ବ୍ଲକ୍ ଉପାଧ୍ୟକ୍ଷା ଥିଲେ ଏବେ ଛେଳି ଚରାଉଛନ୍ତି। ଦିନେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଥିଲେ...ସକାଳ ହେଲା କ୍ଷଣି ଶହଶହ ଲୋକ ଘର ସାମ୍ନାରେ ଭିଡ଼ ଜମାଉଥିଲେ...ଏବେ କିନ୍ତୁ ଖାଇବାକୁ ନାହିଁ କି ଘର ବି ନାହିଁ, ସରକାରୀ ଯୋଜନା ସାତ ସପନ...ଦୁଃଖ କହିବା ବେଳକୁ ବୋଲ ମାନୁନି ଆଖିର ଲୁହ, ମନର କୋହ....
Published: Otv Khabar Bureau
Last updated: 27 January 2022, 09:09 AM IST
ଆପଣଙ୍କ ନାଁ କଣ? ଦନ୍ତା ହାତୀ ନା କ’ଣ ତ...ବିନା ଡକ୍ୟୁମେଂଟ୍ରେ ଲୋନ ଦେଇଦେଉ...ଲୋନ୍ ପରେ ତ ଆଲି କହିବେ ଦିଅ ଦିଅ...ଆଉ ତା’ପରେ ହେଲା କଣ?