• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Happy Republic Day 2022

Republic Day 2022
ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Republic Day 2022
ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ପାଳିତ ହେଲା ଗଣତନ୍ତ୍ର ଦିବସ

ରାଜ୍ୟ ବିଜେପି ପାର୍ଟି ଅଫିସରେ ପାଳିତ ହୋଇଛି ୭୩ ତମ ଗଣତନ୍ତ୍ର ଦିବସ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପାର୍ଟି ଅଫିସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

republic day
ସାଧାରଣତନ୍ତ୍ର ଦିବସ ୨୦୨୨ : ଜାତୀୟ ପତାକା ଉତ୍ତୋଳନର ବିଧି ସମ୍ପର୍କରେ ଜାଣିନିଅନ୍ତୁ

ତ୍ରିରଙ୍ଗା ପତାକା ସର୍ବଦା ଖଦି କିମ୍ବା ହସ୍ତତନ୍ତରେ ତିଆରି ହେବା ଆବଶ୍ୟକ ଅଟେ । ଯଦି କୌଣସି କାରଣରୁ ପତାକାଟି ଫାଟିଯାଏ ତେବେ ଏହାକୁ ଉଡ଼ାଇବା ଅନୁଚିତ୍‌ ଅଟେ।

Republic Day
ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ ! କଡା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ, ରାଜପଥରେ ଆୟୋଜିତ ହେବ ଭବ୍ୟ ପରେଡ୍

ଚଳିତ ଥର ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ ।