ଶୋ’ ପାଇଁ ବିଦେଶ ବାହାରିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।
ଦେଶ ୨ଜିରୁ ୪ଜିକୁ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଥିବା ବେଳେ ଆମେ ଅପ୍ଟିକାଲ୍ ଫାଇବର୍, କ୍ଲାଉଡ୍ ଏବଂ ଡାଟା ସେଂଟର ଭିତ୍ତିଭୂମି ଜରିଆରେ ଡିଭାଇସ୍ ଲାଗି ଏକ ସମାନ ସୁଲଭ ବ୍ୟବସ୍ଥା ବିକଶିତ କରିବା ପ୍ରକ୍ରିୟାରେ ରହିଛୁ । ପରବର୍ତୀ ପଦକ୍ଷେପ ହେବ ମେସିନ୍, ଡିଭାଇସ୍ ଓ ଗାଡ଼ି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଯାହା ହେଉଛି ଇଟଂରନେଟ୍ ଅଫ୍ ଥିଙ୍ଗସ୍
ମନ୍ଦିରରୁ ଫେରୁଥିବା ସମୟରେ ବାଇକରେ ଥିବା ତିନି ଭାଇଭଉଣୀଙ୍କୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଟ୍ରକ । ମଧ୍ୟପ୍ରଦେଶର ଖିଲଚିପୁରରେ ଏହି ଦୁର୍ଘଟଣା ଘଟିଛି ।
ଯବାନଙ୍କ ସହ ରାତ୍ରି ଭୋଜନ କଲେ ଆଉ ଦେଶଭକ୍ତିର ଗୀତ ଶୁଣି ଭାବବିହ୍ୱଳ ହୋଇଗଲେ ଗୃହମନ୍ତ୍ରୀ ଅମିତ ଶାହ ।
ଉଚ୍ଚତା ଦୁଇରୁ ତିନି ଫୁଟ ହେଲେ ଚଲାଉଛନ୍ତି କାର। ଆଉ ସରକାଙ୍କଠାରୁ ପାଇଛନ୍ତି ଡ୍ରାଇଭିଙ୍ଗ୍ ଲାଇସେନ୍ସ। କିଛି ଏମିତି ରୋମାଞ୍ଚକର ଥିଲା ତାଙ୍କ ଯାତ୍ରା
ଇଚ୍ଛା ଶକ୍ତିଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଯାତ୍ରା ସଫଳ ହୁଏ। ଭାରତ ପକ୍ ସୀମା ନିକଟବର୍ତ୍ତୀ ଗାଁରୁ ଆସିଥିବା ଯୁବତୀ ଆଜି ବଲିଉଡରେ କମାଉଛନ୍ତି ନିଜ ନାଁ।
ଫ୍ରି ଟ୍ରାନଜାକ୍ସନ ମାସିକ ଲିମିଟ ପରେ ଯଦି ଆପଣ ଅଧିକ କାରବାର କରୁଛନ୍ତି, ତେବେ ପୂର୍ବ ଚାର୍ଜ ତୁଳନାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆସନ୍ତା ବର୍ଷଠାରୁ ପ୍ରତି ଅତିରିକ୍ତ କାରବାର ପ୍ରତି ଗ୍ରାହକଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।
ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇଥିଲେ ସୁରକ୍ଷା ବାହିନୀ। ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ସୁରକ୍ଷା ବାହିନୀ।
ଭାରତରେ ଜନ୍ମିତ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ଆପଣ ଜାଣନ୍ତି କି? ତାଙ୍କୁ ବର୍ଷକୁ ବଡ ପ୍ୟାକେଜ ଟ୍ୱିଟର କଂପାନୀ। କୋଟି କୋଟି ଟଙ୍କା ଦରମା ସହ ପାଉଛନ୍ତି ଏସବୁ ସୁବିଧା। ଯାହାକୁ ଶୁଣିଲେ, ଉଡ଼ିଯିବ ଆପଣଙ୍କ ହୋସ୍...
ବିଗତ ୩ ଦଶନ୍ଧି ହେଲା ମୁଖ୍ୟ ପର୍ସନାଲ୍ ଓ୍ୱିପନ୍ ଭାବେ ଇନସାସ୍ ରାଇଫଲକୁ ବ୍ୟବହାର କରିଆସୁଛନ୍ତି ଭାରତୀୟ ସେନାର ଯବାନ। ତେବେ ଏହା ଅପେକ୍ଷାକୃତ ଓଜନିଆ, ଲମ୍ବା ଏବଂ କମ୍ ଘାତକ।
ସାବାଡ୍ ହେବେ ଆତଙ୍କୀ, ଥରକେ ହେବ ୬୦୦ ରାଉଣ୍ଡ ଗୁଳିମାଡ଼....
