ଓମିକ୍ରନ୍ ପାଇଁ ପରିବାରକୁ ହତ୍ୟା କଲେ ଡାକ୍ତର । କରୋନା ସହ ଲଢ଼ି ଲଢ଼ି ମାନସିକ ଭାରସାମ୍ୟ ହରାଇ ବସିଲେ ଡାକ୍ତର । ନୂଆ ଭାରିଏଣ୍ଟ୍ ଚିନ୍ତାରେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି ।