କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।
ପୁଣି ବିଫଳ ହେଲେ ସରକାର । କେନ୍ଦ୍ର ସରକାରଙ୍କ ତରଫରୁ ଏମ୍ଏସ୍ପିରେ ୫ ବର୍ଷର ଚୁକ୍ତିର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା କିଷାନ ମୋର୍ଚ୍ଚା...
ଚଣ୍ଡିଗଡ଼ ମେୟର ନିର୍ବାଚନ ବେଳେ ବାଲାଟ ପେପର ଟାମ୍ପରିଂ କରିଥିବା ରିଟର୍ଣ୍ଣିଂ ଅଫିସର ଦଣ୍ଡିତ ହେବା ଉଚିତ କହିଲେ ସୁପ୍ରିମକୋର୍ଟ । ଆଜି ମେୟର ନିର୍ବାଚନ ସଂପର୍କିତ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।
କେଜରିୱାଲଙ୍କ ବିରୋଧରେ କୋର୍ଟକୁ ଗଲା ଇଡି । ଜାଣିଶୁଣି ସମନ୍ କୁ ଅବମାନନା କରିଥିବାର ଅଭିଯୋଗ କରାଯାଇଛି ।
ପଛରେ ପାକିସ୍ତାନ, ଆଗରେ ଟାଟା ଗ୍ରୁପ୍ । ଅନ୍ୟ ଏକ ସଫଳତା ଟାଟା ଗ୍ରୁପ୍ ନାମରେ ସାମିଲ ହୋଇଛି । ପାକିସ୍ତାନ GDPକୁ କାଟିଛି ‘Tata Group’...
ପୁଣେରେ ଖୋଲିଛି ଗୁଗୁଲର ନୂଆ କାର୍ଯ୍ୟାଳୟ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ହିନ୍ଦୁ ଧର୍ମରେ ସାଧୁ-ସନ୍ଥ ମାନଙ୍କର ମହତ୍ୱ ରହିଛି । ତେବେ କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିଦ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !
ଏହାପୂର୍ବରୁ ଫେବ୍ରୁଆରୀ ୧୫ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ 'ଲୋକମତ୍' କାର୍ଯ୍ୟକ୍ରମରେ କହିଥିଲେ ଯେ ରାଜ୍ ଠାକରେ NDA ସହିତ ଆସିବେ କି ନାହିଁ ଆପଣ ଶୀଘ୍ର ଜାଣିପାରିବେ।
ଉତ୍ତରପ୍ରଦେଶର ସମ୍ଭାଲରେ ଶ୍ରୀ କଲକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆପ୍ ପକ୍ଷରୁ କୁହାଯାଇଛି କି ‘ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଉଥିବା ସମନ ବେଆଇନ୍।
କିଛିଦିନ ତଳେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛାତ୍ରଙ୍କ ନିଖୋଜଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କୋଟା ପୋଲିସ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ବିଫଳ ହୋଇଛି ।
ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ୱ ଟଙ୍କାରେ କଳନା କରିବା ସମ୍ଭବ ନୁହେଁ। ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ, ତେବେ ଏହା ନିଃସନ୍ଦେହ ଯେ, ଏହା ଖୁବ୍ ଉଚ୍ଚ ଏବଂ ଦୁର୍ମୁଲ୍ୟ।
ବିମାନ ପହଁଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ । ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି।
ଏଥର ନିର୍ବାଚନରେ କେନ୍ଦ୍ରରେ ହ୍ୟାଟ୍ରିକ୍ କରିବ ବିଜେପି । ରାଷ୍ଟ୍ରୀୟ ଅଧିବେଶନରେ କର୍ମକର୍ତ୍ତାଙ୍କୁ ୪ଶହ ପ୍ଲସର ମିଶନ ଏବଂ ଶହେ ଦିନର ଡେଡଲାଇନ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏଥର ନିର୍ବାଚନରେ କେନ୍ଦ୍ରରେ ହ୍ୟାଟ୍ରିକ୍ କରିବ ବିଜେପି । ରାଷ୍ଟ୍ରୀୟ ଅଧିବେଶନରେ କର୍ମକର୍ତ୍ତାଙ୍କୁ ୪ଶହ ପ୍ଲସର ମିଶନ ଏବଂ ଶହେ ଦିନର ଡେଡଲାଇନ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ନଡ୍ଡା ଗତ ୨୦୨୦ ମସିହାରେ ଦାୟିତ୍ୱ ନେଇଥିଲେ। ପୂର୍ବରୁ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ସଭାପତି ଥିବା ବେଳେ ୨୦୧୯ରେ ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ଥିଲେ।
ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ଆଜି ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଛି । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।
ପୋଷ୍ଟ ବଢାଇଲା ଚର୍ଚ୍ଚା । ଆଜି ବିଜେପିରେ ମିଶି ପାରନ୍ତି କଂଗ୍ରେସର ଭେଟେରାନ୍ ନେତା । ଯାହା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା ।
ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ । ବୈଠକ ଦୁଇଟି ପର୍ଯ୍ୟାୟରେ ହେଉଥିବା ବେଳେ ଗୋଟିଏ ନ୍ୟାସନାଲ କନଭେନସନ ଓ ଅନ୍ୟଟି ନ୍ୟାସନାଲ କାଉନସିଲ ନାମରେ ହେଉଛି ।
ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ ।
ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍ମିଟ୍ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି ।
ରାଜସ୍ଥାନର ଅଜମେରରେ ୨୧ ବର୍ଷ ବୟସରେ ଆଧ୍ୟାତ୍ମିକତା ପାଇଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲେ।
ଭାରତୀୟ ବାୟୁସେନାର ବାୟୁଶକ୍ତି-୨୪ ଏକ୍ସରସାଇଜ୍ । ବାୟୁସେନାର ୧୨୦ ଯୁଦ୍ଧ ବିମାନ ଅଭ୍ୟାସରେ ସାମିଲ ।
ଅଡୁଆରେ ପେଟିଏମ୍, ଚିନ୍ତାରେ ଜନସାଧାରଣ । କେବେ ପର୍ଯ୍ୟନ୍ତ କାମ କରିବ ପେଟିଏମ୍ ଫାସ୍ଟ୍ୟାଗ୍ ? କେମିତି ବନ୍ଦ କରିବେ ? ଜାଣନ୍ତୁ...
Meta CEO: ଫେସ୍ବୁକ୍ ମାଲିକଙ୍କର ଦିନ କେମିତି ଆରମ୍ଭ ହୁଏ ? ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ସକାଳୁ ଉଠି କରନ୍ତି ଏହି କାମ...