• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ambulance
ଅପରେସନ୍‌ ହାର୍ଟ, କିଡନୀ, ଲିଭର...୫ ଜଣଙ୍କୁ ଜୀବନ ଦେଇ ଚାଲିଗଲେ କେ.କ୍ରିଷ୍ଣା

ଦୁର୍ଘଟଣାରେ ଚାଲିଗଲା ଜୀବନ । ଡାକ୍ତର କହିଲେ ଦାନ କରିଦିଅ ସବୁ ଅଙ୍ଗପ୍ରତ୍ୟଙ୍ଗ...ରାଜି ହେଲେ ପରିବାର ଲୋକ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ..ଯୋଗାଇ ଦେଲେ ଦୁଇ ହେଲିକପ୍ଟର, କରିଦେଲେ ଗ୍ରୀନ କରିଡର । ସାଏଁ ସାଏଁ ମାଡିଚାଲିଥିଲା ଗାଡ଼ି, ବଞ୍ଚିଗଲା ୫ ଜଣଙ୍କ ଜୀବନ

Cauvery Water Dispute
କାବେରୀ ଜଳ ବଣ୍ଟନକୁ ନେଇ କାହିଁକି ଲାଗି ରହିଛି ବିବାଦ ? କ’ଣ ରହିଛି କାରଣ

ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ.. କଣ ରହିଛି ରାଜନୈତିକ ଓ ନ୍ୟାୟିକ ବିକଳ୍ପ

2000 Notes
ସାବଧାନ ! କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌

ଧ୍ୟାନ ଦିଅନ୍ତୁ ଆପଣ...କାଲିଠୁ ଆଉ କେଉଁଠି ବି ଚଳିବନି ୨ ହଜାର ଟଙ୍କିଆ ନୋଟ୍‌ । ବ୍ୟାଙ୍କରେ ଫେରସ୍ତ କରିବାର ସମୟ ଥିଲା ସେପ୍ଟମ୍ବର ୩୦

  • Saturday, 30 September 2023
  • RBI
Tiger
ସାଂଘାତିକ ତଥ୍ୟ ! ଦେଶରେ କମୁଛନ୍ତି ବାଘ, ଦିନକୁ ଦିନ ବୃଢ଼ୁଛି ମୃତ୍ୟୁ ସଂଖ୍ୟା

ଗତବର୍ଷ ୧୨୧ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୧୨୭ଟି ବାଘଙ୍କ ମୃତ୍ୟୁ ହୋଇଥିଲା ।

  • Saturday, 30 September 2023
Womens Reservation Bill
ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍‌ରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍

ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍‌ରେ ପରିଣତ ହୋଇଛି ଏହି ବିଲ୍। ଏହି ବିଲ ଆଇନରେ ପରିଣତ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।

Menaka Gandhi
ମେନକା ଗାନ୍ଧିଙ୍କ ନାଁରେ ୧୦୦ କୋଟିର ମାନହାନୀ ନୋଟିସ୍‌ ପଠାଇଲା ଇସ୍କନ୍

ମେନକା ଗାନ୍ଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇସ୍କନ୍‌ ଗାଈମାନଙ୍କୁ କଂସେଇଙ୍କୁ ବିକ୍ରି କରୁଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ । ଭିଡିଓରେ ସେ କହିଥିଲେ କି ଏବେ ଦେଶର ସବୁଠୁ ବଡ଼ ଠକ ସଂସ୍ଥା ହେଉଛି ଇସ୍କନ୍ । ଗୋ ଶାଳ ପ୍ରତିଷ୍ଠା କରିଥାଏ ଇସ୍କନ୍ ।

Karnataka Bandh
କର୍ଣ୍ଣାଟକ ବନ୍ଦ : ଗାଡ଼ି ଚଳାଚଳ ଉପରେ କଟକଣା, ବିମାନ ରଦ୍ଦ

ବିମାନ ବନ୍ଦରରେ ବିକ୍ଷୋଭ ଓ ଅନ୍ୟ ଗାଡ଼ି ମଟର ଚଳାଚଳ ଉପରେ କଟକଣା ଲାଗିଥିବାରୁ ଏୟାରପୋର୍ଟକୁ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ।

  • Friday, 29 September 2023
Asian Games
Asian Games: ଭାରତକୁ ଏୟାର ପିସ୍ତଲରେ ପୁଣି ସ୍ୱର୍ଣ୍ଣ, ପଦକ ସଂଖ୍ୟା ୩୦ ଛୁଇଁଲା

୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ସହ ଭାରତକୁ ୩୦ ପଦକ । ୩୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ।

School Student Death
ହଠାତ୍‌ ଆସିଲା ହାର୍ଟ ଆଟାକ୍‌; ପଢୁ ପଢୁ ଛାଡ଼ିଗଲା ପ୍ରାଣ

କମ୍ ବୟସରେ କାହିଁକି ହୃଦଘାତ ? ସୁରତର ଏକ ଘରୋଇ ସ୍କୁଲର ଅଘଟଣ ।

Asian Games
Asian Games: ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ମୋଟ ପଦକ ସଂଖ୍ୟା ୨୪ ଛୁଇଁଲା

ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍  ଇଭେଣ୍ଟରେ ସ୍ୱର୍ଣ୍ଣ ।

Tamil Nadu
ତାମିଲନାଡୁ ରାଜନୈତିକ ଦୃଶ୍ୟପଟ୍ଟରେ ପରିବର୍ତ୍ତନର ଆଭାସ,ଆନ୍ନାମଲାଇ ହୋଇପାରନ୍ତି ଗେମ୍ ଚେଞ୍ଜର୍

ସବୁପ୍ରସଙ୍ଗରେ ଆନ୍ନମଲାଇଙ୍କ ସ୍ପଷ୍ଟବାଦିତା ଭୋଟରଙ୍କୁ ପସନ୍ଦ ଆସୁଛି।

Crime
ଘରେ କାମ କରୁଥିବା ନାବାଳିକାଙ୍କୁ ବିବସ୍ତ୍ର କରି ପିଟୁଥିଲେ, ରକ୍ତ ଚଟାଉଥିଲେ ମେଜର ଓ ତାଙ୍କ ପତ୍ନୀ

ଖବର ପାଇ ପୋଲିସ ଯେତେବେଳେ ଉକ୍ତ ନାବାଳିକାକୁ ଉଦ୍ଧାର କଲା, ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଲା ।

  • Thursday, 28 September 2023
  • Major
Kumar Viswas
କୁମାର ବିଶ୍ୱାସଙ୍କ ଦୁଇ ଝିଅ ଯେତିକି ସୁନ୍ଦର ସେତିକି ଟ୍ୟାଲେଣ୍ଟଡ୍

ମାତା ଶାରଦାଙ୍କୁ ଅନୁରୋଧ କରୁଛି କି, କୁହୁଙ୍କୁ ଭଲ ବୁଦ୍ଧି ଓ ଜ୍ଞାନ ପ୍ରଦାନ କରନ୍ତୁ । ତାଙ୍କୁ ବିଶ୍ୱର ମାନବ କଲ୍ୟାଣ ପାଇଁ ସେ କାମ କରନ୍ତୁ ।

  • Thursday, 28 September 2023
Google Earthquake
ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କୁ ଏଣିକି ଗୁଗୁଲ କହିବ ଭୁକମ୍ପ କେବେ ?

ଗୁଗୁଲ ଦୁଇ ପ୍ରକାର ଆଲର୍ଟ କରିଥାଏ । ଗୋଟିଏ ହେଲା, ସାବାଧାନ ରୁହ ଓ ଅନ୍ୟଟି ଆକ୍ସନ ନିଅ ।

Chinese Vessel
ଭାରତ ମହାସାଗରରେ ପଶିଲା ଚୀନ୍‌ର ଗୁପ୍ତଚର ଜାହାଜ

ମିଳିଥିବା ସୂଚନା ଅନୁସାରେ ଏହି ଜାହାଜ ଭାରତ ମହାସାଗରର ମଧ୍ୟ ଭାଗରେ ୯୦ ଡିଗ୍ରୀ ପୂର୍ବ ଦ୍ରାଘିମା ଉପରେ ଅଛି ଏବଂ ଲଗାତର ଭାବେ ଏହା ଶ୍ରୀଲଙ୍କା ଆଡ଼କୁ ଗତି କରୁଛି । ୨୦୧୯ରୁ ପ୍ରାୟ ୪୮ ଚୀନ୍ ବୈଜ୍ଞାନିକ ଏକ ଗୁପ୍ତଚର ଜାହାଜ ଭାରତ ମହାସାଗରରେ ନିୟୋଜିତ ହୋଇଛି ।

Supreme Court Advocate Sara Sunny
ସୁପ୍ରିମ୍‌କୋର୍ଟ ଇତିହାସରେ ପ୍ରଥମ ! କହିପାରୁ ନାହାନ୍ତି କି ଶୁଣି ପାରୁନାହାନ୍ତି ତଥାପି ଲଢ଼ିଲେ କେସ୍‌

ଏଭଳି ଘଟଣା ସୁପ୍ରିମ୍‌କୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି । ଦେଶର ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି।

An EMU train coming from Shakur Basti derailed and climbed the platform at Mathura Junction
ସ୍ପିଡ୍‌ରେ ଆସି ହଠାତ୍‌ ପ୍ଲାଟ୍‌ଫର୍ମରେ ଚଢ଼ିଗଲା ଟ୍ରେନ୍‌, ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଲେ ଯାତ୍ରୀ...

ସ୍ପିଡ୍‌ରେ ଆସି ହଠାତ୍‌ ପ୍ଲାଟ୍‌ଫର୍ମରେ ଚଢ଼ିଗଲା ଟ୍ରେନ୍‌। ଏହାଦେଖି ଉପସ୍ଥିତ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ି ପଳାଇବା ସହ ଭୟରେ ଚିତ୍କାର କରିଥିଲେ।

Justin Trudeau
କାନାଡାକୁ ଭାରି ପଡିବ କି ଭାରତ ସହ ପଙ୍ଗା ?

