ଆସନ୍ତାକାଲିଠୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଲାଗୁ ହେବ ନୂଆ ଆୟକର ନିୟମ ।
ଯେତିକି ପାଖଉଛି ନିର୍ବାଚନ ସେତିକି ସମସ୍ୟା ଭିତରେ ପଡୁଛି କଂଗ୍ରେସ । ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାବେଳେ ଆୟକର ବିଭାଗ ଦଳ ପାଇଁ ବଡ ସମସ୍ୟା ନେଇ ଆସିଛି ।
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଡଭାନୀଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରିଛନ୍ତି ।
ଗୋଟିଏ ଫୋନକଲରେ ଜୀବନସାଥୀ! ଏପରି ଏକ ବିଜ୍ଞାପନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ଗୋଟେ ଭଲ ଜୀବନସାଥୀ ପାଇବା କଷ୍ଟକର ବ୍ୟାପାର ହୋଇଗଲାଣି । ଆଜିକାଲିର ଦୁନିଆରେ କାହାକୁ ଭରସା କରିବା କଷ୍ଟ ।
ସେହି ନଦୀ ଉପରେ ଭରସା କରୁଥିବା ଅନେକ ଲୋକ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ । ହେଲେ ଜଣେ ଚାଷୀଙ୍କ ଏମିତି ଏକ ପ୍ରୟାସ ସମସ୍ତଙ୍କ ମୁହଁରେ ହସ ଫୁଟାଇଛି ।
ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।
ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁକୁ ଶ୍ରୀଲଙ୍କାକୁ ଟେକି ଦେଇଛି କଂଗ୍ରେସ । ଏଭଳି ଢଙ୍ଗରେ ଆଜି କଂଗ୍ରେସ ଉପରେ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ପୋଷ୍ଟରେ ମୋଦି ଏହି ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି ।
ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଲୋକମାନଙ୍କୁ ଠକିବା । ତେଣୁ ବିଦେଶୀ ନମ୍ବରରୁ ଆସୁଥିବା କଲ୍ ନଉଠାଇବାକୁ ଟେଲିକମ୍ ବିଭାଗ କହିଛି ।
ବିଷ ହେଲା ବାର୍ଥ ଡେ' କେକ୍ । ଜନ୍ମ ଦିନରେ କେକ୍ ଖାଇ ୧୦ ବର୍ଷର ଝିଅ ମୃତ । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ପଞ୍ଜାବରେ ।
କରନାଲର ବାସିନ୍ଦା ୨୧ ବର୍ଷିୟ ମୁକେଶ ଏବଂ ୨୪ ବର୍ଷିୟ ସନ୍ନିଙ୍କ ଅଙ୍ଗେଲିଭା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଆଜି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଭେଟିଛନ୍ତି ।
ଅନେକ ଚାକିରିଆ ଓ ବ୍ୟବସାୟୀ ଯାତ୍ରା କରୁଥିଲେ । ଏହି ଘଟଣା ୨୦୧୮ ମସିହାର । ବିମାନଟି ବ୍ୟାଙ୍କକରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ।
ତାପମାତ୍ରାକୁ ଦୃଷ୍ଟିରେ ରଖି ଆଜିଠୁ ରାମଲଲ୍ଲାଙ୍କୁ ଏଭଳି ପରିଧାନରେ ଦେଖିବାକୁ ମିଳିବ।
ଭାରି ବରଫପାତ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଛି । ହିମାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁଁ ବିଭିନ୍ନ ରାସ୍ତା ମଧ୍ୟ ବନ୍ଦ ରହିଛି ।
୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି ।
ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।
ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।
ଟିକସ ଫାଙ୍କିବା ଅଭିଯୋଗରେ କଲେଜ ଛାତ୍ରଙ୍କୁ ନୋଟିସ । ଚାକିରି ନଥିବା ବେଳେ ଟିକସ ପାଇଁ କିପରି ନୋଟିସ ଆସିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି ଛାତ୍ରଜଣକ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ ।
ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଞ୍ଚ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି।
ମହିଳା ଜଣକ ଘରେ ଚା’ ଓ ଜଳଖିଆ ତିଆରି କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।
ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା ।
ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଆଜି ଅନ୍ତିମ ସଂସ୍କାର ହେବ । ଉତ୍ତରପ୍ରଦେଶର ଗାଜିପୁରରେ ତାଙ୍କର ଅନ୍ତିମ ସଂସ୍କାର ହେବ ।
୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ଉଦ୍ଧାର ହେଲେ ୨୩ ପାକିସ୍ତାନୀ ନାଗରିକ । ଆରବ ସାଗରରେ ଇରାନର ଫିସିଂ ଭେସଲ ଅପହରଣ ପରେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା ।
୧୫-୨୯ ବର୍ଷ ବୟସରେ ବେକାରୀ ହାର ୨୦୦୦ ମସିହାରେ ୮୮.୬ ପ୍ରତିଶତ ଥିବାବେଳେ ୨୦୨୨ ବେଳକୁ ଏହା ହ୍ରାସ ପାଇ ୮୨.୯ ପ୍ରତିଶତ ହୋଇଛି।
ବେଙ୍ଗାଲୁରୁର ପିଜିରୁ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୨୪ଟି ଲାପଟପ୍ ଚୋରି ଅଭିଯୋଗରେ ୨୬ ବର୍ଷ ବୟସ୍କ ଜଣେ ପୂର୍ବତନ IT କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍।