୧୮ ବର୍ଷୀୟ ପ୍ରଭୁଦତ୍ତ ସତରେ କମାଲ୍ କରି ଦେଖାଇଛନ୍ତି। ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଦରକାର ଏଥିପାଇଁ। ଥରଟିଏ ଚାର୍ଜ ହେଲେ ଯାଉଛି ୩୫ କମି। ବାଟରେ ଯଦି ଚାର୍ଜ ସରିଗଲା ତେବେ ଚିନ୍ତା ନାହିଁ। ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ରିଚାର୍ଜ ହେଇଯିବ। ଏହି ଇ-ସାଇକେଲଟି ଆପଣଙ୍କର ବି ଦରକାର ହୋଇପାରେ, ଦେଖନ୍ତୁ।
କମାଲ କଲେ ଓଡ଼ିଆ ଶିଳ୍ପୀ। ଦେଶ ପାଳିଲା ୭୩ତମ ସାଧାରଣତନ୍ତ୍ର ଦିବସ। ଏହାକୁ ସ୍ମରଣୀୟ କରି ରଖିବାକୁ ଆମ ଓଡ଼ିଶାର ଏହି ଯୁବ ଶିଳ୍ପୀ, ଚକ୍ ଖଡ଼ି ଅଗରେ ତିଆରି କରିଦେଲେ, ଦେଶର ୭୩ଟି ଐତିହ୍ୟ। କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ସତ। ଚକ୍ ଅଗରେ ତିଆରି ହୋଇଛି ମନ୍ଦିର, କୋଠା ଏବଂ ଆହୁରି କେତେ କଣ। ଦେଖନ୍ତୁ ଏହି ଭିଡିଓ।