ଯଦି ଆପଣ ଦୁନିଆର କିଛି ବିଚିତ୍ର ଜୀବର ସନ୍ଧାନରେ ଅଛନ୍ତି, ତେବେ ହିମାଳୟରେ ଆପଣଙ୍କର ସନ୍ଧାନ ପୁରା ହୋଇପାରିବ । ଏଠାରେ ଆପଣଙ୍କ ଆଠଟି ଗୋଡ ଥିବା ଜୀବ ମଧ୍ୟ ମିଳିଯିବ ଆଉ ଉଚ୍ଚତାର ମହାରାଜା ବି ମିଳିଯିବ । ଆଉ ଏଭଳି ଜୀବ ସମ୍ପର୍କରେ ଆପଣମାନେ ବେଶି କିଛି ଜାଣି ବି ନଥିବେ । ତେବେ କଣ ଏହି ଜୀବ ସବୁ, କାହିଁକିଏ ମାନେ ଏତେ ବିଚିତ୍ର, ଚାଲନ୍ତୁ ଜାଣିବା ।
ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।
ଚାନ୍ଦିନୀଙ୍କ ମୋବାଇଲକୁ ଦିନେ ଜଣେ ଅଜଣା ଯୁବକଙ୍କ ମିସ୍ କଲ୍ ଆସିଲା। କଥା ହେଉ ହେଉ ପ୍ରେମ ହେଇଗଲା । ତେବେ କଥା ହେଉଥିବା ଯୁବକ ଜଣକ ଦୃଷ୍ଟିବାଧିତ ବୋଲି ଜାଣିନଥିଲେ ଯୁବତୀ । ତେବେ ସତକଥା ଜାଣିବା ପରେ ମଧ୍ୟ ଉଭୟଙ୍କ ପ୍ରେମରେ ଭଟ୍ଟା ଆସିନଥିଲା ।
ଯଦି ଅନଲାଇନ୍ ପାଠପଢା ହେଉଛି, ତାହାହେଲେ ପରୀକ୍ଷା ବି ଅନଲାଇନ୍ କରାଯାଉ।
ବରଫର ୪୨୧ଟି ନାଁ । ଆଶ୍ଚର୍ଯ୍ୟ ଲାଗିଲା ନା । ତଥାପି କଥାଟି ବିଲକୁଲ ସତ କଥା । କାହାକୁ ବରଫରେ ଖେଳିବାକୁ ଭଲ ଲାଗେ ତ ଆଉ କାହାକୁ ବରଫର ପ୍ରାକୃତିକ ପରିବେଶ ଦେଖିବାକୁ ଭଲ ଲାଗେ । ଏହାରି ଭିତରେ ସାମ୍ନାକୁ ଆସିଛି ବରଫକୁ ନେଇ କିଛି ତଥ୍ୟ… ଏଭଳି ତଥ୍ୟ ଯାହା ଆପଣ କେବେ ବି ନା ଶୁଣିଥିବେ ନା ଜାଣିଥିବେ । ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ପାଇଁ ଯଥେଷ୍ଟ । ତେବେ ଚାଲନ୍ତୁ ଜାଣିବା ସେହି ନିଆରା ତଥ୍ୟ ସମ୍ପର୍କରେ ।
ମାତ୍ର ୧୨ ବର୍ଷରେ କରିଦିଆଗଲା ବିବାହ। କିଛି ଦିନ ପରେ ସ୍ୱାମୀଙ୍କର ହେଲା ଦେହାନ୍ତ। ଫେରିଆସିଲେ ବାପଘର। ସମାଜସେବାରେ ଦେଲେ ମନ। ଏବେ ପଦ୍ମ ସମ୍ମାନରେ ସମ୍ମାନୀତ।
କରୋନା କଟକଣାରେ ନିଆରା ବାହାଘର। ଅନଲାଇନ୍ରେ ବାହାଘର ହେଲା, Zamato ରୁ ଭୋଜି ଖାଇଲେ ୪୦୦ ଅତିଥି...ଦେଖନ୍ତୁ ସେହି ବାହାଘରର କିଛି ଝଲକ୍
ଟାଙ୍କେ ପିଇଛନ୍ତିରେ ନାରଣ...ନିଶା ତ କିଲବିଲ୍ କରୁଛି, ସଟରକୁ ଧମାଧମ ଗୋଇଁଠା ମାରିଲେ...ରାଗି ଯାଇ କହିଲେ କାହା ବୋପା ପଇସାରେ କଣ ମୁଁ ପିଇଛି? ଯିଏ ଆସିଲା ସିଏ ଶୁଣିଲା...ହାଉସ ଫୁଲ୍ ପରି ରାସ୍ତା ବି ଲୋକରେ ଫୁଲ୍....ଦେଖନ୍ତୁ ଏହି ଭିଡ଼ିଓ
