ଗତ ଦୁଇ ବର୍ଷ ହେବ ଘରୋଇ ବିବାଦକୁ ନେଇ ସପନା ଅଗ୍ରୱାଲ ବାହାରେ ରହି ଆସୁଛନ୍ତି । ସ୍ୱାମୀଙ୍କ ଘରେ ରହିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜେଶ ତାଙ୍କୁ ଘରେ ପୁରାଉ ନାହାନ୍ତି । ଏଥିପାଇଁ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି । ଏମିତିକି ସପନା କିଛି ଦିନ ପାଇଁ ଜେଲ ମଧ୍ୟ ଯାଇଛନ୍ତି
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଭକ୍ତଙ୍କୁ ଭଗବାନଙ୍କଠାରୁ କାହିଁକି ଦୂରରେ ରଖାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଓଭର ବ୍ରିଜ୍ ଉପରୁ ତଳକୁ ଖସିଲା କାର୍। ଭୁବନେଶ୍ୱର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ଉପରୁ ଏକ କାର୍ ଖସି ପଡ଼ିଥିଲା। କେଉଁ ପରିସ୍ଥିତିରେ କାର୍ ବ୍ରିଜ୍ ଉପରୁ ତଳକୁ ଖସିଲା ? ତାହା ଜଣାପଡ଼ି ନାହିଁ।
ଏକ କୋଇଲା ବୋଝେଇ ଟ୍ରକ୍ ପଛପଟୁ ବସ୍କୁ ଧକ୍କା ଦେବାରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ପ୍ରଥମେ ପ୍ରେମ ପ୍ରତିଶ୍ରୁତି ପରେ ପ୍ରତାରଣା ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ପ୍ରତାରଣା ଅଭିଯୋଗ ।
ପ୍ରେମ କଲେ ପ୍ରତିଶୃତି ବି ଦେଲେ ହେଲେ ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ମିଳିଛି କେବଳ ପ୍ରତାରଣା । ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳରୁ ଅସିଛି ଏଭଳି ସଙ୍ଗୀନ୍ ଅଭିଯୋଗ । ଜଣେ ମହିଳା ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ।
କୂଅରେ ପଡ଼ି ଯାଇଥିବା ମା’କୁ ଉଦ୍ଧାର ପାଇଁ କୂଅକୁ ଡେଇଁଲା ପୁଅ। ମା’ କୂଅରେ ପଡ଼ିଯିବା ଦେଖି ଉଦ୍ଧାର ପାଇଁ ପୁଅ ମଧ୍ୟ ୨୦ ଫୁଟ କୂଅକୁ ଡେଇଁ ପଡ଼ିଥିଲେ।
କଟକ SCB ମେଡିକାଲ୍ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର ହୋଇଛି। ଗ୍ରୀନ୍ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା।
କୋଠାଘର କରିଛି ପୁଅ, ହେଲେ ଛେଳି ଗୁହାଳେ ରହୁଛନ୍ତି ବୁଢା ମାଆ-ବାପା। ନିଜ ଛେଳି ସହ ପଡ଼ୋଶୀଙ୍କ ଛେଳି ଚରାଇ ଦିନକୁ ମୁଠାଏ ଖାଉଛନ୍ତି ଏହି ବୃଦ୍ଧା...ସାହାଯ୍ୟ ପାଇଁ ହାତ ଯୋଡ଼ି କାନ୍ଦୁଛନ୍ତି
ଅଦରକାରୀ ଜିନିଷରୁ ବି ହୋଇପାରୁଛି ସୁନ୍ଦର ସୁନ୍ଦର କଳାକୃତୀ। ଯେଉଁ ଜିନିଷକୁ ଅଦରକାରୀ ଭାବି ଆମେ ଡଷ୍ଟବିନରେ ଫୋପାଡି ଦେଉ, ତାକୁ ନେଇ ସୃଜନଶୀଳତା ଦେଖାଇଛନ୍ତି କଟକର ଜଣେ ଛାତ୍ର। ନାଁ ତାଙ୍କର ସ୍ମୃତିରଂଜନ ମହାନ୍ତି। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ କରି କେଦାରନାଥ ମନ୍ଦିରର ମଡେଲ କରିପାରିଛନ୍ତି ସ୍ମୃତିରଂଜନ।
ମହାନଦୀ ସେତୁ ଉପରେ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୫ ଜୀବନ
ପୋଲିସ ଉପରୁ ତୁଟିଯାଉଛି କି ଲୋକଙ୍କ ଭରସା ? କାରଣ ଏବେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଲୋକେ । ଆମେ କହୁଛୁ କଟକ ସିଡିଏ ଅଞ୍ଚଳର କଥା ।
ପୋଲିସ ପାଟ୍ରୋଲିଂ ନିୟମିତ ଭାବେ ହେଉନଥିବାରୁ ଏହାର ଫାଇଦା ନେଉଛନ୍ତି ଲୁଟେରା । ହେଲେ ପୋଲିସ ଭରସାରେ ନରହି ଏବେ ନିଜେ ଅଣ୍ଟା ଭିଡିଛନ୍ତି ଲୋକେ । ଏପରିକି ଝିଅ ବୋହୂ ବି ସାମିଲ ହେଲେ ଏହି ଅଭିଯାନରେ ।
ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ପାର୍କିଂ ମାଫିଆ। ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି । ଆଉ ବିଏମସିର ଧାର୍ଯ୍ୟ ଫି’ ରୁ ଅଧିକ ଦେବାକୁ ମନାକଲେ, ଦେଖାଉଛନ୍ତି ନାଲି ଆଖି ।
ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି। ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି।
ଏହି ବାବା ବେଶ ଥିବା ଲୋକ ମାନେ କିଏ ? କେଉଁ ଠାରୁ ଆସି ଏହି ପୀଠରେ ଫୁଲରେ ସଜାଇ ଯଜ୍ଞ କରୁଥିଲେ?