ଶନିବାର ଦିନ ଭାରତର ପ୍ରଧାନ ବିଚାରପତି ଏନ.ଭି ରାମଣା ବିବାଦର ସମାଧାନ ପାଇଁ AD) ବ୍ୟବସ୍ଥା ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ବରିଷ୍ଠ ସାମ୍ୱାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା
ଓମିକ୍ରନ୍ ପାଇଁ ପରିବାରକୁ ହତ୍ୟା କଲେ ଡାକ୍ତର । କରୋନା ସହ ଲଢ଼ି ଲଢ଼ି ମାନସିକ ଭାରସାମ୍ୟ ହରାଇ ବସିଲେ ଡାକ୍ତର । ନୂଆ ଭାରିଏଣ୍ଟ୍ ଚିନ୍ତାରେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି ।
ପ୍ରତିଦିନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ପରିବେଶ ପ୍ରଦୂଷଣ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ କିଛି ନୂଆ ଉଦ୍ଭାବନ କରିବାକୁ ପ୍ରେରଣା ଦେଇଛି । ମଧ୍ୟପ୍ରଦେଶର ସାଗର ନିବାସୀ ହିମାଂଶୁ ଭୋଇ ପଟେଲ ଏକ ଇ-ଜିପ୍ ତିଆରି କରିଛନ୍ତି ।
ଜିଓ ୟୁଜରଙ୍କ ଉପରେ ନୂଆ ବୋମା ପକାଇଲା କମ୍ପାନୀ । ବନ୍ଦ ହେଲା ୪ ପ୍ରିପେଡ୍ ପ୍ଲାନ୍ ।
ଆଜି ଖୁସିରେ ଗଦଗଦ୍ ହୋଇଯାଉଛନ୍ତି ଚିକନ୍ନା । ଏତେ ବର୍ଷ ପରେ ପ୍ରାଣର ପ୍ରିୟାକୁ ଫେରି ପାଇଛନ୍ତି । ଖୁସିରେ ଗୋଡ଼ ତଳେ ଲାଗୁନି ।
କଙ୍ଗନାଙ୍କୁ ପଞ୍ଜାବରେ ଆକ୍ରମଣ । ଏହି ଆକ୍ରମଣ ବିଷୟରେ ଖୋଦ୍ କଙ୍ଗନା ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବାର ଦେଖିବାକୁ ମିଲିଛି । ଏହି ଭିଡିଓରେ କଙ୍ଗନାଙ୍କ ଗାଡିକୁ ଲୋକ ଘେରି ରହିଥିବାର ଦେଖିବାକୁ ମିଳିଛି । ତେବେ କେଉଁମାନେ ଆଉ କାହିଁକି କଙ୍ଗନାଙ୍କ ଉପରେ ଆକ୍ରମଣ କଲେ ଆସନ୍ତୁ ଜାଣିବା ଏହି ଭିଡିଓରେ..
ଓମିକ୍ରନ୍ ଭାରିଏଣ୍ଟ୍ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପତ୍ତା ମିଳୁ ନାହିଁ।
ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଚାଲିଗଲା ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବଦଳିବ ଭାରତୀୟ ଯବାନଙ୍କ ୟୁନିଫର୍ମ । ଯବାନଙ୍କ ତେଜ ଓ ପରାକ୍ରମକୁ ପ୍ରତିପାଦିତ କରୁଥିବା ଡିଜିଟାଲ ଓ ଶତ୍ରୁଙ୍କୁ ଚକମା ଦେଉଥିବା ବା କାମୋଫ୍ଲାଜ୍ ପୋଷାକ ପ୍ରସ୍ତୁତ ଲାଗି ସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପୁଣି କମିଲା ସୁନା ଓ ରୁପା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୭୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୮୧୦ ଟଙ୍କା ରହିଛି । ଭୁବନେଶ୍ୱରରେ ସୁନାର ଦାମ୍ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪, ୮୪୦ ଟଙ୍କା ଓ ୪୯, ୧୨୦ ଟଙ୍କା ରହିଛି ।
ବାଘଟି କଲେଜ କ୍ଲାସ୍ ରୁମ୍ରେ ପ୍ରବେଶ କରିବା ନେଇ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଓ ଆନ୍ଧ୍ର ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆଲୋଚନା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ।