୨୦୧୯ ଅକ୍ଟୋବର ୧୭ରେ ଖାଦ୍ୟ ସୁରକ୍ଷା ଇନ୍ସପେକ୍ଟର ପିଥୋରାଗଡର ବେରିନାଗର ମୁଖ୍ୟ ବଜାରରେ ଥିବା ଲୀଲାଧର ପାଠକଙ୍କ ଦୋକାନ ଯାଞ୍ଚ କରିଥିଲେ। ସେଠାରେ ବିକ୍ରି ହେଉଥିବା ପତଞ୍ଜଳି ନାବରତ୍ନ ଇଲାଇଚି ସୁନ ପାମ୍ପୁଡି ନିମ୍ନମାନର ବୋଲି ଅଭିଯୋଗ ହେବା ପରେ ଚଢାଉ କରାଯାଇଥିଲା।
ଅନେକ ବାଧା ବିଘ୍ନ ସତ୍ତ୍ୱେ ତାଙ୍କ ପାଠ ପଢ଼ାରୁ ମନ ବିଚଳିତ ହୋଇନି । ସେ ନିଜ ନିଷ୍ଠା ଓ ଏକାଗ୍ରତା ପାଇଁ ଆଜି ସଫଳ ହୋଇଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ PS ଗିରଫ । PS ବୈଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଛନ୍ତି ।
୬୦ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ବେଳେ ନୁହର ତାବଡ଼ ଉପମଣ୍ଡଳ ସୀମାରେ ହଠାତ୍ ବସ୍ରେ ନିଆଁ ଲାଗି ଯାଇଥିଲା । ଶୁକ୍ରବାର ରାତି ପ୍ରାୟ ୧.୩୦ରେ ଏହି ଭୟଙ୍କର ବସ୍ ଦୁର୍ଘଟଣା ହୋଇଥିଲା ।
ଆଜି ବଢିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୭୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୬୦୦ ଟଙ୍କା ରହିଛି ।
ଏହି ଚାରି ବର୍ଷର ଝିଅଟି ତା’ର ଆଙ୍ଗୁଠି ଅସ୍ତ୍ରୋପଚାର ପାଇଁ ମେଡିକାଲ କଲେଜକୁ ଆସିଥିଲେ, କିନ୍ତୁ ଡାକ୍ତରମାନେ ଭୁଲ୍ରେ ଝିଅଟିର ଜିଭରେ ଅସ୍ତ୍ରୋପଚାର କରିଥିଲେ ।
ଗତକାଲି ଦିଲ୍ଲୀ AIIMS ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ସ୍ବାତୀ । ସ୍ୱାତୀ ମାଲିୱାଲ ନିଜ ସହ ଘଟିଥିବା ଘଟଣାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ଆପ ସାଂସଦ ନିଜ ଏକ୍ସ ଆକାଉଣ୍ଟର ପୋଷ୍ଟରେ କହିଛନ୍ତି ଯେ, ପୋଲିସକୁ ସେ ବୟାନ ଦେଇଛନ୍ତି ।
ଏହି ମୃତଦେହ ଅବସରପ୍ରାପ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ମ୍ୟାନେଜର ମନୋଜ ଚାନସୋରିଆ ଏବଂ ତାଙ୍କ ପତ୍ନୀ ଅନୀତାଙ୍କର ଅଟେ ।
ଏହି ଘଟଣା ହାଇଦ୍ରାବାଦର ରହମତ ନାଗର ଅଞ୍ଚଳର। ଯେଉଁଠାରେ ସ୍ୱାମୀ-ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଇଛି ।
ବାହାଘରରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ଛୁଆକୁ କାର୍ରେ ଛାଡ଼ି ଭୁଲିଯାଇଥିଲେ । ଫେରି ଆସି ଦେଖନ୍ତି ତ ଛୁଆ ଆଉ ନାହିଁ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ରାଜସ୍ଥାନର କୋଟାରେ ।
ଆଜି ସ୍ଥିର ରହିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୨୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି ।
ଏହି ପ୍ରକାରର ଠକେଇ ବିଷୟରେ ସଚେତନ ହେବା ଏବଂ ସଚେତନତା ପାଇଁ ପରାମର୍ଶ ଦିଆଯାଇଛି । ଯଦି କେହି ଏପରି କଲ୍ ପାଆନ୍ତି ତେବେ ତୁରନ୍ତ ଏନେଇ ସାଇବର କ୍ରାଇମ୍ ହେଲ୍ପଲାଇନ ନମ୍ବର 1930 କିମ୍ବା www.cybercrime.gov.inରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ଏହା ପୂର୍ବରୁ ଟଙ୍କା ଜବତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଓ ତାଙ୍କ ସହାୟକ ଜାହାଙ୍ଗିର ଆଲାମଙ୍କୁ ଗିରଫ କରି ସାରିଛି। ଗତ ସୋମବାର ଇଡିର ୬ଟି ଟିମ୍ ଚଢାଉ କରି ଜାହାଙ୍ଗିର ଆଲାମଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ କରିଥଲା।
