• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Arvind Kejriwal
ଇଡି ମୁଖ୍ୟାଳୟରେ ରାତି କାଟିଲେ କେଜ୍ରିୱାଲ; ‘ମିଳିଲାନି ବେଡ୍‌, ଶୋଇଲେ ତଳେ’

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାଣନ୍ତୁ କେମିତି କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି...

Electoral bonds data
କେଉଁ କଂପାନୀ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ଦେଇଛି ସବୁଠୁ ଅଧିକ ଅର୍ଥ ? ଜାଣନ୍ତୁ...

ଭାରତୀୟ ନିର୍ବାଚନ କମିଶନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କଲା SBI । କିଏ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦେଇଛି ସେ ସମସ୍ତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ । 

 ED arresting Delhi CM Arvind Kejriwal
‘ମିଳିଲା କର୍ମର ଫଳ, ଦିନେ ମଦକୁ ବିରୋଧ କରୁଥିଲେ; ଆଜି ସେଇ ମଦ ପାଇଁ ଫସିଲେ’

କେଜ୍ରିୱାଲଙ୍କ ଗିରଫ ନେଇ ବଡ଼ ବୟାନ ଦେଇଛନ୍ତି ସମାଜସେବୀ ଆନ୍ନା ହାଜାରେ । ଆନ୍ନା ହାଜାରେ କହିଛନ୍ତି ଯେ, ସେ ମୋ କଥା ଶୁଣି ନ ଥିବାରୁ ମୁଁ ଦୁଃଖିତ ।

under-construction bridge collapses in Bihar
ଚାଲିଥିଲା ବ୍ରିଜ ନିର୍ମାଣ, ହଠାତ୍ ମଝିରୁ ଭାଙ୍ଗିଗଲା...ଦେଖନ୍ତୁ ଭିଡିଓ

ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠୁ ଲମ୍ବା ସଡ଼କ ବ୍ରିଜ୍ । ଆଜି କାମ ଚାଲିଥିବା ବେଳେ ହଠାତ୍ ବ୍ରିଜଟି ମଝିରୁ ଭାଙ୍ଗିଯାଇଥିଲା।

Arvind Kejriwal
'ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ'

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହେବା ପରେ, ଏବେ କିଏ ଚଳାଇବ ଦିଲ୍ଲୀ ସରକାର ? କାହା ହାତକୁ ଯିବ କ୍ଷମତାର ମଙ୍ଗ ? ଆପ୍ କହୁଛି ଯେ, ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ।

Arvind Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲା ଇଡି।

Arvind Kejriwal
ଅରବିନ୍ଦ କେଜରିୱାଲଙ୍କ ଘରେ ପଶିଲା ED ଟିମ୍‌

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ହଠାତ୍‌ ସକ୍ରିୟ ହୋଇ ଉଠିଛି ଇଡି। ଆଜି ୱାରେଣ୍ଟ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଛି ଇଡି ଟିମ।

Electoral Bond
ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ଚେତିଲା SBI, ଇଲେକ୍ଟୋରାଲ ବଣ୍ଡ ନେଇ ECIଙ୍କୁ ଦେଲା ସବୁ ତଥ୍ୟ

ଇଲେକ୍ଟୋରାଲ ବଣ୍ଡ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛି SBI।

Rahul Gandhi
ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ବନ୍ଦ; ରାହୁଲ କହିଲେ, ଫ୍ଲାଇଟ୍‌ ଛାଡ଼ନ୍ତୁ, ଟ୍ରେନ୍‌ରେ ଯିବାକୁ ବି ଟଙ୍କା ନାହିଁ

ଦିଲ୍ଲୀରେ ଆୟୋଜିତ ଏକ ପ୍ରେସମିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ଏନେଇ ବିଜେପି ବିରୋଧରେ ବର୍ଷିଛନ୍ତି।

footwear made from his skin
ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ... ରାମାୟଣ ପଢ଼ି ବଦଳିଗଲା ଜୀବନ...ମା’ଙ୍କୁ ଦେଲେ ନିଜ ଚର୍ମରେ ତିଆରି ଚପଲ

ରାମାୟଣ ପଢ଼ିବା ପରେ ଦୁର୍ଦ୍ଦାନ୍ତ ଅପରାଧୀ ରୈନକ ଗୁଜରଙ୍କ ଜୀବନ ବଦଳି ଯାଇଛି ।

Dream Big
ଛୋଟ ବୟସରେ ବଡ଼ ଆଶା...ବସ୍ତିରେ ରହୁଛି, କିନ୍ତୁ ମୁଁ ବଡ଼ ହେଲେ IAS ହେବି...