ବ୍ଲକ୍ ଉପାଧ୍ୟକ୍ଷା ଥିଲେ ଏବେ ଛେଳି ଚରାଉଛନ୍ତି। ଦିନେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଥିଲେ...ସକାଳ ହେଲା କ୍ଷଣି ଶହଶହ ଲୋକ ଘର ସାମ୍ନାରେ ଭିଡ଼ ଜମାଉଥିଲେ...ଏବେ କିନ୍ତୁ ଖାଇବାକୁ ନାହିଁ କି ଘର ବି ନାହିଁ, ସରକାରୀ ଯୋଜନା ସାତ ସପନ...ଦୁଃଖ କହିବା ବେଳକୁ ବୋଲ ମାନୁନି ଆଖିର ଲୁହ, ମନର କୋହ....
ଆପଣଙ୍କ ନାଁ କଣ? ଦନ୍ତା ହାତୀ ନା କ’ଣ ତ...ବିନା ଡକ୍ୟୁମେଂଟ୍ରେ ଲୋନ ଦେଇଦେଉ...ଲୋନ୍ ପରେ ତ ଆଲି କହିବେ ଦିଅ ଦିଅ...ଆଉ ତା’ପରେ ହେଲା କଣ?
ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରୀଡାବିତ୍ ସମସ୍ତେ ମାରନ୍ତି ପୁସ୍ ଅପ୍। ଆପଣ ଏମିତି ଅନେକ ପୁସ୍ ଅପ୍ ଦେଖିଥିବେ। ହେଲେ ଦେଖି ନଥିବେ ଆଙ୍ଗୁଳି ଟିପରେ ନନଷ୍ଟପ ପୁସ୍ ଅପ୍। ଆମ ଦେଶର ଏହି ଯୁବକ ମାତ୍ର ଏକ ମିନିଟରେ ୧୦୯ ଥର ପୁସ୍ ଅପ୍ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଏବେ ଦେଖନ୍ତୁ ସେହି ଭିଡିଓ ଓ ଜାଣନ୍ତୁ ସେ ଯୁବକ ଜଣକ କିଏ?
ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ନଜର ଆସିଛନ୍ତି ଦୁଇ ଯବାନ। ଜଣେ ମହମ୍ମଦ ରଫିଙ୍କ ଏକ ଦେଶପ୍ରେମ ଗୀତ ଗାଉଥିବା ବେଳେ ଅନ୍ୟଜଣେ ବଜଉଛନ୍ତି ଗୀତାର। ଯାହା ଏବେ ଚର୍ଚ୍ଚାର କେନ୍ଦ୍ର ହୋଇଛି।
କମାଲ କଲେ ଓଡ଼ିଆ ଶିଳ୍ପୀ। ଦେଶ ପାଳିଲା ୭୩ତମ ସାଧାରଣତନ୍ତ୍ର ଦିବସ। ଏହାକୁ ସ୍ମରଣୀୟ କରି ରଖିବାକୁ ଆମ ଓଡ଼ିଶାର ଏହି ଯୁବ ଶିଳ୍ପୀ, ଚକ୍ ଖଡ଼ି ଅଗରେ ତିଆରି କରିଦେଲେ, ଦେଶର ୭୩ଟି ଐତିହ୍ୟ। କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ସତ। ଚକ୍ ଅଗରେ ତିଆରି ହୋଇଛି ମନ୍ଦିର, କୋଠା ଏବଂ ଆହୁରି କେତେ କଣ। ଦେଖନ୍ତୁ ଏହି ଭିଡିଓ।
କି ରାଜନୀକତି ଲୋ !! ମୋ ବୋପା-ମାଆ...ନିଶା ଏମିତି ଯେ, ଗୋଟିଏ ପୋଷ୍ଟ ପାଇଁ ଛିଡ଼ା ହେଲେ ଭାଇବୋହୂ-ଦେଢଶୁର...ଆଉ ଯେତେବେଳେ ଏ କଥା କକେଇଙ୍କ କାନରେ ପଡ଼ିଲା ତା’ପରେ କଣ ହେଲା?
