ଢେମସା ନାଚୁଥିବା ମ୍ୟାଡମ ଜଣକ ହେଉଛନ୍ତି ଭବାନୀପାଟଣାର ଉପ-ଜିଲ୍ଲାପାଳ ମମତା ଦାସ । ଜଣେ ଦକ୍ଷ ପ୍ରଶାସିକା ହେବା ସହ ମ୍ୟାଡମ ଲୋକନୃତ୍ୟ ଢେମସାରେ ମଧ୍ୟ ଖୁବ ମାହିର ।
ଝିଅଟିଏ ହୋଇ ଜନ୍ମ ନେଇ ମୁଁ କ’ଣ ଭୁଲ କଲି ? କୁହନ୍ତି ଦୁହିତା ଦୁଇ କୁଳକୁ ହିତା । ଆଉ ମୁଁ କେଉଁ କୁଳକୁ ହେଲି ନିଜେ ବି ଜାଣିନି । ଶାଶୁଘରୁ ସ୍ନେହ ଟିକିଏ ପାଇଲିନି... ସ୍ୱାମୀଙ୍କର ବି ନିଜର ହୋଇପାରିଲିନି ।
ଉପମା, ସୁଜି, ପାଉଁରୁଟି, ଫଳମୂଳ ଅଣ୍ଡା ଯାହା ଦେଖିବ ଏଠି ସବୁ କିଛି ପିଲାଙ୍କୁ ମିଳୁଛି । ହେଲେ କାଗଜ କଲମରେ ଛୁଆଙ୍କୁ ଯାହା ମିଳୁଛି ବାସ୍ତବରେ ତା’ର ଚିତ୍ର ପୂରା ଭିନ୍ନ ।
ମାଙ୍କଡ଼ ମୃତ୍ୟୁରେ ଗାଁ ଲୋକଙ୍କ ଶୋକ । ଶୁଦ୍ଧିକ୍ରିୟା ସହ ସମସ୍ତ କର୍ମ କରାଯାଇଛି ।
ଉଚ୍ଚତା ଦୁଇରୁ ତିନି ଫୁଟ ହେଲେ ଚଲାଉଛନ୍ତି କାର। ଆଉ ସରକାଙ୍କଠାରୁ ପାଇଛନ୍ତି ଡ୍ରାଇଭିଙ୍ଗ୍ ଲାଇସେନ୍ସ। କିଛି ଏମିତି ରୋମାଞ୍ଚକର ଥିଲା ତାଙ୍କ ଯାତ୍ରା