ପବିତ୍ର ଗଣେଶ ଚତୁର୍ଥୀରେ ଗଣତନ୍ତ୍ରରର ନୂଆ ମନ୍ଦିରର ଶ୍ରୀଗେଣେଶ। ସଂକଳ୍ପରୁ ସିଦ୍ଧି ଆଡକୁ ନୂଆ ବିଶ୍ୱାସର ଯାତ୍ରା ପାଇଁ ଆହ୍ୱାନ ଦେଇ ଭବ୍ୟ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ରଖିଛନ୍ତି ପ୍ରଥମ ଅଭିଭାଷଣ
ମୋଦିଙ୍କ ମାଷ୍ଟରଷ୍ଟ୍ରୋକ। ନୂଆ ସଂସଦ ଭବନର ପ୍ରଥମ କାର୍ଯ୍ୟ ଦିବସରେ ପ୍ରଥମ ପ୍ରସ୍ତାବ ଭାବେ ଉପସ୍ଥାପିତ ହେଲା ମହିଳା ସଂରକ୍ଷଣ ବିଲ
ସଂକଳ୍ପରୁ ସିଦ୍ଧି ଆଡକୁ ବିଶ୍ୱାସର ଯାତ୍ରା ପାଇଁ ମୋଦିଙ୍କ ଆହ୍ୱାନ । ପୁରୁଣା ସଂସଦର ନାଁ ସମ୍ବିଧାନ ସଦନ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ।
ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।
ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଧିନିୟମ ଆଗତ କରି ଏହାକୁ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର ସରକାର ଏହି ବିଲ୍ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି।
ଲୋକସଭାରେ ଶାସକ ଦଳ ସାଂସଦଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନରେ କିଏ ବସିବ ଏବଂ ବିରୋଧୀଙ୍କ ସ୍ଥାନରେ କିଏ ବସିବ।
ସେତେବେଳେ ସେମାନଙ୍କ ବାପା ଖେମ୍ଚନ୍ଦ୍ର ମାର୍କେଟକୁ ଯାଇଥିବା ବେଳେ ମାଆ ସଂଗୀତା ଘରର ଅନ୍ୟ ଏକ କୋଠରୀରେ ଥିଲେ ।
ଏହି ପ୍ରଶ୍ନ ପଚରାଯିବା ପରେ ଉତ୍ତର ପାଇଁ A, B, C ଏବଂ D ଏହିପରି ଚାରୋଟି ବିକଳ୍ପ ରହିଥିଲା। ଯାହାର ଉତ୍ତର ଦେଇ ଅନେକ ଉତ୍ତରଦାତା ଅପ୍ସନ୍ 'ଏ' ବାଛିଥିଲେ ।
ପୁରୁଣା ସଂସଦ ଭବନକୁ ବର୍ତ୍ତମାନ 'ସମ୍ବିଧାନ ସଦାନ' ନାମରେ ପରିଚିତ ହେବ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ଏଥି ସହ ଓମ ବିର୍ଲା ଆହୁରି କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା ନୂତନ ସଂସଦକୁ ସ୍ଥାନାନ୍ତରିତ ହୋଇଛି ।
ଦିଆଯାଇଥିବା ସୂଚନା ଆଧାରରେ ଜନ୍ମ ପ୍ରମାଣପତ୍ର ହେଉଛି ଏକମାତ୍ର ଡକ୍ୟୁମେଣ୍ଟ ଯାହାକି ସମସ୍ତ କାର୍ଯ୍ୟରେ ପରିଚୟପତ୍ର ଭାବେ ବ୍ୟବହାର ହୋଇପାରିବ ।
ଭିଡିଓରେ ନଜର ଅସୁଥିବା ଦୁଇ ପୋଲିସ ଅଧିକାରୀମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ଜଣେ ପୋଲିସ ଅଧିକାରୀ ନିନ୍ଦା କରିଛନ୍ତି ।
ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍.. ଆସିଲା ମହିଳା ସଂରକ୍ଷଣ ବିଲ୍..