ସୁପରମାର୍କେଟ୍ରେ ଏକ ସୁନ୍ଦର ଶିଶୁକୁ ଦେଖି ଲୋଭରେ ପଡିଗଲେ ଜଣେ ମହିଳା। ତାଙ୍କୁ କିଣିବା ନେଇ ଶିଶୁର ମା’ ପାଖରେ ଧରିଲେ ଜିଦ୍। ସେ ମନାକରିବାରୁ ଦେଲେ ଧମକ। ପରେ କ’ଣ ହେଲା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।
ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ । କେଉଁଠି ରାସ୍ତା କଡରେ ପାଇପ୍ ପଡ଼ିଛି ତ ଆଉ କେଉଁଠି ଅଧାଗଢା ପାଣିଟାଙ୍କି ଅଧପନ୍ତରିଆ ଭାବେ ପଡ଼ିଛି । ପୁରୀ କୃଷ୍ଣପ୍ରସାଦ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଦେଶର ସ୍ୱାଧୀନତା ସଂଗ୍ରାମ ହେଉ ବା ଦେଶକୁ ବିଶ୍ୱ ସାମ୍ନାରେ ଭିନ୍ନ କରିବା ହେଉ ଭାରତୀୟ ନାରୀଙ୍କ ଅବଦାନ କମ ନାହିଁ। ଆସନ୍ତୁ ଜାଣିବା ସେଭଳି କିଛି ନାରୀଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଦେଶ ଆଜି ଗର୍ବ କରେ।
ଚର୍ଚ୍ଚାରେ ନନ୍ଦକାନନ ପ୍ରାଣୀ ଉଦ୍ୟାନର ଆନିମଲ କିପର ପ୍ରଶାନ୍ତ ଗୌଡ଼ । ୬ ମାସ ପୂର୍ବେ ସିଂହି ବିଜଲୀ ୩ ଛୁଆ ଜନ୍ମ ଦେଇଥିଲା । ୨ ଛୁଆ ମୃତ ଜନ୍ମ ହୋଇଥିବା ବେଳେ ଏକ ମାତ୍ର କୁନି ମାଈ ସିଂହ ବର୍ଷାକୁ ସିଂହି ବିଜଲୀ ଗ୍ରହଣ କରିନଥିଲା ।
ବର୍ତ୍ତମାନ ଗୁଗଲ ପ୍ଲେ-ଷ୍ଟୋରରେ ଅନେକ ଆପ୍ ରହିଛି । ସେଥିମଧ୍ୟରୁ ଗୋଟିଏ ଆପ୍ ଅଛି ଯାହା ଆମର ଭବିଷ୍ୟତ ସହିତ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ । ଜ୍ୟୋତିଷଶାସ୍ତ୍ର ଆପ୍ର ପୂର୍ବାନୁମାନ ସତ ହୋଇଥିବାରୁ ପୁନୀତ୍ ହେଲେ କୋଟିପତି ।
କୁନି ଝିଅଟି ଚାହୁଁଥିଲା ଚିପ୍ସ ପ୍ୟାକେଟ୍ କିଣିବାକୁ। ମା’କୁ କହିବାରୁ ସେ ସିଧା ମନାକରିଦେଲେ। ତା’ପରେ ଝିଅଟି ଯେଉଁ ଚାଲାକି ଖେଳିଲା ଯେକୌଣସି ମା’ ବି ଚିପ୍ସ କିଣିବାକୁ ବାଧ୍ୟହେବ।
