ତିଗତ କଥା କହିବା
ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।