ମହମ୍ମଦ ଆଶିକଙ୍କ ସହ ଏକ ବାର୍ତ୍ତାଳାପରେ ନାଗରାଜ ତାଙ୍କ ପାଠ ପଢ଼ା, ଦୈନନ୍ଦିନ କାର୍ଯ୍ୟ ଓ ତାଙ୍କ ଜୀବନର ଲକ୍ଷ୍ୟ ବିଷୟରେ କହିଛନ୍ତି।

Patanjali tenders unconditional apology
ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ନିଃସର୍ତ୍ତ କ୍ଷମା ମାଗିଲା 'ପତଞ୍ଜଳି'

ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ ବା IMA ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା IMA ।

Kidnapping
ପିତାମାତାଙ୍କ ବିଶ୍ୱାସରେ ବିଷ; ନିଜ ଅପହରଣ ନିଜେ କଲେ, ବିଦେଶ ଯିବା ପାଇଁ ୩୦ ଲକ୍ଷ ମାଗିଲେ

୨୧ ବର୍ଷୀୟ ଯୁବତୀଙ୍କ ସାଙ୍ଘାତିକ କାରନାମା । ନିଜ ଅପହରଣ ନିଜେ କଲେ । ବାପାଙ୍କଠାରୁ ୩୦ ଲକ୍ଷ ଦାବି କଲେ । ଏପରି ଏକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Earth Quake
ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ୪ଘଣ୍ଟାରେ ୩ଥର କମ୍ପନ ଅନୁଭୂତ

ଭୂକମ୍ପ ଝଟକାରେ ଥରିଲା ଅରୁଣାଚଳପ୍ରଦେଶ । ରାତି ପ୍ରାୟ ଗୋଟାଏ ପରଠାରୁ ଭୋର୍ ୫ଟା ମଧ୍ୟରେ ମଧ୍ୟମ ଧରଣର ଭୂକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ପଶ୍ଚିମ ଓ ପୂର୍ବ କାମେଙ୍ଗ ବୋଲି ଜଣାପଡିଛି।

Private Moment
ପ୍ରାଇଭେଟ ମୋମେଣ୍ଟର ଧଜ୍ଜିଆ ଉଡ଼ାଇଲେ...ଖୋଲା ରଖୁଥିଲେ ଝରକା, ଥାନାରେ ମାମଲା

ଅନ୍ତରଙ୍ଗ ସମୟରେ ଝରକା ଖୋଲା ରଖୁଥିଲେ ଦମ୍ପତି । ଏନେଇ ଅଭିଯୋଗ ଆଣିଲେ ପଡ଼ୋଶୀ । ବେଙ୍ଗାଲୁରୁର ଜଣେ ମହିଳା ଏପରି ଅଭିଯୋଗ ଆଣିଛନ୍ତି । ତାଙ୍କର କହିବା ଅନୁସାରେ ପଡ଼ୋଶୀ ଦୁଇଜଣ ସେମାନଙ୍କର ଅନ୍ତରଙ୍ଗ ସମୟରେ ଜାଣିଶୁଣି ଝରକା ଖୋଲା ରଖୁଥିଲେ ।

Gold Price Today
Gold Price Today 21st March 2024: ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୭,୪୨୦ ଟଙ୍କା ହୋଇଛି।

1500 HP tank engine
ଯୁଦ୍ଧ ଟ୍ୟାଙ୍କ ପାଇଁ ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ କଲା ଭାରତ

ଜେନେରେସନ୍-୨ ରେ DRDOର ପ୍ରୟୋଗଶାଳା କମ୍ବାଟ ଭେୟିକିଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟରେ ଏହି ଇଞ୍ଜିନର ବିଭିନ୍ନ ସ୍ତରରେ ପରୀକ୍ଷଣ କରାଯିବ।

1500 HP engine
ଆତ୍ମନିର୍ଭର ଭାରତର ଆଉ ଏକ ଉପଲବ୍ଧି, ଯୁଦ୍ଧ ଟ୍ୟାଙ୍କ ପାଇଁ ପ୍ରଥମ ସ୍ୱଦେଶୀ ଇଞ୍ଜିନ ପରୀକ୍ଷଣ

ଯୁଦ୍ଧ ଟ୍ୟାଙ୍କ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ । ମହିଶୂରର ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ -ଇଂଜିନ ଡିଭିଜନରେ ୧୫ ହର୍ଶପାୱାରର ଏହି ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ ହୋଇଛି ।

Postal Ballots
ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି; ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ କାର୍ଯ୍ୟରତ ସାମ୍ବାଦିକ

ନିର୍ବାଚନ ସମୟରେ ଅନେକ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ISIS India head and one of his associates were arrested
STF ହାତରେ ଧରାପଡ଼ିଲେ ISISର ଭାରତ ମୁଖ୍ୟ ଓ ସହଯୋଗୀ, ଟେରର୍ ଫଣ୍ଡିଂରେ ଥିଲେ ସାମିଲ୍

ଅନୁରାଗର ସ୍ତ୍ରୀ ବାଂଲାଦେଶ ନାଗରିକ । ଦୁଇ ଜଣ ଆଇଏସଏସ୍‌ର କୁଖ୍ୟାତ ସଦସ୍ୟ । ଉଭୟ ହରିଶ ଏବଂ ଅନୁରାଗ NIAର ୱାଣ୍ଟେଡ୍ ଥିଲେ।

Startup Ecosystem In India
ଦୁନିଆ ଦେଖୁଛି ଭାରତର ଯୁବଶକ୍ତିର ସାମର୍ଥ୍ୟ; ଦିନେ ଚାକିରି ଖୋଜୁଥିଲେ, ଏବେ ଚାକିରି ଦେଉଛନ୍ତି

ଭାରତ ପାଲଟିଛି ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ। ଆଜି ଦୁନିଆ ଦେଖୁଛି ଭାରତର ଯୁବଶକ୍ତିଙ୍କ ସାମର୍ଥ୍ୟ। ଦିନେ ଚାକିରି ଖୋଜୁଥିଲେ। ମାତ୍ର ଏବେ ଚାକିରି ଦେବା ପନ୍ଥାକୁ ଆପଣାଇ ନେଇଛନ୍ତି ଭାରତର ଯୁବପିଢ଼ି।

Bank Remain Open on March 31
ମାର୍ଚ୍ଚ ୩୧ ରବିବାର ବ୍ୟାଙ୍କ ଖୋଲା

ମାର୍ଚ୍ଚ ୩୧ ରବିବାର ଥିବା ସତ୍ତ୍ୱେ ବ୍ୟାଙ୍କ ଖୋଲା ରଖାଯିବ। ଏନେଇ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।

Earth Hour
Earth Hour: ୨୩ ତାରିଖ ୮.୩୦ ରୁ ୯.୩୦, ରହିବ କିଟ୍‌ କିଟ୍ ଅନ୍ଧାର !

୨୦୧୦ ମସିହା ପରଠାରୁ ସାରା ଦେଶରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି । ସମସ୍ତ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଏହି ଆର୍ଥ ଆୱାର ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Sadhguru
ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁଙ୍କ ବ୍ରେନ୍‌ ସର୍ଜରୀ

ମୁଣ୍ଡ ବିନ୍ଧା ସାଙ୍ଗକୁ ବାନ୍ତି ବି ହେଉଥିଲା । ତେଣୁ ତୁରନ୍ତ ସର୍ଜରୀ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।

Kangaroo Court
ବିବାହତା ମହିଳାଙ୍କୁ ଦୁର୍ବ୍ୟବହାର କରିବାରୁ ଏମିତି ଦଣ୍ଡ ଦେଲେ ଗାଁ ଲୋକେ !

ପୁରା ଘଟଣାର ଭିଡିଓ ରେକର୍ଡଂ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଆମେ ଚାହିଁଲେ ବି ଦେଖାଇପାରିବୁ ନାହିଁ । ତେବେ ଏହି ଭିଡିଓ ଯେତେବେଳେ ପୋଲିସ ପାଖରେ ପହଞ୍ଚିଲା ସେତେବେଳେ ପୋଲିସ ମଧ୍ୟ ଦେଖି ତାଜୁବ ହୋଇଗଲା ।