ସମର୍ଥକମାନେ ପ୍ରାର୍ଥିପତ୍ର ଦାଖଲ କେନ୍ଦ୍ରରେ ଅଯଥା ଭିଡ଼ କରୁଥିବା ଅଭିଯୋଗ ଆସିଥିଲା।
ପୋଲିସର ଲାଠିମାଡ଼ ମାମଲାରେ ହାଇକୋର୍ଟରେ ଏ ନେଇ ୨ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା।
କୋଠାର ନିର୍ମାଣ ଶୈଳୀ ଦେଖିଲେ ଜମା ଲାଗିବନି, ଏହା ଏକ Old Age Home ବୋଲି । ଭିକାରୀ ମାନଙ୍କୁ ରାସ୍ତା କଡରୁ ଆଣି ଏକ ଘରୋଇ ପରିବେଶରେ ରଖାଯାଉଛି । ରହିବା, ଖାଇବା ସାଙ୍ଗକୁ ସ୍ୱାସ୍ଥ୍ୟର ଯତ୍ନ ସବୁକିଛି ମାଗଣାରେ ।
ଦୁଇ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠା । ଦିଶୁଛି ସମ୍ଭ୍ରାନ୍ତ ହୋଟେଲ ଭଳି । ରହୁଛନ୍ତି ଭିକ୍ଷୁକ, ନିରାଶ୍ରୟ ଓ ଦିବ୍ୟାଙ୍ଗ ଲୋକ । ରହିବା, ଖାଇବା ସାଙ୍ଗକୁ ସ୍ୱାସ୍ଥ୍ୟ ର ଯତ୍ନ ସବୁକିଛି ମାଗଣା ରେ । ଭିତରେ ବି ରୁମ ଠାରୁ ଆରମ୍ଭ କରି ବାଥରୁମ ଯାଏ ସବୁ ଖୁବ ସୁନ୍ଦର ।
ମହାଦ୍ୱୀପ ଗୁଡିକଠାରୁ ମଧ୍ୟ ପୁରୁଣା ଏକ ପାହାଡ ରହିଛି ସାଉଥ୍ ଆଫ୍ରିକାରେ । କୁହାଯାଏ ମହାଦ୍ୱୀପ ଗୁଡିକର ଉତ୍ପତ୍ତି ଆମ ବ୍ରହ୍ମାଣ୍ଡର ସର୍ବପୁରାତନ ପ୍ରକ୍ରିୟା । କିନ୍ତୁ ସେ ସମୟଠାରୁ ବି ପୂର୍ବରୁ ଅର୍ଥାତ୍ ଆଜିଠାରୁ କୋଟି କୋଟି ବର୍ଷ ପୂର୍ବରୁ ସାଉଥ୍ ଆଫ୍ରିକାରେ ଏକ ପର୍ବତର ଉତ୍ପତ୍ତି ହୋଇଥିଲା । ଯାହାକୁ କୁହାଯାଏ 'ମାଖୋଞ୍ଜୱା ପର୍ବତ'…ଯାହାର ସୃଷ୍ଟି-ଇତିହାସ ବେଶ୍ ରୋମାଂଚକର। ଆଉ ଏହା ବିଶ୍ୱ ଐତିହ୍ୟ ଶ୍ରେଣୀରେ ମଧ୍ୟ ସାମିଲ ହୋଇସାରିଛି ।
ବାପା-ମାଆ ଚାଲିଗଲା ପରେ ଦୁସ୍ଥିତିରେ ୩ କୁନି ପିଲାଙ୍କ ଜୀବନ। ଦିନେ ଖାଇଲେ ଦିନେ ଉପବାସରେ ରହୁଛନ୍ତି ପିଲା... ବୁଢା ବୟସରେ ନିଇତି ଖଟିବା ବି ଆଉ ହେଉନି ସମ୍ଭବ... ପ୍ରଶାସନକୁ ଗୁହାରି କଲେବି କରୁନାହାନ୍ତି କର୍ଣ୍ଣପାତ।
କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ଦଳପଡ଼ା ଗ୍ରାମ ପଞ୍ଚାୟତର ସାକାଡ଼ି ଗାଁ । ଫୁଲବାଣୀ ସହରଠାରୁ ମାତ୍ର ୩୫ କିଲୋମିଟର ଦୂରରେ ଥିବା ଏହି ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର ।
ପରିବାର ଲୋକେ ଛୁଆକୁ ଧରି କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣିଛନ୍ତି।
ପୋଲିସର ଜୁଲମ୍ ଦେଖନ୍ତୁ, ଅସଭ୍ୟ ଭାଷାରେ ଗାଳିଦେଲେ, ବାଡାଇଲେ, ଆଉ ବୁଟ୍ ପିନ୍ଧି ଗୋଡ ଉପରେ ଚଢିଗଲେ । ଢିଙ୍କିଆରେ ଏ ୧୬ ବର୍ଷର ନାବାଳିକା ଝିଅ ପ୍ରତି କୁଆ଼ଡେ ଏମିତି ନିର୍ଦ୍ଦୟ ହୋଇପଡ଼ିଥିଲା ପୋଲିସ ୨ ଦିନ ପରେ ବି ନା ବଥା କମିଛି ନା କଷ୍ଟ ।