Girl dies while dancing
ଆସୁଥିଲା ବର... କନ୍ୟାଘର ଥିଲା ଉତ୍ସବମୁଖର । ହଠାତ୍ ଘଟିଗଲା ଅଘଟଣ । ଚାହୁଁଚାହୁଁ ସବୁ କିଛି ହୋଇଗଲା ଓଲଟପାଲଟ । ଭଉଣୀ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ଉଠିଲା ସାନ ଭଉଣୀର କୋକେଇ । ସବୁ ଖୁସି ନିମିଶକରେ ମିଳେଇଗଲା... କାନ୍ଦ ବୋବାଳିରେ ଫାଟିପଡ଼ିଲା ପୂରା ପରିବାର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)