କି ରାଜନୀକତି ଲୋ !! ମୋ ବୋପା-ମାଆ...ନିଶା ଏମିତି ଯେ, ଗୋଟିଏ ପୋଷ୍ଟ ପାଇଁ ଛିଡ଼ା ହେଲେ ଭାଇବୋହୂ-ଦେଢଶୁର...ଆଉ ଯେତେବେଳେ ଏ କଥା କକେଇଙ୍କ କାନରେ ପଡ଼ିଲା ତା’ପରେ କଣ ହେଲା?
Published: Otv Khabar Bureau
Last updated: 27 January 2022, 08:59 AM IST
ବରଫାବୃତ ପର୍ବତ ଶିଖରରେ, ବେଳାଭୂମିର ବାଲୁକା କଳାରେ । ଆଇସ୍ ସ୍କିରେ, ଆଇସ୍କ୍ରିମ୍ କାଠିରେ, କାଶ୍ମୀରରୁ କନ୍ୟାକୁମାରୀ, ବାଂଲାଦେଶ ସୀମାରୁ ଓ୍ୱାଘା-ଅଟାରୀ । ୭୩ ତମ ସାଧାରଣତନ୍ତ୍ର ଦିବସରେ ସବୁଠି ସଗର୍ବେ, ସଦର୍ପେ ଫରଫର ଉଡ଼ିଛି ତ୍ରିରଙ୍ଗା ।