ସୂର୍ଯ୍ୟ ମିଶନକୁ ଆଉ ପାଦେ ଆଗକୁ ବଢ଼ିଲା ଭାରତ । ପୃଥିବୀର କକ୍ଷପଥ ଛାଡି L1 ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମିଶନ୍ ଆଦିତ୍ୟ । ଗତ ରାତି ପ୍ରାୟ ୨ଟା ବେଳେ ଇସ୍ରୋ ପକ୍ଷରୁ ସଫଳତାର ସହ ଆଦିତ୍ୟ L 1 କୁ ପୃଥିବୀର କକ୍ଷପଥରୁ ଅଲଗା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନ ରଖି ଭାରତର ସ୍ୱପ୍ନ ପୂରଣ ପାଇଁ ସବୁ ସଦସ୍ୟଙ୍କୁ ଆହ୍ୱାନ ଦେଇଛନ୍ତି । ଅତୀତର ଘଟଣାକୁ ନେଇ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିମତ ରହିଛି ।
କଂଗ୍ରେସ ନେତା କମଲ ନାଥ ଏବଂ ସଂଜୟ ଗାନ୍ଧୀ, ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍ୱାଲେଙ୍କୁ ଟଙ୍କା ପଠାଇଥିଲେ । ଏନେଇ ପୂର୍ବତନ ସ୍ୱତନ୍ତ୍ର ସଚିବ RAW ଜିବିଏସ୍ ସିଦ୍ଧୁ ଦାବି କରିଛନ୍ତି।
କାନାଡାକୁ ଭାରତର ମୁହଁତୋଡ ଯବାବ.. ୫ ଦିନ ଭିତରେ ଭାରତ ଛାଡ଼ି ଚାଲିଯିବାକୁ କଡ଼ା ନିର୍ଦ୍ଦେଶ
ବିଲରେ ଲୋକସଭାରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ବ୍ୟବସ୍ଥା
ଆଦିତ୍ୟ L-1 ମିଶନ ପାଇଁ ୧୧୦ଦିନ ସମୟ ଲାଗିବ.. ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିମି ଦୂରରେ କକ୍ଷପଥରେ ବୁଲିବ
ନୂଆ ପାର୍ଲାମେଣ୍ଟରେ ଆରମ୍ଭ ହେବ ସଂସଦ ଅଧିବେଶନ ..ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ ଚାଲିବ
ଦୁନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍ ହେଉଛି Whatsapp । ଏହି ପ୍ଲାଟଫର୍ମକୁ ୨ଶହ କୋଟି ଲୋକ ପ୍ରତିଦିନ ବ୍ୟବହାର କରିଥା’ନ୍ତି ।
ଛୁଇଁ ପାରିବେନି ବାଚସ୍ପତିଙ୍କ ପୋଡ଼ିୟମ । କିମ୍ବା ସରକାରଙ୍କୁ ଘେରିବାକୁ ଯାଇ ତଥା ହଙ୍ଗାମା କରିବାକୁ ପହଞ୍ଚିପାରିବେନି ପୋଡ଼ିୟମ ପାଖରେ ।
ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି ।
ସରକାରୀ ସ୍ତରରେ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ମାତ୍ର ଅଢେଇ ବର୍ଷରେ ଏହାର ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।
୯୬ ବର୍ଷ ପୁରୁଣା ବୟୋବୃଦ୍ଧ ସଂସଦ ଭବନ... ସରକାର ଗଢ଼ିଛି, ସରକାର ଭାଙ୍ଗିଛି... ଆଇନ ବନିଛି, ଇତିହାସ ବଦଳିଛି... ସ୍ୱାଧୀନତା ସଂଗ୍ରାମଠୁ ସମ୍ବିଧାନ ପ୍ରଣୟନ... ଆନ୍ଦୋଳନଠୁ ଆତଙ୍କୀ ଆକ୍ରମଣ... ଆସନ୍ତାକାଲି ଇତିହାସ ପାଲଟିବାକୁ ଯାଉଛି ଅଗଣିତ ଐତିହାସିକ ଘଟଣାର ଏହି ମୁକସାକ୍ଷୀ ।
ସଂସଦର ସ୍ୱତନ୍ତ୍ର ଅଧିବେଶନ..ଲୋକସଭାରେ ଆଲୋଚନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି..ଦେଶର ୭୫ ବର୍ଷର ସଂସଦୀୟ ଇତିହାସର ଯାତ୍ରା ଉପରେ ଆଲୋଚନା