• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vice Chairman

Vice Chairman Arrested
ନିଜେ ନିଜକୁ ଅପହରଣର ନାଟକ କରି ଫସିଲେ ବ୍ଲକ ଉପାଧ୍ୟକ୍ଷ

ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ବେଳେ ସେମାନେ କିଭଳି ଅପହରଣ ନାଟକ ରଚିଥିଲେ, ତାହା ବ୍ଲକ୍ ଉପାଧ୍ୟକ୍ଷ ସ୍ୱୀକାର କରିଥିଲେ।

ULB Polls
ଜମିଲାଣି ପୌର ଉପାଧ୍ୟକ୍ଷ ନିର୍ବାଚନ ଛକାପଞ୍ଝା।

ଜମିଲାଣି ପୌର ଉପାଧ୍ୟକ୍ଷ ନିର୍ବାଚନ ଛକାପଞ୍ଝା । ସଂଖ୍ୟା ଗରିଷ୍ଠତା ନଥିବା ୧୫ ପୌର ପରିଷଦରେ ବିଜେଡି ପାଇଁ ଅଡୁଆ ହୋଇଛି ଅଙ୍କ । ଏଇ ଯେମିତି ଜଗତସିଂହପୁର ଓ ଅନୁଗୁଳ । ଜଗତସିଂହପୁରରେ ପୌରାଧ୍ୟକ୍ଷ ଭୋଟ୍‌ରେ କଂଗ୍ରେସଠାରୁ ଝଟ୍‌କା ଖାଇଥିବା ବିଜେଡି, ଏବେ ଉପାଧ୍ୟକ୍ଷ ପଦ ହାତେଇବାକୁ ଆରମ୍ଭ କରିଛି ରଣନୀତି ।

Former Salipur Block Vice-Chairman Suffers In Poverty - OTV Report
ଭାଗ୍ୟର ଖେଳ: ଦିନେ ଥିଲେ ବ୍ଲକ୍‌ ଭାଇସ ଚେୟାରମ୍ୟାନ, ଆଜି ଛେଳି ଚରାଉଛନ୍ତି...

ବ୍ଲକ୍‌ ଉପାଧ୍ୟକ୍ଷା ଥିଲେ ଏବେ ଛେଳି ଚରାଉଛନ୍ତି। ଦିନେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଥିଲେ...ସକାଳ ହେଲା କ୍ଷଣି ଶହଶହ ଲୋକ ଘର ସାମ୍ନାରେ ଭିଡ଼ ଜମାଉଥିଲେ...ଏବେ କିନ୍ତୁ ଖାଇବାକୁ ନାହିଁ କି ଘର ବି ନାହିଁ, ସରକାରୀ ଯୋଜନା ସାତ ସପନ...ଦୁଃଖ କହିବା ବେଳକୁ ବୋଲ ମାନୁନି ଆଖିର ଲୁହ, ମନର କୋହ....