ଖଲିସ୍ଥାନ ପ୍ରସଙ୍ଗରେ ସାଲିସ କରିବନି ଭାରତ ...ବାଣିଜ୍ୟଠୁ ପ୍ରତିରକ୍ଷା, ସବୁରି କେନ୍ଦ୍ରରେ ଭାରତ

Goa, Alcohol
କାହିଁକି ଗୋଆରେ ସବୁଠାରୁ ଶସ୍ତାରେ ମିଳେ ମଦ ?

ସାଧାରଣତଃ ଗୋଆରେ ସ୍ଥାନୀୟ ସରକାର ମଦ ଉପରେ ୪୯ ପ୍ରତିଶତ ଟାକ୍ସ ଲାଗୁ କରୁଥିବା ବେଳେ ମହାରାଷ୍ଟ୍ରରେ ୮୩ ପ୍ରତିଶତ ଟାକ୍ସ ଲାଗୁ କରାଯାଇଥାଏ ।

S jaishankar
ଜାତିସଂଘ ବୈଠକରେ କାନାଡ଼ାକୁ ଜୟଶଙ୍କରଙ୍କ କଡ଼ା ଯବାବ

କାନାଡ଼ା ସହ କୁଟନୈତିକ ବିବାଦ ପରିପ୍ରେକ୍ଷୀରେ ଆଜି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏଭଳି କହି କାନାଡ଼ା ଉଦ୍ଦେଶ୍ୟରେ କଡ଼ା ଜବାବ ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।

brave boy
ମୃତ୍ୟୁକୁ ମାତ୍‌, ନାଲି ସାର୍ଟ ଦେଖାଇ ଶହ ଶହ ଜୀବନ ବଞ୍ଚାଇଦେଲା କୁନି ପୁଅ

ବିକଟାଳ ଶବ୍ଦ କରି ମାଡ଼ି ଆସୁଥିବା ଲୌହ ଦାନବକୁ ଦେଖି ଡରି ଗଲାନି କୁନି ପିଲାଟି..ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନାଲି ସାର୍ଟ ଧରି ରେଳ ଧାରଣାରେ ଛିଡ଼ା ହୋଇଯାଇଥିଲା ।

Loot
ଦିଲ୍ଲୀରେ ସିନ୍ଧି ଚୋରି, ସୁନା ଦୋକାନରୁ ୨୦-୨୫ କୋଟିର ଗହଣା ଲୁଟ୍

୨୦ରୁ ୨୫ କୋଟି ଟଙ୍କାର ଗହଣା ଦୋକାନରେ ଥିଲା ବୋଲି କହିଛନ୍ତି ମାଲିକ। ଦିଲ୍ଲୀର ଭୋଗଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଟେରେସ୍ ଜରିଆରେ ଚୋରମାନେ ଆସିଥିବା ସନ୍ଦେହ କରାଯାଉଛି ।

housing loan interest subsidy scheme
ଦୀପାବଳି ପୂର୍ବରୁ ମିଳିପାରେ ବଡ଼ ଉପହାର; ଗୃହଋଣ ନେଲେ ମିଳିବ ଭଲ ସବ୍‌ସିଡି !

କିଛି ମାସ ମଧ୍ୟରେ ଗୃହ ଋଣ ସୁଧ ଯୋଜନା (Housing loan interest subsidy scheme)କୁ କାର୍ଯ୍ୟକାରୀ କରାଯିବ । ସରକାରଙ୍କ ଦ୍ୱାରା ଆସିବାକୁ ଥିବା ଏହି ଯୋଜନା ଆସନ୍ତା ୫ ବର୍ଷ ପାଇଁ ଲାଗୁ କରାଯାଇପାରେ ।

  • Tuesday, 26 September 2023
Deen Dayal Upadhyay Statue
ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ଓଜନ ୪୦ ମେଟ୍ରିକ ଟନ୍ । ବ୍ରୋଞ୍ଜ ଓ ଅନ୍ୟ ମିଶ୍ରିତ ଧାତୁରେ ପ୍ରତିମୂର୍ତ୍ତିଟି ତିଆରି ହୋଇଛି । ୨୦ ଜଣ ଶିଳ୍ପୀ ୮ରୁ ୧୦ ମାସ କଠିନ ପରିଶ୍ରମ କରି ଦୀନଦୟାଲ ଉପାଧ୍ୟାୟଙ୍କର ଏହି ୭୨ ଫୁଟର ମୂର୍ତ୍ତି ତିଆରି କରିଛନ୍ତି ।

Narendra Modi
ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯୁବକଯୁବତୀମାନେ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି। ୫୧ ହଜାର ନିଯୁକ୍ତି ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି। ଯାହା ମହିଳା ସଶକ୍ତିକରଣର ଏକ ଉଦାହରଣ ।