କେରଳରେ ପୁଣି ବିପର୍ଯ୍ୟୟର କରାଳ ତାଣ୍ଡବ । ୱାୟନାଡ଼ର ମେପାଡ଼ି ପାହାଡ଼ରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୯୩ କୁ ବୃଦ୍ଧି ପାଇଛି ।
ଗତ କିଛିଦିନ ତଳେ ଦିଲ୍ଲୀ କେସ୍ ତ ଆପଣମାନଙ୍କର ମନେ ଥିବ । ବେସ୍ମେଣ୍ଟରେ ପାଣି ପଶିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? ଏବେ ଏମିତି ଆଶଙ୍କାକୁ ନେଇ ଚିନ୍ତାରେ ଭାରତୀୟ ହ୍ୱାଟ୍ସଆପ୍ ୟୁଜର୍ସ ।
ମହିଳାଙ୍କର ନିଜର କୌଣସି ପରିଚୟ ନାହିଁ ? ସେମାନଙ୍କର କୌଣସି ଉପଲବ୍ଧି ନାହିଁ ? ସଂସଦରେ ଡେପୁଟି ଚେୟାରମ୍ୟାନଙ୍କୁ ଏମିତି ଶୁଣାଇଲେ ଜୟା ବଚ୍ଚନ
ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ ।
ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ରାଜଧାନୀ ଦିଲ୍ଲୀରେ ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି ଘଟଣାରେ ହୁଲୁସ୍ତୁଲ ହେଲାଣି ରାଜରାସ୍ତାରୁ ପାର୍ଲିଆମେଣ୍ଟ । ଘଟଣାରେ ଦିଲ୍ଲୀ ସରକାରଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିବା ସହ ଆନ୍ଦୋଳନକୁ ତୀବ୍ର କରିଛି ବିଜେପି ।
ଜଙ୍ଗଲ ଭିତରେ ଥିଲେ ମହିଳା । ବନ୍ଧା ହୋଇଥିଲା ଚେନ୍ । ଏପରି ଏକ ଘଟଣା ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାର ଏକ ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି ।
ସାପକୁ ଦେଖିଲେ ଆପଣଙ୍କୁ ଡ଼ର ଲାଗିବ କି ନାହିଁ .. ଭାବିଲେ ଅଫିସରେ କାମ କରିବା ବେଳେ ଯଦି ଆପଣ ସାପ ଦେଖନ୍ତି ତେବେ କ’ଣ ହେବ ? ଆପଣ ହୁଏ ତ ସବୁ କାମ ଛାଡ଼ି ଦୌଡ଼ି ପଳାଇବେ ।
ଟ୍ରାକରେ କେବଳ ବନ୍ଦେ ଭାରତ ଟ୍ରେନ୍ର ଚେୟାର କାର୍ ଭର୍ସନ ଚାଲୁଛି । ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରମୁଖ ମାର୍ଗରେ ଏହି ସ୍ଲିପର ଭର୍ସନ ଟ୍ରେନ୍ ଚାଲୁ କରିବାକୁ ଯୋଜନା ରହିଛି ।
କାହିଁକି IAS କୋଚିଂ ସେଣ୍ଟରେ ହେଲା ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ନୂଆ ଭିଡ଼ିଓ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ଜାମ୍ମୁ ଓ କାଶ୍ମୀରର ଡୋଡାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଡୋଡା ପୋଲିସ ପକ୍ଷରୁ ଏଥିପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।
ସୁନେଲି ଭବିଷ୍ୟତ ପାଇଁ ଦିଲ୍ଲୀ ଆସିଥିଲେ, ଯୁପିଏସସିର କୋଚିଂ ନେଉଥିଲେ । ଦିନେ ଆଇଏଏସ ହେବାର ସ୍ୱପ୍ନ ଦେଖିଥିବା ତିନି ଛାତ୍ରଛାତ୍ରୀ ଆଜି ଶବ ପାଲଟି ଯାଇଛନ୍ତି ।
ଯେପରି ବାଙ୍ଗାଲୋରରେ ଚାକିରି କରିଥିବା ଏହି ମହିଳାଙ୍କ ସହ ହୋଇଛି । ଅଫିସ ଯିବା ଆସିବା ପାଇଁ ସେ କରିଥିବା କ୍ୟାବର ମାସିକ ବିଲ୍ ତାଙ୍କର ହୋସ୍ ଉଡାଇ ଦେଇଛି ।
ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଚାଲିଛି। ଏହା ଆମ ଖେଳାଳିଙ୍କୁ ବିଶ୍ୱ ମଞ୍ଚରେ ତ୍ରିରଙ୍ଗା ଉଡାଇବା ସହ ଦେଶ ପାଇଁ କିଛି କରିବାର ସୁଯୋଗ ଆଣି ଦେଇଛି। ତେଣୁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ।
୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ। ଗ୍ରାଉଣ୍ଡରେ ସ୍ଥିତି ଯାଞ୍ଚ ପରେ ଆଜି କିଛି ଏଭଳି ସୂଚନା ଦେଇଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର।
ବଢୁଛି ମୁଣ୍ଡ ଓ ବେକ କର୍କଟ ରୋଗୀଙ୍କ ସଂଖ୍ୟା । ଯାହା ଦେଶର ମୋଟ କର୍କଟ ରୋଗୀଙ୍କ ସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ବୋଲି ଅଧ୍ୟୟନରୁ ଜଣାପଡିଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯ ଜଣ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି।
ରାଜେନ୍ଦ୍ରନଗର ସ୍ଥିତ ରାଓ ଆଇଏଏସ୍ କୋଟିଂ ଏକାଡେମୀର ବେସମେଣ୍ଟରେ ପାଣି ପଶି ୩ ଛାତ୍ରଙ୍କ ମୃତ୍ୟୁ ପରେ ଏବେ କାରଣ ଖୋଜୁଛି ପୋଲିସ ।
ଜମ୍ମୁ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଅଭାବନୀୟ ଘଟଣା । ଗୋଟିଏ ପରିବାର ୮ ଜଣଙ୍କର ଦୁଃଖଦ ମୃତ୍ୟୁ...
ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ ମମତା ।
ପତ୍ନୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି,ଜୀବନ ସାଥି ପାଇଁ ଚାଷ ଜମିରେ ନିର୍ମାଣ କଲେ ପ୍ରତିମୂର୍ତ୍ତି । ସ୍ତ୍ରୀ ମୃତ୍ୟୁ ପରେ ପ୍ରତିମୂର୍ତ୍ତି ନିର୍ମାଣ କରାଇଲେ ସ୍ବାମୀ ।
କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ପୂର୍ବରୁ ୬୧ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଥିଲେ।
ଉଦ୍ଧାର ହୋଇଥିବା ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ନାଭି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କମିଶନର କହିଛନ୍ତି ଯେ ଏହା ମାତ୍ର ୧୦ ବର୍ଷ ପୁରୁଣା କୋଠା ଥିଲା ।