ଯେଉଁଠି ସମସ୍ୟା ଦେଖାଦେଉଛି, ସେଠାରେ ବିଭାଗ ଯୁଦ୍ଧକାଳୀନ ଭାବେ ସାମ୍ନା କରୁଛି ଏବଂ ଚାଷୀଙ୍କର ସୁବିଧା ହେବା ଭଳି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
୨୬ ଜାନୁଆରୀ ୨୦୦୨ । ଏହି ଦିନ ଭୁବନେଶ୍ୱର ଗାନ୍ଧିମାର୍ଗର ସାଧାରଣତନ୍ତ୍ର ଉତ୍ସବ ପାଳନ ବେଳେ ଘଟିଥିବା ବେଲୁନ୍ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା । ୨୧ ଜଣ ଦୁର୍ଘଟଣାର ଶିକାର ହୋଇଥିବାବେଳେ ୯ ଜଣ ନିଜ ଦୃଷ୍ଟିଶକ୍ତି ହରାଇଥିଲେ । ଦୁର୍ଘଟଣାକୁ ଆଜି ୨୦ ବର୍ଷ ପୂରିଛି । ଅଘଟଣର ଦୁଇ ଦଶନ୍ଧି ପରେ ଏବେ ବି ପୀଡ଼ିତମାନେ ନିଜ ଜୀବନରେ ହାର୍ ମାନି ନାହାଁନ୍ତି ବରଂ ଛାତ, ଭାତ ଓ ଭବିଷ୍ୟତ ପାଇଁ ଏବେ ବି ସେମାନେ ସଂଗ୍ରାମ ଜାରି ରଖିଛନ୍ତି ।
'ରିଓ ତିନ୍ତୋ' ନଦୀର କେବେ ନାଁ ଶୁଣିଛନ୍ତି । ଏହି ନଦୀଟି ରହିଛି ସ୍ପେନରେ । ଯାହା ନିଜର ଲାଲ- ନାରଙ୍ଗୀ ରଙ୍ଗର ପାଣି ପାଇଁ ବେଶ୍ ପରିଚିତ । ତେବେ ଏହି ନଦୀରେ ପାଣିର ରଙ୍ଗ ଏଭଳି ରଙ୍ଗରେ ରଙ୍ଗୀନ କିଭଳି । କଣ ରହିଛି ଏହି ନଦୀର ବିଶେଷତ୍ତ୍ୱ । ଏହା ପଛରେ ରହିଛି କି କିଛି ବୈଜ୍ଞାନିକ କାରଣ… ଚାଲନ୍ତୁ ଜାଣିବା ।
ରାଜ୍ୟ ବିଜେପି ପାର୍ଟି ଅଫିସରେ ପାଳିତ ହୋଇଛି ୭୩ ତମ ଗଣତନ୍ତ୍ର ଦିବସ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପାର୍ଟି ଅଫିସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
ଛୋଟିଆ ଝିଅଟିଏ। ସେ ଯେତେବେଳେ ଜନ୍ମହେଲା, ସମସ୍ତେ ତା ପାଇଁ ଚିନ୍ତିତ ଥିଲେ। କେମିତି ଚଳିବ, କେମିତି ଏ ସଂସାରକୁ ସାମ୍ନା କରିବ, ସେଥିପାଇଁ ବ୍ଯସ୍ତ ହୋଇପଡ଼ିଥିଲେ ବାପା ମାଆ। ଆଜି କିନ୍ତୁ ଝିଅଟି ପାଇଁ ସମସ୍ତେ ଗର୍ବିତ। ସୁରତର ରବର ଗାର୍ଲ ଭାବେ ପରିଚିତ ଦିବ୍ଯାଙ୍ଗ ଝିଅ ଅନ୍ୱୀ ବିଜୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରଦାନ କରିଛନ୍ତି।