ଏ.ଆର୍.ରେହମାନଙ୍କୁ ଆଜି କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । କିନ୍ତୁ ତାଙ୍କର ସଙ୍ଗୀତ ସାଧନା ଏତେ ସହଜ ନଥିଲା । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି ।
ନ୍ୟୁଜ୍କ୍ଲିକ୍ର ପ୍ରତିଷ୍ଠାତା ତଥା ସଂପାଦକ ପ୍ରବୀର ପୁରକାୟସ୍ଥଙ୍କ ଗିରଫଦାରୀକୁ ବେଆଇନ ବୋଲି କହି ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭୋଟ ଦେବାକୁ କାଲିଫର୍ନିଆରୁ ଆସିଛନ୍ତି ଭାରତ। ଅନ୍ୟ କୌଣସି କାମ ନୁହେଁ, ବରଂ କେବଳ ଭୋଟ୍ ଦେବାକୁ ଆସିଛନ୍ତି ଏହି ପରିବାର। ଦେଶ ପାଇଁ ଖଣ୍ଡିଏ ଭୋଟର ମୂଲ୍ୟ କେତେ ଯେ, ମୂଲ୍ୟବାନ ଏମାନେ ଠିକ୍ ଜାଣିଛନ୍ତି।
ଆଜି ବଢିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୨୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି ।
ଦିଲ୍ଲୀର ସ୍କୁଲ ଓ ହସ୍ପିଟାଲ ପରେ ଏବେ ତିହାର ଜେଲ୍କୁ ବୋମାରେ ଉଡ଼ାଇ ଦେବା ନେଇ ଆସିଛି ଧମକ। ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ନେଇ ସୂଚନା ମିଳିଛି।
ଗତ ୫ ବର୍ଷ ମଧ୍ୟରେ ମୋଦି ନିଜ ଆୟର ସବିଶେଷ ସୂଚନା ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ୨୦୧୮-୧୯ରେ ୧୧ ଲକ୍ଷ ୧୪ ହଜାର ୨୩୦ ଟଙ୍କା, ୨୦୧୯-୨୦ରେ ୧୭ ଲକ୍ଷ ୨୦ ହଜାର ୭୬୦ ଟଙ୍କା, ୨୦୨୦-୨୧ରେ ୧୭ ଲକ୍ଷ ୭ ହଜାର ୯୩୦ ଟଙ୍କା ଇନକମ ହୋଇଛି।
ବସ୍ରେ ମୋଟ୍ ୪୨ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଭୋଟ୍ ଦେବାପାଇଁ ବସ୍ରେ ଯାଇଥିଲେ। ଆଜି ସକାଳୁ ବାପାଟଲା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।
କିଛି ଭିଜିଲାନ୍ସ ଅଧିକାରୀ ଏବଂ ଅନ୍ୟ ବିଭାଗ ଯାଞ୍ଚ ପାଇଁ ଆସିଥିଲେ। କାମ ଦେଖିବା ପାଇଁ ଖଣି ଭିତରକୁ ପ୍ରବେଶ କରିବା ମାତ୍ରେ ଲିଫ୍ଟ ଭାଙ୍ଗି ଯାଇଥିଲା।
ଜରୁରୀକାଳୀନ ସ୍ଥିତିରେ ସ୍ବାସ୍ଥ୍ୟସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ପରୀକ୍ଷଣ କରାଯାଇଛି।
କୋଟି କୋଟି ସଦସ୍ୟଙ୍କ ଜୀବନଯାପନକୁ ସହଜ କରିବାକୁ, ଇପିଏଫଓ ବର୍ତ୍ତମାନ ଶିକ୍ଷା, ବିବାହ ଏବଂ ଗୃହ ନିର୍ମାଣ ପାଇଁ ଅଗ୍ରୀମ ପରିମାଣର କ୍ଲେମ୍ଗୁଡିକର ଅଟୋ-ମୋଡ୍ ସମାଧାନ ଆରମ୍ଭ କରିଛି ।
୨୪ ମହାସଂଗ୍ରାମର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଶେଷ ଦିନରେ ଲଗାତର ତୃତୀୟ ଥର ପାଇଁ ଆଜି ବାରାଣସୀରୁ ନାମାଙ୍କନ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୁମ୍ବାଇ ଘାଟକୋପରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ ହୋଇଛି । ଘଟଣାସ୍ଥଳରୁ ୭୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏପଟେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।